Daily Archives

September 8, 2021

ବିଧାନସଭାରେ ଆଲୋଚନା କମ୍, ହଟ୍ଟଗୋଳ ଅଧିକ ! ପୁରୁଣା ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରୁଛନ୍ତି ବିରୋଧୀ ।

କନକ ବ୍ୟୁରୋ : ବିଧାନସଭାର ମୌସୁମୀ ଅଧିବେଶନରେ ଆଲୋଚନା କମ୍, ବିବାଦ ଏବଂ ହଟ୍ଟଗୋଳ ଅଧିକ । ଗୃହର ଗୁରୁତ୍ୱପୂର୍ଣ୍ଣ ସମୟ ନାରାବାଜି ଓ ମୁଲତବୀ ଭିତରେ ସରିଯାଉଛି । କଂଗ୍ରେସ ଓ ବିଜେପି ପକ୍ଷରୁ ଉଠୁଥିବା ପ୍ରସଙ୍ଗ କେତେବେଳେ ସରକାରଙ୍କୁ ଅଡୁଆରେ ପକାଇବାର ସମ୍ଭାବନା ରହିଥାଏ ତ କେତେବେଳେ…

ବିଧାୟକଙ୍କୁ ମହଙ୍ଗା ପଡିଲା ଦବଙ୍ଗଗିରି: ବିଜେଡିରୁ ନିଲମ୍ବିତ ହେଲେ ପ୍ରଶାନ୍ତ ଜଗଦ୍ଦେବ

କନକ ବ୍ୟୁରୋ: ବିଜେଡିରୁ ନିଲମ୍ବିତ ହେଲେ ପ୍ରଶାନ୍ତ ଜଗଦ୍ଦେବ । ଦଳରୁ ପ୍ରଶାନ୍ତଙ୍କୁ ନିଲମ୍ବିତ କଲେ ବିଜେଡି ସୁପ୍ରିମୋ । ବିଜେପି କର୍ମୀଙ୍କୁ ମାଡ ମାରିବା ଘଟଣାରେ ନିଲମ୍ବନ ହେଲେ ଚିଲିକା ବିଧାୟକ । ଆଜି ସାମ୍ନାକୁ ଆସିଥିଲା ଚିଲିକା ବିଧାୟକଙ୍କ ଦାଦାଗିରିର ଦୃଶ୍ୟ । ବିଜେପି କର୍ମୀଙ୍କୁ…

ଓଡ଼ିଶାର ଠକେଇ ପଇସାରେ ଆନ୍ଧ୍ରରେ ତେଲଗୁ ଫିଲ୍ମ । ଚିଟଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଗିରଫ ପରେ…

କନକ ବ୍ୟୁରୋ : ଓଡ଼ିଶାର ଠକେଇ ପଇସାରେ ଆନ୍ଧ୍ରରେ ନିର୍ମାଣ ହେଉଥିଲା ତେଲୁଗୁ ଫିଲ୍ମ । ଚିଟଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଗିରଫ ହେବା ପରେ ଏହି ଗୁମର ଖୋଲିଛି । ଲୋକଙ୍କଠାରୁ ଟଙ୍କା ଲୁଟିନେଇ ଏଥିରେ ଫିଲ୍ମ ନିର୍ମାଣ କରୁଥିଲେ ପୂର୍ବତନ ବିଧାୟକ । ଟଲିଉଡ଼ ଲିଙ୍କ ନେଇ…

ଆହାଃ କି ସୁନ୍ଦର…ଲୋହିତ ଆକାଶରେ ସୁନ୍ଦର ଦିଶୁଛି ଶ୍ରୀମନ୍ଦିର

କନକ ବ୍ୟୁରୋ: ଆହାଃ କି ସୁନ୍ଦର...ଶ୍ରୀମନ୍ଦିରର ଶୋଭା ବଢାଇଛି ଲୋହିତ ଆକାଶ । ଆଜି ଅପରାହ୍ନରେ ପୁରୀ ଆକାଶର ଦେଖିବାକୁ ମିଳିଛି କିଛି ଏପରି ଦୃଶ୍ୟ । ଲୋହିତ ଆକାଶରେ ଫର ଫର ହୋଇ ଉଡିଛି ଶ୍ରୀମନ୍ଦିରର ପତିତପାବନ ବାନା । ତେବେ ସବୁଦିନ ପରି ଆଜି ମଧ୍ୟ କୋଭିଡ୍ କଟକଣା ଭିତରେ କାଳିଆ ଦର୍ଶନ…

ଆମେରିକାରେ ଉନ୍ମୁକ୍ତ ଚାନ୍ଦଙ୍କ ଦୁର୍ଦ୍ଦଶ ବ୍ୟାଟିଂ: ଗୋଟିଏ ଲିଗରେ ମାରିଛନ୍ତି ୧୦ ଛକା, ୩୦ ଚୌକା

କନକ ବ୍ୟୁରୋ: ଯେଉଁ ଖେଳାଳିକୁ ଦିନେ ପ୍ଲେଇଙ୍ଗ ଇଲେଭେନରେ ଖେଳିବାକୁ ସ୍ଥାନ ମିଳୁନଥିଲା, ଯେଉଁ ଖେଳାଳି ରଣଜୀର ଗୋଟିଏ ମ୍ୟାଚ ଖେଳିବାକୁ ବ୍ୟାକୁଳ ହେଉଥିଲେ, ଆଜି ସେହି ଖେଳାଳି ଆମେରିକାରେ ନିଜ କମାଲ ଦେଖାଇଛନ୍ତି । ଆମେରିକାର ମାଇନର କ୍ରିକେଟ ଲିଗର ସିଲିକନ ବେଲି ଷ୍ଟ୍ରାଇକର୍ସ ଟିମ ତରଫରୁ…

ନିଟ୍ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ କହିଲେ ରାହୁଲ ଗାନ୍ଧୀ । ପଢନ୍ତୁ, କ’ଣ ଜବାବ ରଖିଲେ କେନ୍ଦ୍ର…

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଧବାର ନିଟ୍ ପରୀକ୍ଷା ଘୁଞ୍ଚାଇବାକୁ ନେଇ ରାହୁଲ ଗାନ୍ଧୀ ଟୁଇଟ୍ କରିବା ପରେ ଏହାର ଜବାବ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏପରିକି ଧର୍ମେନ୍ଦ୍ର, ରାହୁଲଙ୍କୁ ‘ଛଦ୍ମ…