Daily Archives

September 12, 2021

ସଢ଼େଇରୁ ତିଆରି ହେଉଛି ଘରସଜା ଜିନିଷ । ଚାଲିବାରେ ଅସୁବିଧା ସତ୍ୱେ ନିଜ ପରିଶ୍ରମରେ ହୋଇପାରିଛନ୍ତି ଆତ୍ମନିର୍ଭର

କନକ ବ୍ୟୁରୋ: ମଣିଷ ହେଉଛି ସୃଷ୍ଟିକର୍ତାଙ୍କ ଶ୍ରେଷ୍ଠ ଅବଦାନ, ଏହି ମଣିଷ ଯେ ନିଜ ପରିଶ୍ରମ ଓ ଦୃଢ ମନୋବଳ ଯୋଗୁଁ ନିଜକୁ ସବୁବେଳେ ଏକ ଭିନ୍ନ ଢଙ୍ଗରେ ପରିଚିତ କରିଥାଏ । ଠିକ ସେଭଳି ଏକ ବ୍ୟକ୍ତିତ୍ୱ ହେଉଛନ୍ତି ସବ୍ୟସାଚୀ, ସେ ନିଜର ପ୍ରଚେଷ୍ଟାରେ ବିନା କୌଣସି ତାଲିମରେ ଘରେ ବସି ଫିଙ୍ଗା…

ବଢ଼ୁଛି କୋରାପୁଟ କଫିର ଚାହିଦା: ଆହୁରି ଲୋକପ୍ରିୟ କରିବାକୁ ପ୍ରୟାସ ଜାରି 

କନକ ବ୍ୟୁରୋ: କେବଳ ଆରବିକା ପ୍ଲେବରରେ ମିଳୁଛି କୋରାପୁଟ କଫି ସେଥିରେ ଭିନ୍ନତା ଆଣିବା ସହ ଏକାଧିକ ଫେବର ଯୁକ୍ତ କରିବାକୁ ଚାଲିଛି ଯୋଜନା ତେଣୁ କାପେଚିନୋ , ରୋବୁଷ୍ଟା, ଲିବରିକା ଓ ଏକ୍ସଲସା ଭଳି ନୂଆ ପ୍ଲେଭରରେ କୋରାପୁଟ କପିକୁ ବଜାରରେ ଛାଡ଼ିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ଏଥିପାଇଁ…

ପୁଲିସ ଆଗରେ ଜବରଦଖଲ । ରାଜଧାନୀ ଉପକଣ୍ଠରେ ଶିକ୍ଷୟିତ୍ରୀଙ୍କ ଘରକୁ ନିଜର କହି କବଜା କରିନେଲେ କିଛି ଲୋକ

କନକ ବ୍ୟୁରୋ: ରାଜଧାନୀ ଉପକଣ୍ଠର ସାଁପୁର ଅଞ୍ଚଳରୁ ଆସିଛି ଏକ ଅଭାବନୀୟ ଖବର ଦେଖିବାକୁ ମିଳିଛି । ଘର ଭିତରେ ଲୋକ ଅଛନ୍ତି କିନ୍ତୁ ପ୍ରବେଶ ପଥକୁ ବନ୍ଦ କରି ଦିଆଯାଉଛି । ଯେଉଁ ରାସ୍ତା ଦେଇ ଘର ମାଲିକ ଘର ଭିତରକୁ ପ୍ରବେଶ କରିବେ ସେହି ରାସ୍ତାକୁ ପଥରରେ ପାଚେରୀ ଘେର ଦିଆଯାଉଛି । ପଥର…

ରୋଜଗାର ସହ ପରିଚୟ ଦେଇଛି ମୂର୍ତ୍ତି ତିଆରି: ବର୍ଷକୁ ୨୦ ଲକ୍ଷ ଟଙ୍କାରୁ ଅଧିକର ମୂର୍ତ୍ତି ବ୍ୟବସାୟ

କନକ ବ୍ୟୁରୋ: ପଚିଶ ବର୍ଷ ହେବ ତିଆରି କରି ଆସୁଛନ୍ତି ମୂର୍ତି । ଏହି ମୂର୍ତି କାରିଗରୀ ତାଙ୍କୁ ସ୍ୱାବଲମ୍ବୀ କରିବା ସହିତ ୮ରୁ ୧୦ଜଣଙ୍କୁ ଦେଇପାରିଛନ୍ତି ରୋଜଗାର । ବାର୍ଷିକ ୨୦ରୁ ୨୫ଲକ୍ଷ ଟଙ୍କାର ମୂର୍ତି ବ୍ୟବସାୟ କରି ସୁରୁଖୁରୁରେ ପରିବାର ଚଳାଉଛନ୍ତି ଯାଜପୁର ରସୁଲପୁର ବ୍ଲକ ଚଣ୍ଡିପୁର…

ସିଲେଇ ମେସିନ କରିଛି ସ୍ୱାବଲମ୍ବୀ: ଆଦିବାସୀ ଅଂଚଳରେ ୪୦ ଜଣଙ୍କୁ ମହିଳାଙ୍କୁ ଦେଇଛି ରୋଜଗାର

କନକ ବ୍ୟୁରୋ: ଆତ୍ମ ସମ୍ମାନ ସହ ବଂଚିବାକୁ ଫିଟିଛି ବାଟ । ପୁରୁଷ ନୁହେଁ ଏବେ ଘର ଚଳାଉଛନ୍ତି ଆଦିବାସୀ ମହିଳା । ଚକ ଗଢାଇ ପୁରୁଛି ପେଟ । ପରିବାରର ଅଭାବ ଅନଟନକୁ ଦୂର କରିଛନ୍ତି ମହିଳା । ସିଲେଇ ମେସିନରେ ବସି ଦିନ ତମାମ କାମ କରି ଆଦିବାସୀ ଅଂଚଳ ର ପରିବାରର ଲୋକଙ୍କ ପାଇଁ ଆହାର ଯୋଗାଡ…