Daily Archives

September 12, 2021

ରାଜଧାନୀରେ ଡେଲିଭରି ବୟଙ୍କୁ ଅପହରଣ । ନଦୀବନ୍ଧରୁ ମିଳିଲା ଗଞ୍ଜି, ପର୍ସ ଆଉ ଚପଲ ।

କନକ ବ୍ୟୁରୋ: ରାଜଧାନୀରେ ଡେଲିଭରି ବୟକୁ ଅପହରଣ । ଗତକାଲି ରାତିରେ ଘରକୁ ଫେରୁଥିବା ସମୟରେ ଜଣେ ଡେଲିଭରି ବୟକୁ ଅପହରଣ ହୋଇଥିବା ନେଇ ଧଉଳି ଥାନାରେ ଅଭିଯୋଗ ହୋଇଛି। ତେବେ ସେପଟେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ଘଟଣାରେ ଯୁବକଙ୍କୁ ରାତି ତମାମ ଖୋଜିବା ସହ ବିଭିନ୍ନ…

ଓଡ଼ିଶା ସୀମାରେ ଜଗିଛି ଆନ୍ଧ୍ର । ସାଂସଦ କହିଲେ ସୀମା ସୁରକ୍ଷିତ, ଆନ୍ଧ୍ରକୁ ଛଡାଯିବନି ଇଞ୍ଚେ ଜାଗା ।

କନକ ବ୍ୟୁରୋ: ଓଡିଶା ମାଟିରେ ଆସି ଆନ୍ଧ୍ର ମନ୍ତ୍ରୀଙ୍କ ଦାଦାଗିରିର ୩ ଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଚନ୍ଦ୍ରଶେଖର ସାହୁ । ଓଡ଼ିଶା ଅଧିକାରୀଙ୍କୁ ଧମକାଇବା ଓ ବାଧା ଦେଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନାଲିଆଖି ଦେଖାଇବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସାଂସଦ । ତେବେ ଓଡ଼ିଶାର…

ଲଘୁଚାପ ବର୍ଷାରେ ଭିଜିଲା ଓଡିଶା । ପଢନ୍ତୁ, ବର୍ଷା ନେଇ କେଉଁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ…

କନକ ବ୍ୟୁରୋ: ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ରାତି ସୁଦ୍ଧା ଏହି ଲଘୁଚାପ ଘନୀଭୂତ ହୋଇ ଉପକୂଳରେ ଅବପାତର ରୂପ ନେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଆଜିର ଏହିି ବର୍ଷା ପରେ…

ମୂର୍ତ୍ତି ଉଚ୍ଚତାକୁ ନେଇ ବିଜେଡି-ବିଜେଡି ମୁହାଁମୁହିଁ । ସେପଟେ ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଲା ବିଜେପି ।

କନକ ବ୍ୟୁରୋ: ମୂର୍ତ୍ତି ଉଚ୍ଚତାକୁ ନେଇ ଦୁଇ ଭାଗ ହୋଇଛନ୍ତି କଟକର ବିଜେଡି ନେତା । ଉଚ୍ଚତା କମିଲେ ପୂଜାରେ ବିଘ୍ନ ହେବ ବୋଲି କଟକ ଶାନ୍ତି କମିଟି ବୈଠକରେ ଭର୍ତ୍ତୃହରି ମହତାବ କହିବା ପରେ ଏହାକୁ କାଉଣ୍ଟର କରିଛନ୍ତି ବିଜେଡିର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ସାଂସଦଙ୍କ ବୟାନ…

କାଲି ଅଚାନକ ଇସ୍ତଫା, ଆଜି ଆକସ୍ମିକ ଚୟନ । ଭୂପେନ୍ଦ୍ର ପଟେଲ ହେବେ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ୨୪ ଘଣ୍ଟା ମଧ୍ୟରେ ବିଜେପି ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି । ଭୂପେନ୍ଦ୍ର ପଟେଲ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ । ଭୂପେନ୍ଦ୍ର ପଟେଲ ୨୦୧୭ରେ ପ୍ରଥମ ଥର ଲାଗି ବିଧାୟକ ହୋଇଛନ୍ତି ଓ ମାତ୍ର ୪ ବର୍ଷ ମଧ୍ୟରେ ହିଁ ମୋଦି-ଶାହ ଯୋଡି ତାଙ୍କୁ ମୁଖ୍ୟମନ୍ତ୍ରୀ…

ଶ୍ରୀନଗରରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ, ବିଚ୍ ରାସ୍ତାରେ ପୋଲିସକର୍ମୀଙ୍କୁ ଗୁଳିକରି ହତ୍ୟା

କନକ ବ୍ୟୁରୋ : ଦିନକୁ ଦିନ ଆତଙ୍କବାଦୀଙ୍କ କବଜାକୁ ଚାଲି ଯାଉଛି ମାନବ ସମାଜ । ଆଫଗାନିସ୍ତାନରେ ତାଲିବାନୀ ଆତଙ୍କବାଦୀମାନେ ଯେଭଳି କାଣ୍ଡ ଘଟାଉଛନ୍ତି ତାହାକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଆଜି ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଏକ ବର୍ବର କାଣ୍ଡ ଯାହାକି ଦେଶର ସୁରକ୍ଷା…