Daily Archives

September 8, 2021

ବିଧାନସଭା ଆଗରେ ବିଷପିଇ ହାତ କାଟିବା ଘଟଣା: ଆଖିବୁଜିଲେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ

କନକ ବ୍ୟୁରୋ: ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ । ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ । କଟକ ଏସସିବି ମେଡିକାଲରେ ଚିକିତ୍ସାରେ ଅବହେଳା ହେତୁ ଯୁବକ ଜଣକ…

ଆଇସିସି ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଜାଣନ୍ତୁ, ବିଶ୍ୱକପ୍ ଖେଳିବେ କେଉଁ କେଉଁ ଖେଳାଳି?

କନକ ବ୍ୟୁରୋ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ ଖବର । ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ଯେଉଁଥିରେ ବିରାଟ କୋହଲିଙ୍କୁ ନେତୃତ୍ୱ ଭାର ଦିଆଯାଇଥିବାବେଳେ ରୋହିତ ଶର୍ମାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ବିଶ୍ୱକପରେ ଭାରତୀୟ କ୍ରିକେଟ ଦଳର…

ମୂର୍ତି ଉଚ୍ଚତାକୁ ନେଇ ବଦଳିପାରେ ନିଷ୍ପତ୍ତି । ଚାରି ଫୁଟରୁ ଅଧିକ ଉଚ୍ଚତାର ମୂର୍ତି ପାଇଁ ସହମତି ହୋଇଥିବା ସୂଚନା ।

କନକ ବ୍ୟୁରୋ : ବାଦ ବିବାଦ ପରେ ଶେଷରେ ଆଲୋଚନା ହେଲା ଏବଂ ପାର୍ବଣ ଗାଇଡଲାଇନରେ ପରିବର୍ତ୍ତନ ନେଇ ମଝି ରାସ୍ତା ବାହାରିଥିବା ସୂଚନା ମିଳିଛି । ସରକାର ଏବଂ ପୂଜା କମିଟି ମଧ୍ୟରେ ହୋଇଥିବା ଆଲୋଚନାରେ ମୂର୍ତିର ଉଚ୍ଚତା ୪ ଫୁଟରୁ ଅଧିକ କରାଯାଇପାରେ ବୋଲି ସହମତି ପ୍ରକାଶ ପାଇଛି । ୨ ଦିନ ପରେ ଏ…

“ମୋ ପିଲା ଦିନର ସ୍ୱପ୍ନ ପୂରଣ ହେଲା । ଆଜି ରାତିରେ ମୁଁ ଶୋଇପାରିବିନି ।”

କନକ ବ୍ୟୁରୋ: “ମୋ ପିଲା ଦିନର ସ୍ୱପ୍ନ ପୂରଣ ହେଲା । ମୁଁ ଆଜି କେତେ ଖୁସି ତା’ ମୁଁ ବିଶ୍ୱାସ କରିପାରୁନି । ମୋ ପିଲାଦିନରୁ ମୁଁ ତାଙ୍କୁ ଦେଖି ହିଁ ବଡ ହେଇଛି । ତାଙ୍କଠୁ ପ୍ରେରଣା ପାଇଛି । ତାଙ୍କର ପ୍ରତିଟି କଥା ମୋ ପାଇଁ ପ୍ରେରଣାଦାୟୀ । ଆଜି ରାତିରେ ମୁଁ ଶୋଇପାରିବିନି ।” ମାଷ୍ଟର…

ହଳଲଙ୍ଗଳ ଧରି ଶିକ୍ଷକ ଆଶାୟୀଙ୍କ ଆନ୍ଦୋଳନ । ଗ୍ରହଶାନ୍ତି ପୂଜା କଲେ ହାଇସ୍କୁଲ ଶିକ୍ଷକ, ବିଜୁଳି ଦରବୃଦ୍ଧି…

କନକ ବ୍ୟୁରୋ : ବିଧାନସଭା ଚାଲିଛି ଆଉ ଗାନ୍ଧି ମାର୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିବାଦ ହେଉଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଦେଇଥିବା ପ୍ରତିକ୍ରିୟାକୁ ବିରୋଧ କରି ହାତରେ ହଳ ଲଙ୍ଗଳ ଧରି ବିରୋଧ ପ୍ରଦର୍ଶନ କରିଥିଲେ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ । ଅଭିଯୋଗ ଅନୁସାରେ,…