Daily Archives

September 20, 2021

ରାଜଧାନୀରେ ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ । ଉତ୍ତରଦାୟୀ ରହିବେ କି ବିଏମସି କମିସନର ଓ ନଗର ଉନ୍ନୟନ ସଚିବ?

କନକ ବ୍ୟୁରୋ: ସମସ୍ତ ଡ୍ରେନ୍ ଉପରେ ସ୍ଲାବ ପକାଇବା ବାଧ୍ୟତାମୂଳକ ବୋଲି ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇସାରିଛନ୍ତି । ହେଲେ ଏହାକୁ ପାଳନ କରିନାହାଁନ୍ତି ବିଏମସି କର୍ତ୍ତୃପକ୍ଷ କିମ୍ବା ନଗର ଉନ୍ନୟନ ବିଭାଗ । ତେଣୁ ଭୁବନେଶ୍ୱର ସ୍ମାର୍ଟ ସିଟିରେ ବାରମ୍ବାର ଜୀବନ ଯିବା ଘଟଣା…

ବାଙ୍ଗାଲୋରର ବ୍ୟାଟିଂ ବିପର୍ଯ୍ୟୟ: ୯୨ ରନରେ ପାଭିଲିୟନ ଫେରିଗଲା ପୂରା ଟିମ୍

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ବାଙ୍ଗାଲୋର ପୂରା ଖରାପ ପ୍ରଦର୍ଶନ କରିଛି । କୋଲକାତା ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ବାଙ୍ଗାଲୋରର ବଡ ବଡ ବ୍ୟାଟ୍ସମ୍ୟାନ । ଫଳରେ ମାତ୍ର ୯୨ ରନରେ ପୂରା ବାଙ୍ଗାଲୋର ଟିମ ପାଭିଲିୟନ ଫେରିଯାଇଛି । ଏହାସହ ଏବେ କୋଲକାତା ଆଗରେ ୯୩ ରନର ବିଜୟ ଲକ୍ଷ୍ୟ…

ଏ କେମିତିକା ସ୍ମାର୍ଟସିଟି । ମୁକୁଳା ଡ୍ରେନ ପାଲଟିଛି ମୃତ୍ୟୁର ଫାଶ ! ଶୋଇପଡିଛନ୍ତି କି ସରକାର ?

କନକ ବ୍ୟୁରୋ : ଭୁବନେଶ୍ୱର ମହାନଗର ନିଗମର ଅବହେଳା ଯୋଗୁଁ ଡ୍ରେନରେ ଭାସିଯାଇ ଜଣେ ଛାତ୍ରଙ୍କ ଜୀବନ ଚାଲିଗଲା । ପୂର୍ବରୁ ମଧ୍ୟ ଡ୍ରେନରେ ଭାସିଯାଇ ଲୋକେ ପ୍ରାଣ ହରାଇଛନ୍ତି । ଆଉ ପ୍ରତି ଥର ପ୍ରଶାସନ ପ୍ରତିଶ୍ରୁତି ଦିଏ, ଏହାର ପୁନରାବୃତି ହେବନାହିଁ । ହେଲେ ବର୍ଷା ଦିନ ଆସିଲେ ସେହି ସମାନ…

ହାତ ଧରିବେ କହ୍ନେୟା କୁମାର । ଅକ୍ଟୋବର ୨ ତାରିଖରେ ସାମିଲ ହୋଇପାରନ୍ତି କଂଗ୍ରେସରେ…

କନକ ବ୍ୟୁରୋ: କଂଗ୍ରେସରେ ଯୋଗ ଦେବେ କହ୍ନେୟା କୁମାର । ସିପିଆଇ ନେତା କହ୍ନେୟା କୁମାର ଓ ଗୁଜରାଟ ବିଧାୟକ ଜିଗ୍ନେସ ମାୱାନି କଂଗ୍ରେସରେ ଯୋଗଦେବା ନେଇ ସୂଚନା ମିଳିଛି । ଅକ୍ଟୋବର ୨ ତାରିଖରେ ଆନୁଷ୍ଠାନିକ ଭାବରେ ଏମାନେ କଂଗ୍ରେସରେ ସାମିଲ ହୋଇପାରନ୍ତି । ଏଭଳି ଏକ ଆଶଙ୍କା ଏବେ ଜାତୀୟ…

ସୋନୁଙ୍କୁ ମିଳିଥିଲା ସାଂସଦ ଅଫର… ହେଲେ କାହିଁକି ମନା କରିଥିଲେ, ପଢନ୍ତୁ

କନକ ବ୍ୟୁରୋ: ଟିକସ ଫାଙ୍କିଥିବା ଅଭିଯୋଗ ଆଧାରରେ ଗତ ସପ୍ତାହରେ ମୁମ୍ବାଇ ବାସଭବନ ଏବଂ କାର୍ୟ୍ୟାଳୟଗୁଡ଼ିକରେ ଚଢ଼ାଉ ଶେଷ ହେବା ପରେ ଆଜି ମୌନଭଙ୍ଗ କରିଥିଲେ ଅଭିନେତା ସୋନୁ ସୁଦ୍‌। ସବୁ ସମୟରେ ଜଣକୁ ନିଜ କଥା ନିଜକୁ କହିବାକୁ ପଡ଼େନାହିଁ। ସମୟ କହିବ ବୋ।ଲି ଟୁଇଟ୍‌ କରିଥିଲେ ସୋନୁ।…

ଓଡ଼ିଶା ସୀମା ଉପରେ ପଶ୍ଚିମବଙ୍ଗର ଆଖି । ସୀମାନ୍ତ ଅଞ୍ଚଳରେ କରୁଛି ପାଚେରୀ ତିଆରି ।

କନକ ବ୍ୟୁରୋ : ଗୋଟିଏ ପଟେ ଆନ୍ଧ୍ର, ଅନ୍ୟ ପଟେ ପଶ୍ଚିମବଙ୍ଗ । ଦୁଇ ପଡୋଶୀ, ସୀମାରେ ଥିବା ଓଡ଼ିଶାର ଅଞ୍ଚଳକୁ ମାଡି ବସିିବାକୁ ଚେଷ୍ଟା ଚଳାଇଛନ୍ତି । କୋରାପୁଟର କୋଟିଆ, ଗଜପତିର ମାଣିକପାଟଣା ଅଞ୍ଚଳରେ ନିଜର ସ୍ଥିତି ଜାହିର କରିଛି ଆନ୍ଧ୍ର । ଏପଟେ ବାଲେଶ୍ୱର ଉଦୟପୁର ସୀମାରେ ପାଚେରୀ…