Daily Archives

September 18, 2021

ଲଟେରୀ ଖୋଲିଦେଲା ଭାଗ୍ୟ । ରାତାରାତି ହୋଇଗଲେ କୋଟିପତି ।

କନକ ବ୍ୟୁରୋ: ଭାଗ୍ୟ ଯେତେବଳେ ସାଥିରେ ଥାଏ ସେତେବଳେ ଜୀବନର ମୋଡ କେବେ ବି ପରିବର୍ତ୍ତନ ହୋଇପାରେ । କୈାଣସି ବ୍ୟବସାୟକୁ ଗୋଟିଏ ସ୍ତରକୁ ପହଞ୍ଚାଇବା ପାଇଁ ବହୁ ବର୍ଷ ଲାଗିଥାଏ । ସେଥିପାଇଁ ବ୍ୟବସାୟୀକୁ ଅନେକ ପରିଶ୍ରମ ମଧ୍ୟ କରିବାକୁ ପଡେ  । କିନ୍ତୁ ଆମେରିକାର ଗୋଟିଏ ରୋଚକ ଘଟଣା…

ବନ୍ୟା ଟଳିଗଲା, ହେଲେ ତଳିଆ ଅଞ୍ଚଳରେ ପଶିଲା ପାଣି । ପଢନ୍ତୁ, ରାଜ୍ୟର କେଉଁ ସ୍ଥାନରେ କିପରି ରହିଛି ବନ୍ୟା…

କନକ ବ୍ୟୁରୋ: ବନ୍ୟା ଆଶଙ୍କା ଟଳିଯାଇଛି କିନ୍ତୁ ମହାନଦୀ ଓ ସୁବର୍ଣ୍ଣରେଖାର ଉଛୁଳା ପାଣି ଲୋକଙ୍କ ଦୁର୍ଦ୍ଦଶା ବଢାଇଦେଇଛି । ଗତ ୪ରୁ ୫ଦିନ ହେଲା ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଏପରିକି ତାଙ୍କ ପାଖରେ ପ୍ରଶାସନ ପହଞ୍ଚିିନଥିବା ଅଭିଯୋଗ ବି ହୋଇଛି । ବାଲେଶ୍ୱର, କେନ୍ଦ୍ରାପଡା, ପୁରୀ ଓ…

ରାଜ କୁନ୍ଦ୍ରାଙ୍କୁ ଛାଡପତ୍ର ଦେବେ କି ଶିଳ୍ପା ସେଟ୍ଟୀ? ଚର୍ଚ୍ଚାରେ ଏହି ଇନଷ୍ଟାଗ୍ରାମ ପୋଷ୍ଟ…

କନକ ବ୍ୟୁରୋ: ଜଣାଶୁଣା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜକୁନ୍ଦ୍ରା ପର୍ଣ୍ଣୋଗ୍ରାଫି କେସରେ ଫସି ଏବେ ଜେଲରେ । କିଛି ଦିନ ତଳେ ତାଙ୍କ ବିରୋଧରେ କୋର୍ଟରେ ୧୫୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇଛି । ଯେଉଁଥିରେ ଶିଳ୍ପାଙ୍କ ବୟାନ ମଧ୍ୟ ରହିଛି । ଏହି…

ବିଗବସ୍-୧୫ ପାଇଁ ସଲମାନ ନେବେ ୩୫୦ କୋଟି! ମାତ୍ର ୧୪ ସପ୍ତାହ ଯାଏଁ ଚାଲିବ ସୋ’ ।

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ବଲିଉଡର ଭାଇଜାନ ସଲମାନ ଖାନ୍ । ଆଉ ଏହି ଚର୍ଚ୍ଚା ହେବା ପଛରେ ରହିଛି ସଲମାନଙ୍କ ପାରିଶ୍ରମିକ । ଆଜି ବିଗବସ୍ ଓଟିଟିର ଫାଇନାଲ ରହିଛି । ବିଗବସ୍ ଓଟିଟିର ବିଜେତା କିଏ ହେବ ତାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉକ୍ରଣ୍ଠା ପ୍ରକାଶ ପାଇଛି । କିନ୍ତୁ ଏହା ଭିତରେ…

ବ୍ୟାଙ୍କ ଚାକିରିରୁ ବେଙ୍ଗଲର ବଡ ନେତା: ଏମିତି ଥିଲା ସୁପ୍ରିୟୋଙ୍କ ସଫର…

କନକ ବ୍ୟୁରୋ: ଜୁଲାଇ ମାସରେ ବିଜେପି ଛାଡିଥିବା ବାବୁଲ ସୁପ୍ରିୟୋ ଏବେ ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚାରେ ରହିଛନ୍ତି । ବାବୁଲ ଆଜି ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ବିଜେପି ଛାଡିବା ପରେ ସନ୍ୟାସ ନେବା କଥା କହୁଥିବା ବାବୁଲ ଏବେ ପୁଣି ରାଜନୀତିକୁ ଫେରି ଆସି…

ଡାକ୍ତରଙ୍କ ପାଇଁ ଖୁସିଖବର । ଉତ୍ତରପ୍ରଦେଶରେ ଡାକ୍ତରଙ୍କ ଅବସରକାଳୀନ ବୟସସୀମା ୭୦କୁ ବଢିବ, ଖୁବଶୀଘ୍ର ସରକାର…

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାସ କେଇଟା ବାକି ରହିଛି । ତେବେ ଏହା ପୂର୍ବରୁ ଯୋଗୀ ସରକାର ବଡ ବଡ ଘୋଷଣା କରୁଛନ୍ତି । ଏପରିକି ଆଗାମୀ ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ଯୋଗୀ ସରକାର । ଆଉ ଉତ୍ତର…