Daily Archives

September 7, 2021

ପ୍ରାଇମେରୀ ସ୍କୁଲକୁ ପ୍ରଥମେ ଖୋଲିବାକୁ ନିଆଯାଉ ପଦକ୍ଷେପ । ସ୍କୁଲ ଖୋଲିବା ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଲେ ବିଶେଷଜ୍ଞ…

କନକ ବ୍ୟୁରୋ : ସ୍କୁଲ ଖୋଲିବା ସପକ୍ଷରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ ବିଶେଷଜ୍ଞ । କହିଲେ ଛୋଟ ପିଲାଙ୍କୁ ଟିକାକରଣ ଯାଏଁ ଅପେକ୍ଷା କରିବା ଅନୁଚିତ । ତୃତୀୟ ଲହରରେ ଛୋଟ ପିଲା କରୋନାରେ ସଂକ୍ରମିତ ହେବା ଆଶଙ୍କା କାରଣରୁ ସ୍କୁଲ ଖୋଲିବା ନିଷ୍ପତ୍ତି ଝୁଲି ରହିଛି । ଏହି ସମୟରେ ସ୍କୁଲ…

ସୁଧାଂଶୁଙ୍କ ବିରୋଧରେ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ । କେନ୍ଦ୍ରମନ୍ତ୍ରୀ ଏବଂ ବିଧାୟକଙ୍କ ନାଁରେ କରୁଥିଲେ ଜାଲିଆତି ।

କନକ ବ୍ୟୁରୋ : ଦୌଡରାଣୀ ଦୂତି ଚାନ୍ଦଙ୍କ ବିରୋଧରେ ଅଶାଳୀନ ଭାଷାରେ ରିପୋର୍ଟ କରି ଗିରଫ ହୋଇଥିବା ସୁଧାଂଶୁ ରାଉତଙ୍କ ବିରୋଧରେ ଏକ ଏଭଳି ଅଭିଯୋଗ ଆସିଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଜାଲିଆତି କରି ଏହି ବ୍ୟକ୍ତି ଜାଲ…

ଟ୍ରେନ ଟିକେଟ ବାତିଲ ନକରି କେମିତି ବଦଳାଇବେ ଯାତ୍ରା ତାରିଖ? ଜାଣନ୍ତୁ ନିୟମ…

କନକ ବ୍ୟୁରୋ: ଭାରତୀୟ ରେଳକୁ ଦେଶର ଜୀବନ ରେଖା କୁହାଯାଏ । ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଟ୍ରେନରେ ଯାତ୍ରା କରିଥାନ୍ତି । ଆଉ ଏହି ଯାତ୍ରାକୁ ଆରାମ ଦାୟକ କରିବା ପାଇଁ ଲୋକମାନେ ଆଗୁଆ ଟିକେଟ ବୁକିଂ କରିଥାନ୍ତି । ହେଲେ ଅନେକ ସମୟରେ ଆମକୁ ଟିକେଟ ବାତିଲ କରିବାକୁ ପଡେ । ହେଲେ ଏବେ ବିନା ଟ୍ରେନ…

କିଏ ହେବ ଭୁବନେଶ୍ୱର କ୍ଲବର ସଭାପତି ? ରେସରେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ବିଜୟ ପଟ୍ଟନାୟକ ।

କନକ ବ୍ୟୁରୋ : ଓଡ଼ିଶାର ବିତଶାଳୀ ଓ କ୍ଷମତାଶାଳୀଙ୍କ କ୍ଲବ ଭୁବନେଶ୍ୱର କ୍ଲବରେ ନିର୍ବାଚନ ହେବାକୁ ଯାଉଛି । ଆଉ ଏହି ନିର୍ବାଚନରେ ସଭାପତି ପଦ ପାଇଁ ଦୁଇ ପ୍ରତିଦ୍ୱନ୍ଦୀ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଆଇଏଏସ…

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ, କାଲି ବୈଠକ ଡାକିଲେ ସରକାର

କନକ ବ୍ୟୁରୋ: ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ନେଇ କାଲି ବୈଠକ ଡାକିଲେ ସରକାର । କଟକ ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ବୈଠକ ପାଇଁ ଆମନ୍ତ୍ରଣ । ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହ ବୈଠକ ପାଇଁ ଡାକରା । ବିଧାନସଭାରେ ଆଜି ମୂର୍ତ୍ତି ପ୍ରସଙ୍ଗ ଉଠିବା ପରେ ଏହାକୁ ତତ୍ପର ପ୍ରକାଶ…

ସ୍କୁଲରୁ ଆସିଲା ସଂକ୍ରମଣର ଖବର । ୨ଟି ସ୍କୁଲରୁ ୩୪ ଜଣ ପିଲା କରୋନା ଆକ୍ରାନ୍ତ ।

କନକ ବ୍ୟୁରୋ : ଛୋଟ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ବିଶେଷଜ୍ଞ ମାନେ ମତ ଦେଉଥିବା ବେଳେ ଏପଟେ ଓଡ଼ିଶାର ୨ଟି ସ୍କୁଲରୁ ୩୪ ଜଣ ପିଲା କରୋନାରେ ସଂକ୍ରମିତ ହେବାର ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା । ବରଗଡର ଏକ ଘରୋଇ ସ୍କୁଲ ଓ କାମାକ୍ଷାନଗରର ଏକ ସରକାରୀ ସ୍କୁଲରେ ଏହି ସଂକ୍ରମଣ ହୋଇଛି ।…