Daily Archives

September 16, 2021

ଅଧିନାୟକ ଭାବେ କେମିତି ଥିଲା କୋହଲିଙ୍କ ଟି-୨୦ କ୍ୟାରିୟର?

କନକ ବ୍ୟୁରୋ: ଟି-୨୦ ଦଳର ଅଧିନାୟକ ପଦରୁ ଓହରିବା ନେଇ ନିଷ୍ପତ୍ତି ନେଇସାରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ଆଇସିସି ଟି-୨୦ ବିଶ୍ୱକପ୍ ପରେ ସେ ଭାରତୀୟ କ୍ରିକେଟ ଦଳର ଟି-୨୦ ଅଧିନାୟକ ପଦରୁ ଅବସର ନେବେ । ତେବେ ଟି-୨୦ରେ ଅଧିନାୟକ ଭାବେ ବିରାଟ କୋହଲିଙ୍କ ପ୍ରଦର୍ଶନ…

ବିରାଟ କୋହଲିଙ୍କ ପରେ କିଏ? ଟି-୨୦ରେ କିଏ ଧରିବ ଟିମ୍ ଇଣ୍ଡିଆର ମଙ୍ଗ?

କନକ ବ୍ୟୁରୋ: ବିରାଟ କୋହଲି ଟିମ୍ ଇଣ୍ଡିଆର କ୍ୟାପଟେନ୍ ପଦ ଛାଡିବାକୁ ନିଷ୍ପତ୍ତି ନେଇସାରିଛନ୍ତି । ଆସନ୍ତା ଟି-୨୦ ବିଶ୍ୱକପ୍ ପରେ କୋହଲି ଟି-୨୦ ମ୍ୟାଚରେ ଆଉ ଭାରତୀୟ ଦଳର କ୍ୟାପଟେନ୍ ରହିବେ ନାହିିଁ । ତେବେ ପୂୂର୍ବଭଳି କିନ୍ତୁ ସେ ଟେଷ୍ଟ ଓ ଦିନିକିଆରେ କ୍ୟାପଟେନ୍ ପଦ ବଜାୟ ରଖିବେ ।…

ୟୁପିରେ ‘ଆପ୍’ ସରକାର ହେଲେ ମାଗଣା ବିଜୁଳି : ମନୀଷ ସିସୋଦିଆ

କନକ ବ୍ୟୁରୋ : ଦିଲ୍ଲୀ ଦଖଲ ଓ ପଞ୍ଜାବରେ ସାମ୍ଭାବ୍ୟ ସରକାର ଗଠନ କରିବା ଭଳି ସ୍ଥିତିକୁ ଆସିବା ପରେ ଏବେ ଉତ୍ତରପ୍ରଦେଶରେ ମାଗଣା ବିଜୁଳି କାର୍ଡ ଖେଳିବାକୁ ପ୍ରୟାସ ଆରମ୍ଭ କରିଛି । ଏହି କ୍ରମରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଉତ୍ତରପ୍ରଦେଶରେ ଏକ ବଡ ଘୋଷଣା କରିଛନ୍ତି ।…

ଅଧିନାୟକ ପଦବୀ ଛାଡିବେ ବିରାଟ । ଟି-୨୦ ବିଶ୍ୱକପ ପରେ ଛାଡିବେ କ୍ୟାପଟେନ ପଦ ।

କନକ ବ୍ୟୁରୋ : ଅଧିନାୟକ ପଦ ଛାଡିବେ ବିରାଟ କୋହଲି । ଟି-୨୦ ବିଶ୍ୱକପରେ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କଲେ କୋହଲି । କେବଳ ଟି-୨୦ ଫର୍ମାଟରୁ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଛନ୍ତି ବିରାଟ । ପୂର୍ବରୁ ବିରାଟ ଅଧିନାୟକ ପଦ ଛାଡିବା ନେଇ ଚର୍ଚ୍ଚା ହେଉଥିଲା ।ଏନେଇ ଟ୍ୱିଟ୍ କରି ସୂଚନା…

ଖୋଲିବ ଗୁପ୍ତଚରୀ ରହସ୍ୟ, ବାଲେଶ୍ୱରରେ ପହଂଚିଲା ଏନଆଇଏ ଟିମ

କନକ ବ୍ୟୁରୋ : ବାଲେଶ୍ୱର ସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଶତ୍ରୁଦେଶକୁ ଗୁପ୍ତ ତଥ୍ୟ ଯୋଗାଇ ଥିବା ଅଭିଯୋଗରେ ପ୍ରଥମେ ୩ ଜଣ ଓ ଆଜି ଜଣେ ଡ୍ରାଇଭରକୁ ଗିରଫ ହେବା ପରେ ଘଟଣାର ଚେର ଆହୁରି ଲମ୍ବା ବୋଲି ଅନୁମାନ କରାଯାଉଛି । ଏହି ଘଟଣା ଦେଶର ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ ଏହାକୁ ନେଇ…

ନିଖୋଜ ଓ ମୃତ୍ୟୁ ଖବର ଭିତରେ ସାମ୍ନାକୁ ଆସିଲେ ତାଲିିବାନୀ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦର । କହିଲେ, ମୁଁ ଏବେ ବି…

କନକ ବ୍ୟୁରୋ: ଆଫଗାନିସ୍ତାନ ଦଖଲ ପରେ ଏବେ ସେଠାରେ ଚାଲିଛି ତାଲିବାନୀ ରାଜ । ତାଲିବାନୀ ସରକାର ଏବେ ସେଠାରେ ମୁଖ୍ୟ ହୋଇ ଶାସନ କରୁଛି । ଯାହାର ଉପ-ପ୍ରଧାନମନ୍ତ୍ରୀ ଅଛନ୍ତି ମୁଲ୍ଲା ବରାଦର । ହେଲେ ଗତ କିଛି ଦିନ ହେଲା ସେ ନିଖୋଜ୍ ଏବଂ ମୃତ୍ୟୁବରଣ କରିଥିବା ନେଇ ଖବର ଆସୁଥିଲା । ଯାହାର…