Daily Archives

September 17, 2021

ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ମାଲିକ ବର୍ଷକୁ ଦରମା ଦିଅନ୍ତି ୭୨ ଲକ୍ଷ ଟଙ୍କା, ଜାଣନ୍ତୁ କାହିଁକି ?

କନକ ବ୍ୟୁରୋ : ବ୍ରିଟେନର ସୁପରମାର୍କେଟରେ ଜଣେ ମାଲିକ ତାଙ୍କ ଟ୍ରକର ଡ୍ରାଇଭରଙ୍କୁ ଏତେ ଦରମା ଦିଅନ୍ତି ଯେ ଭାରତରେ ଜଣେ ଉଚ୍ଚ ପଦସ୍ତ କର୍ମଚାରୀ ତାଙ୍କ ଚାକିରୀ କାଳରେ ମାସକୁ ସେତିକି ପରିମାଣର ଦରମା ପାଇବା ସ୍ୱପ୍ନ ହୋଇଥାଏ । ସୂଚନା ମୁତାବକ ବ୍ରିଟେନର ଏକ ସୁପର ମାର୍କେଟରେ ଜଣେ ମାଲିକ…

ପାକିସ୍ତାନରେ କାହିଁକି ଖେଳିବାକୁ ମନା କଲା ନ୍ୟୁଜିଲାଣ୍ଡ? ତାଜା ହୋଇଗଲା ୨୦୦୯ର ଘଟଣା, ଯେବେ ଖେଳାଳୀଙ୍କୁ ବଞ୍ଚାଇବାକୁ…

କନକ ବ୍ୟୁରୋ : ମ୍ୟାଚ୍ ଆରମ୍ଭ ହେବାକୁ ଆଉ କିଛି ମିନିଟ୍ ବାକି ଥାଏ । ଷ୍ଟାଡିୟମ ପୂରା ପ୍ରସ୍ତୁତ ଥାଏ । ଟିଭିକୁ ଚାହିଁ ବସିଥାନ୍ତି ଦର୍ଶକ । କାରଣ ପାକିସ୍ତାନ-ନ୍ୟୁଜିଲାଣ୍ଡ ଭିତରେ ହେବାକୁ ଯାଉଥିଲା ମ୍ୟାଚ୍ । ଆଉ ତାହା ବି ପୁଣି ପାକିସ୍ତାନରେ । କିନ୍ତୁ ମ୍ୟାଚ୍ ଆରମ୍ଭ ହେବାର କିଛି…

ଆଜି ମୁଣ୍ଡଳୀରେ ପହଁଚିବ ହୀରାକୁଦ ବନ୍ୟାଜଳ: ଏହି ସବୁ ଜିଲ୍ଲାର ତଳିଆ ଅଂଚଳରେ ପଶିପାରେ ପାଣି

କନକ ବ୍ୟୁରୋ: ଓଡିଶାର ଜୀବନ ରେଖା, ମହାନଦୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବନ୍ୟା ଆଶଙ୍କା ସୃ୍ଷ୍ଟି ହୋଇଛି । ବିପଦସଂକେତ ତଳେ ଜଳସ୍ତର ରହିଥିଲେ ବି ହୀରାକୁଦରୁ ଆସୁଥିବା ପାଣି ପହଁଚିବା ପରେ, ମୁଣ୍ଡୁଳିଠାରେ ସାଢ଼େ ସାତ ଲକ୍ଷରୁ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ଆଶଙ୍କା ରହିଛି ।…

ଫୁଲୁଛି ନଦୀ: ସୁବର୍ଣ୍ଣରେଖାରେ ମଧ୍ୟରାତ୍ରୀରେ ମାଡି ଆସିପାରେ ପାଣି, ଜାଣନ୍ତୁ କେଉଁ କେଉଁ ଜିଲ୍ଲାର ଲୋକେ ରହିବେ…

କନକ ବ୍ୟୁରୋ: ସୁବର୍ଣ୍ଣରେଖାର ଜଳସ୍ତର ବଢ଼ୁଥିବାରୁ ତଳିଆ ଅଂଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ସରକାରଙ୍କ ପକ୍ଷରୁ ଏମିତି ସତର୍କ କରାଯାଇଛି । ସାଙ୍ଗରେ ଜରୁରୀ କାଗଜ ପତ୍ର ଓ ଶୁଖିଲା ଖାଦ୍ୟ ଧରି ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳକୁ ଆସିବା ପାଇଁ ମାଇକ୍ ଯୋଗେ…

ରେଲୱେରେ ହେବ ଏହି ଦୁଇ ପରିବର୍ତ୍ତନ! ଜାଣନ୍ତୁ, କଣ? ନହେଲେ ହେବ ଅସୁବିଧା

କନକ ବ୍ୟୁରୋ: ଭାରତୀୟ ରେଳ ଦୁନିଆର ଚତୁର୍ଥ ସବୁଠାରୁ ବଡ ନେଟୱାର୍କ । ଯେଉଁଥିରେ ବିଳାସପୂର୍ଣ୍ଣ ସୁବିଧାଠୁ ଆରମ୍ଭ କରି ଆପଣ ଲୋକାଲ ଟ୍ରେନର ସୁବିଧା ପାଇପାରିବେ । ପ୍ରତିଦିନ ଲୋକମାନେ ଟ୍ରେନରେ ଯାତାୟାତ କରିଥାନ୍ତି । କରୋନା ମହାମାରୀ ପାଇଁ ଭାରତୀୟ ରେଳ ଅନେକ ଟ୍ରେନ ବନ୍ଦ କରିଦେଇଥିଲା ।…

ଜଳ ନେଲା ଜୀବନ: ପାଣିରେ ବୁଡି ୬ ମୃତ, ୨ ନିଖୋଜ

କନକ ବ୍ୟୁରୋ: ଜଳ ନେଉଛି ଜୀବନ । ବର୍ଷା, ବନ୍ୟା ପାଇଁ ସାରା ରାଜ୍ୟରେ ହାହାକାର ପଡିଥିବା ବେଳେ ଜଳବନ୍ଦୀ ପାଲଟିଛି ଜୀବନ । କେଉଁଠି ଜଳ ଜୀବିକା ଉଜାଡିଲାଣି ତ କେଉଁଠି ଜୀବନ ନେଲାଣି । ମାତ୍ର ଆଜି ଗୋଟିଏ ଦିନରେ ଜଳ ଦେଇଛି ଯାତନା । ଆଉ ଅକାରଣେ ନେଇଯାଇଛି ୬ଟି ଜୀବନ । ଜଳକୁ ନେଇ ସାରା…