Daily Archives

September 27, 2021

ପକ୍ଷୀଙ୍କ ଦରଦୀ ବନ୍ଧୁ ଦୀପା । ଗାଁ ଗାଁ ବୁଲି ବସା ବାନ୍ଧୁଛନ୍ତି, ଘରଚଟିଆ ସଂରକ୍ଷଣ ଅଭିଯାନ ଚଳାଇଛନ୍ତି…

କନକ ବ୍ୟୁରୋ: ମାଲକାନଗିରିର ପକ୍ଷୀରାଣୀ । ବିଲୁପ୍ତ ପକ୍ଷୀଙ୍କୁ ବଞ୍ଚାଇବାକୁ ସଙ୍କଳ୍ପ । ଦୀପାଙ୍କ ଘରଚଟିଆ ଅଭିଯାନ । ସେ ବସା ବାନ୍ଧନ୍ତି, ଖାଦ୍ୟ ଦିଅନ୍ତି ଆଉ ଶୋଷ ମେଣ୍ଟାଇବାକୁ ପାଣି ବି ଦିଅନ୍ତି । ଦୀପାଙ୍କୁ ଦେଖିବା ମାତ୍ରେ ଯିଏ ଯେଉଁଠି ଥାଆନ୍ତୁ ନା କାହିିଁକି ଉଡି ଉଡି ଆସି ତାଙ୍କ…

ଶିକ୍ଷିତ ହେବେ ଆଦିମ ଜନଜାତି: ବଣ୍ଡା ପାହାଡ ଉପରେ ଘରେ ଘରେ ସ୍କୁଲ

କନକ ବ୍ୟୁରୋ: ବଣ୍ଡା ପାହାଡ ଉପରେ ଘରେ ଘରେ ସ୍କୁଲ । ଘରକୁ ଘର ଯାଇ ଆଦିମ ଜନଜାତିର ଛାତ୍ରଛାତ୍ରୀଙ୍କୁ ପଠା ପଢାଉଛନ୍ତି ଶିକ୍ଷକ । କରୋନା ପର ଠାରୁ ଘାଟି ଅଂଚଳର ସ୍କୁଲ ପିଲା ପାଠ ପଢାରୁ ମୁହଁ ଫେରାଇ ନେଇଥିଲେ । ଆଉ ଏବେ ପିଲାଙ୍କ ଭିତରେ ଦକ୍ଷତା ବଢାଇବାକୁ ନିଯୁକ୍ତ ହୋଇଛନ୍ତି ଶିକ୍ଷକ ।…

ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା । ଯାଜପୁର ପୌରପାଳିକାରେ ଖୋଲାମେଲାରେ ପଡିଛି ଡ୍ରେନ୍, ରାସ୍ତାରେ ବହୁଛି ଡ୍ରେନ୍…

କନକ ବ୍ୟୁରୋ : ଦେଢ଼ଶହ ବର୍ଷର ପୌରପାଳିକାରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା । ୧୮ଟି ୱାର୍ଡ ବିଶିଷ୍ଟ ଯାଜପୁର ପୌରପାଳିକାରେ ଖୋଲାମେଲା ହୋଇ ପଡିଛି ଡ୍ରେନ୍ । କେଉଁଠି ଡ୍ରେନ ଅଛି, କେଉଁଠି ନାହିଁ । ଅନେକ ସ୍ଥାନରେ ଡ୍ରେନ ପାଣି ରାସ୍ତା ଉପରେ ବହୁଛି । ବର୍ଷା ହେଲେ ପୌରାପାଳିକାରେ ଘରୁ…

ଚାଲିଛି ନଦୀ ମାଫିଆଙ୍କ ରାଜ୍: ବେଆଇନ୍ ଆଡିବନ୍ଧ ଯୋଗୁଁ ଉଜୁଡି ଯାଉଛି ଚାଷ

କନକ ବ୍ୟୁରୋ: ବର୍ଷା ପାଣିରେ ବୁଡ଼ି ଯାଇଛି ଚାଷ ଜମି । ଜଗତସିଂହପୁର ଜିଲ୍ଲାରେ ହଜାର ହଜାର ହେକ୍ଟର ଜମିରେ ନଷ୍ଟ ହେଉଛି ଧାନ ଫସଲ । ଅନେକ ଗାଁ ମଧା ପାଣି ଘେରରେ ରହିଛି । ତେବେ ଏଥି ପାଇଁ ଦାୟି କିଏ? କାହିଁକି ବର୍ଷାରେ ଏଭଳି ସ୍ଥିତି ସୃଷ୍ଟି ହେଉଛି? ତାକୁ ନେଇ ଚାଲିଛି ଆଲୋଚନା । ରାଜ…

ଭିତରକନିକା ନିକଟରେ କୁମ୍ଭୀର ଆତଙ୍କ: ଭୟଭୀତ କେନ୍ଦ୍ରାପଡାର ନଇକୂଳିଆ ଲୋକ

କନକ ବ୍ୟୁରୋ: ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା । ଭିତରକନିକାର ଡାଙ୍ଗମାଳ ଠାରେ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର ରହିଛି । ପ୍ରତିବର୍ଷ ପ୍ରଜନନ କେନ୍ଦ୍ରରୁ ୪ ଫୁଟରୁ ଅଧିକ ଲମ୍ବର କୁମ୍ଭୀରଙ୍କୁ ଭିତରକନିକାର ନଦୀ ନାଳରେ ଛାଡି ଦିଆଯାଉଛି । ଧିର ଧିରେ…

ଭୁବନେଶ୍ୱରରୁ କୋର୍ଡ ଆସୁନି, ରାଉରକେଲାରେ କାମ ଦେଉନି ସ୍ମାର୍ଟ ହେଲଥ କାର୍ଡ

କନକ ବ୍ୟୁରୋ: ଏତେ ସରକାରୀ ବ୍ୟବସ୍ଥା ହେଲା ପରେ ବି ସୁବିଧା ପାଇ ପାରୁନାହାନ୍ତି ଗରିବ ଲୋକ । ସାମ୍ନାକୁ ଆସିଲା ବିଜୁ ସ୍ମାର୍ଟ ହେଲ୍ଥ କାର୍ଡର ସାଙ୍ଘାତିକ ସତ । ରୋଗୀ ମେଡିକାଲ ବେଡରେ ଯନ୍ତ୍ରଣା ଭୋଗୁଛନ୍ତି । ଏପଟେ ହସ୍ପିଟାଲ କର୍ତ୍ତୃପକ୍ଷ କହୁଛନ୍ତି, ଭୁବନେଶ୍ୱରରୁ କୋର୍ଡ ନମ୍ବର ଆସିଲେ…