Daily Archives

September 17, 2021

କୋହଲିଙ୍କ ପାଇଁ ଶେଷ ସୁଯୋଗ! ଆଇପିଏଲରେ ଚାମ୍ପିୟନ ନହେଲେ ଯାଇପାରେ ବାଙ୍ଗାଲୋର ଅଧିନାୟକ ପଦ!

କନକ ବ୍ୟୁରୋ : ଟି-୨୦ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିବା ପରେ ଏବେ କୋହଲିଙ୍କ ଆଇପିଏଲ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ଆଇପିଏଲ ପୂର୍ବରୁ ଅନେକ ଲୋକ କହିଛନ୍ତି, ବିରାଟ କୋହଲିଙ୍କୁ ଆରସିବି କ୍ୟାପଟେନ ପଦ ମଧ୍ୟ ଛାଡିଦେବା ଉଚିତ୍ । କାରଣ ଆଇପିଏଲରେ ମଧ୍ୟ କୌଣସି…

ଅଷ୍ଟ୍ରେଲିଆ ନିର୍ମାଣ କରିବାକୁ ଯାଉଛି ଏମିତି ଜାହଜ, ଚୀନ ଦେଲା ପରମାଣୁ ଆକ୍ରମଣର ଧମକ

କନକ ବ୍ୟୁରୋ : ସାରା ବିଶ୍ୱ ଏବେ ଶାନ୍ତି, ପ୍ରଗତି ଓ ବିଜ୍ଞାନ ସମ୍ମତ ସମାଜବାଦ ଆଢୁଆଳରେ ଯୁଦ୍ଧମୁହାଁ ହେବାରେ ଲାଗିଛି । ବିଶ୍ୱର ବିକଶିତ ରାଷ୍ଟ୍ରମାନେ ମାନବ ସଭ୍ୟତା ବିକାଶ ଦିଗରେ କାମ କରିବା ପରିବର୍ତ୍ତେ ନିଜର ସାମରିକ ଶକ୍ତି ବୃଦ୍ଧି କରି ଅନ୍ୟଦେଶ ଉପରେ ପ୍ରଭାବ ବିସ୍ତାର କରିବା…

ସିଦ୍ଧୁ : ପଞ୍ଜାବ ପଲିଟିକ୍ସର ରାକ୍ଷୀ ସାୱନ୍ତ । ପଞ୍ଜାବ କଂଗ୍ରେସ ସଭାପତିଙ୍କୁ ଏମିତି କହିଲା କିଏ?

କନକ ବ୍ୟୁରୋ : ଆଗକୁ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଶାସକ କଂଗ୍ରେସ ମଧ୍ୟରେ କନ୍ଦଳ କାହାକୁ ଅଛପା ନାହିଁ । କିନ୍ତୁ ଏବେ କଂଗ୍ରେସକୁ ଟାର୍ଗେଟକୁ କରୁଛି ଆମ ଆଦମୀ ପାର୍ଟି । ନିର୍ବାଚନ ବେଳେ ରାଜନୈତିକ ବୟାନବାଜି କିଛି ନୂଆ କଥା ନୁହେଁ । କିନ୍ତୁ ପଞ୍ଜାବ ରାଜନୀତିରେ ଏବେ…

ଅନୁଗୁଳରେ ଅଘଟଣ: ପୋଖରୀରେ ବୁଡି ଚାଲିଗଲା ବାପା-ପୁଅଙ୍କ ଜୀବନ 

କନକ ବ୍ୟୁରୋ: ପୋଖରୀରେ ବୁଡି ବାପା ଓ ୪ବର୍ଷର ପୁଅ ମୃତ । ବଅଁରପାଳ କଇଁଛବାହାଳ ଗାଁ ପୋଖରୀରେ ବୁଡିଗଲେ ବାପା ପୁଅ । ଗାଧୋଉଥିବା ବେଳେ ପୋଖରୀରେ ବୁଡି ବାପା-ପୁଅ ମୃତ । ଏହି ଘଟଣା ପରେ କଇଁଛବାହାଳ ଗାଁରେ ଶୋକର ଛାୟା ଖେଳିଯାଇଛି । ଆଜି ସେହିପରି ଦୁଃଖଦ ଘଟଣା ଘଟିଥିଲା ଡେଲାଙ୍ଗ ବ୍ଲକ…

ଏକ୍ସପ୍ରେସ ୱେରେ ୧୭୦ କି.ମି ବେଗରେ ଗାଡି ଚଳାଇଲେ ଗଡକରୀ, ଯଦି ଆପଣ ଭାଙ୍ଗିଥାନ୍ତେ ନିୟମ ତେବେ ?

କନକ ବ୍ୟୁରୋ : କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ପ୍ରଥମେ ହେଲିକପ୍ଟରରୁ ଉହ୍ଲାଇଲେ, ତା ପରେ କାର୍ନିବାଲ ଗାଡିର ଡ୍ରାଇଭର ସିଟରେ ବସିଲେ ଓ ରାଜମାର୍ଗରେ ୧୫୦ କିଲୋମିଟର ପ୍ରତି ଘଂଟା ବେଗରେ ଗାଡି ଚଳାଇଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳଥିଲା ମଧ୍ୟପ୍ରଦେଶରେ । ମଧ୍ୟପ୍ରଦେଶରେ ନିର୍ମାଣ…

ସବୁ ରେକର୍ଡ ଭାଙ୍ଗିଲା ଟିକାକରଣ, ଗୋଟିଏ ଦିନରେ ୨ କୋଟି ପାର

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦେଶରେ ଚାଲିଥିବା ଟିକାକରଣ ଅଭିଯାନ ତା’ର ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି । ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ୨ କୋଟି ଲୋକଙ୍କୁ ଟିକା ଦିଆଯାଇଛି । ଏହାସହ ଆଜିପାଇଁ ଟିକାକରଣ ଚାଲୁ ରହିଛି । ଟିକାକରଣ ଅଭିଯାନରେ…