Daily Archives

September 8, 2021

ବିଧାୟକଙ୍କ ଦାଦାଗିରି । ସରକାରୀ କାର୍ଯ୍ୟକ୍ରମ ବେଳେ ବିଜେପି କର୍ମୀଙ୍କୁ ମାଡ଼ ମାରିଲେ ବିଜେଡିର ବାହୁବଳୀ ବିଧାୟକ…

କନକ ବ୍ୟୁରୋ : ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ । ବେଗୁନିଆ ପରେ ଏବେ ଚିଲିକାର ବିଧାୟକ ହୋଇଥିବା ଏହି ନେତା ନିଜ ପୁରୁଣା ରୋଗକୁ ଛାଡି ପାରିନାହାନ୍ତି । ବାଲୁଗାଁ ଏନଏସିରେ ଆବାସ ଓ ରାସନକାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ କିଛି ବିଜେପି କର୍ମୀ ସେଠାରେ ପହଞ୍ଚି ପ୍ରତିବାଦ…

ପାଖେଇ ଆସୁଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଭେଟଘାଟ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଛନ୍ତି…

କନକ ବ୍ୟୁରୋ : ନୂଆଁଖାଇକୁ ନେଇ ସବୁ ମହଲରେ ପ୍ରସ୍ତୁତି ଚାଲିଥିବା ବେଳେ ସମ୍ବଲପୁରୀ କଳାକାରମାନେ ଭେଟଘାଟକୁ ନେଇ ଚଳାଇଛନ୍ତି ପ୍ରସ୍ତୁତି । ନୂଆଁଖାଇ ପାଳିବା ପାଇଁ କରୁଛନ୍ତି ନୃୃତ୍ୟ ଗୀତ ଅଭ୍ୟାସ । କୋଭିଡ ପରେ ପ୍ରଥମଥର ପାଇଁ ଆରମ୍ଭ କରିଛନ୍ତି ଅଭ୍ୟାସ । ପଶ୍ଚିମ ଓଡିଶାର ସବୁଠାରୁ ବଡ…

ଶ୍ରୀମନ୍ଦିରରେ ୧୩ ତାରିଖରୁ ଲାଗୁ ହେବ ନୂଆ ଏସଓପି । ଗଣେଶ ପୂଜା ପାଇଁ ଶୁକ୍ରବାର ବନ୍ଦ ରହିବ ଜଗା ଦର୍ଶନ ।

କନକ ବ୍ୟୁରୋ: ଜଗା ଦର୍ଶନ ପାଇଁ କୋହଳ ହେଇଛି ଶ୍ରୀମନ୍ଦିର କଟକଣା । ଏଣିକି ସପ୍ତାହକୁ ୬ ଦିନ କାଳିଆ ଦର୍ଶନ କରିପାରିବେ ଭକ୍ତ । ସାନିଟାଇଜ୍ ପାଇଁ କେବଳ ରବିବାରକୁ ଛାଡିଦେଲେ ଅନ୍ୟ ସବୁଦିନ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲାରହିବ । ତେବେ ଆସନ୍ତା ୧୩ ତାରିଖରୁ ଏହି ଗାଇଡଲାଇନ୍…

ଆତ୍ମଘାତୀ ବିସ୍ଫୋରଣ ପାଇଁ ଦେଉଥିଲା ଟ୍ରେନିଂ, ଏବେ ତାଲିବାନ ସରକାରରେ ମନ୍ତ୍ରୀ । 

କନକ ବ୍ୟୁରୋ : ମଙ୍ଗଳବାର ଆଫଗାନିସ୍ତାନରେ ନୂଆ ସରକାରର ଘୋଷଣା କରିଛି ତାଲିବାନ । ଏହି ନୂଆ ସରକାରରେ ତାଲିବାନ ଅନେକ ବିବାଦୀୟ ଚେହେରାଙ୍କୁ ସାମିଲ କରିଛି । ସରକାରରେ ଏମିତି ଅନେକ ନେତା ଅଛନ୍ତି ଯେଉଁମାନଙ୍କୁ ବିଶ୍ୱସ୍ତରରେ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଛି । ତାଲିବାନର କ୍ୟାବିନେଟରେ…

କଳାପଥରଖାଦାନର ସୁରକ୍ଷା ପାଇଁ ଜନସ୍ୱାର୍ଥ ମାମଲା କରିଥିବା ଯୁବକ ଆକ୍ରୋଶର ଶିକାର । ବିନା ସର୍ଚ୍ଚ ୱାରେଣ୍ଟରେ ଗିରଫ…

କନକ ବ୍ୟୁରୋ : ଯାଜପୁର ଜିଲ୍ଳା ଧର୍ମଶାଳା ତହସିଲ ରାହାଡପୁର କଳାପଥର ଖାଦାନ ଗୁଡିକର ସୁରକ୍ଷା ପାଇଁ ଜନସ୍ୱାର୍ଥ ମାମଲା କରିଥିବା ଯୁବକ ରାଜସ୍ୱ ଅଧିକାରୀଙ୍କ ଅକ୍ରୋଶର ଶୀକାର । ରମ୍ପେଇ ଗାଁର ବଳଦେବ ରାଉତଙ୍କ ଘରେ ବିନା ସର୍ଚ ୱାରେଂଟରେ ଖାନତଲାସ କରିବା ସହ ତାଙ୍କୁ ଗିରଫ କରିଛି ଜେନାପୁର…

ମାଙ୍କଡ ଆକ୍ରମଣରୁ ବଞ୍ଚିବା ପାଇଁ ଛାତରୁ ଡେଇଁଲେ ବିଜେପି ନେତାଙ୍କ ପତ୍ନୀ, ଘଟଣାସ୍ଥଳରେ ଚାଲିଗଲା ପ୍ରାଣ ।

କନକ ବ୍ୟୁରୋ :  ମାଙ୍କଡ଼ ପାଇଁ ଚାଲିଗଲା ଜୀବନ ଜ୍ଝ ମାଙ୍କଡଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଛାତ ଉପରୁ ଡେଇଁପଡ଼ିଲେ ବିଜେପି ନେତାଙ୍କ ପତ୍ନୀ। ହେଲେ ଏଥିରେ ତାଙ୍କର ମୃତ୍ୟୁ ହୋଇଯିବ ବୋଲି ସେ ଭାବିନଥିଲେ । ଉତ୍ତରପ୍ରଦେଶର ଶାମଲି ଜିଲ୍ଲାର କେରାନା ଏଭଳି ଏକ ଦୁର୍ଘଟଣା ଘଟିଛି । ମିଳିଥିବା…