Daily Archives

September 20, 2021

ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ୍ । ୫୦ ହଜାର ଟଙ୍କା ମୁଚାଲିକାରେ ଜାମିନ ଦେଲେ ମୁମ୍ବାଇ କୋର୍ଟ ।

କନକ ବ୍ୟୁରୋ: ଅଶ୍ଳୀଳ ସିନେମା ମାମଲାରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମିଳିଛି ଜାମିନ୍ । ୫୦ ହଜାର ଟଙ୍କା ମୁଚାଲିକାରେ ମାଜିଷ୍ଟ୍ରେଟ କୋର୍ଟ ରାଜଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଗତ ଗୁରୁବାର ମୁମ୍ବାଇ ପୋଲିସ୍ କୁନ୍ଦ୍ରାଙ୍କ ବିରୋଧରେ ୧୪ଶହ…

ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଘୋଷଣା । ବିଦେଶକୁ ପୁଣି ଟିକା ରପ୍ତାନୀ କରିବ ଭାରତ ।

କନକ ବ୍ୟୁରୋ: ବିଦେଶକୁ ପୁଣି ଟିକା ରପ୍ତାନୀ କରିବ ଭାରତ । ଏନେଇ ସୋମବାର ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଏହି ଘୋଷଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ କରାଯାଇଛି । ପ୍ରଧାନମନ୍ତ୍ରୀ ଆମେରିକା ଯିବା ପରେ ଟିକା ରପ୍ତାନୀ…

ବିଏମସି କଲା ରେଡ୍, ହଟ୍ଟହଟ୍ଟା ହେଲେ ସାଧାରଣ ଲୋକ । ଭୁଲ କଲା ବାର୍ ମାଲିକ, ନିର୍ଯାତନା ଭୋଗିଲେ ଗ୍ରାହକ ।

କନକ ବ୍ୟୁରୋ : ନିୟମ ଉଲ୍ଲଙ୍ଘନ କରୁଥିବା ବାର୍ ଉପରେ ଚଢାଉ କଲା ବିଏମସି, ହେଲେ ହଟ୍ଟହଟ୍ଟା ହେଲେ ସାଧାରଣ ଲୋକେ । ପରିବାର ସହ ଖାଇବା ପିଇବା ପାଇଁ ଯାଇଥିବା ଲୋକଙ୍କୁ ନିଜ ମୁହଁ ଲୁଚାଇବାକୁ ପଡିଥିଲା । ଯଦିଓ ସେମାନଙ୍କର କିଛି ଦୋଷ ନଥିଲା । କିନ୍ତୁ ଏମାନଙ୍କୁ ଏମିତି ବ୍ୟବହାର…

ମୁଖ୍ୟମନ୍ତ୍ରୀ ବଦଳିଲେ, ହେଲେ ସରିଲାନି ପଞ୍ଜାବ କଂଗ୍ରେସର କଳି । ହରିଶ ରାୱତଙ୍କ ବୟାନରେ ତେଜିଲା ବିବାଦ ।

କନକ ବ୍ୟୁରୋ: କ୍ୟାପଟେନ୍ ଅମରିନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଲାଗୁଥିଲା ପଂଜାବ ରାଜନୀତିରେ ଲାଗି ରହିଥିବା କନ୍ଦଳରେ ପୂର୍ଣ୍ଣଚ୍ଛେଦ ପଡିଛି । ଦଳ ପକ୍ଷରୁ ଚରଣଜିତ ସିଂହ ଚନ୍ନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବଛାଗଲା । ଆଉ ଏଥିରେ ସମସ୍ତେ ସହମତି ଜଣାଇଥିଲେ ।…

ଜୁନ ୨୦୨୨ ଯାଏଁ ଟିମ ଇଣ୍ଡିଆର ମ୍ୟାଚ ସୂଚୀ ଜାରି: ପଢନ୍ତୁ, କେବେ କାହା ସହ ଅଛି ମ୍ୟାଚ 

କନକ ବ୍ୟୁରୋ: ଭାରତୀୟ କ୍ରିକେଟର ଜୁନ ୨୦୨୨ ଯାଏଁ ଖେଳ ସୂଚୀ ଜାରି ହୋଇଛି । ବିସିସିଆଇ ସୋମବାରକୁ ଏହି ସୂଚୀ ଜାରି କରିଛି । ଭାରତୀୟ ଦଳ ନଭେମ୍ବର ୨୦୨୧ରୁ ଜୁନ ୨୦୨୨ ଯାଏଁ ଘରୋଇ ମୈଦାନରେ ୪ଟି ଟେଷ୍ଟ, ୧୪ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ଏହି ୮ ମାସ ମଧ୍ୟରେ ନ୍ୟୁଜିଲାଣ୍ଡ,…