Daily Archives

September 7, 2021

ଶିକ୍ଷାନୁଷ୍ଠାନ ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ: କହିଲେ, ଶିକ୍ଷାନୁଷ୍ଠାନରେ ଅଚାନକ ଯାଞ୍ଚ କର

କନକ ବ୍ୟୁରୋ: ରାଜ୍ୟର କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା । ଶିକ୍ଷାନୁଷ୍ଠାନ ଗୁଡିକରେ ଅଚାନକ ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ । କହିଲେ, ପ୍ରଶାସନ ସ୍ୱତନ୍ତ୍ର ଟିମ ଗଠନ କରି ଶିକ୍ଷାନୁଷ୍ଠାନର ଯାଞ୍ଚ କରୁ । ଧାର୍ମିକ ଅନୁଷ୍ଠାନ ଡାକ୍ତରଖାନା, ଅଫିସ ଓ ହାଟ ଉପରେ…

ପ୍ରମୋଦ ଭଗତଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ତୁମ ପ୍ରଦର୍ଶନ ସାରା ଦେଶକୁ ପ୍ରେରଣା ଦେଇଛି

କନକ ବ୍ୟୁରୋ: ଟୋକିଓରେ ପାରାଲିମ୍ପିକ୍ସ ବ୍ୟାଡ଼ମିଂଟନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ଓଡିଶାର ପ୍ରମୋଦ ଭଗତଙ୍କୁ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଭେଟି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି…

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ପାର୍ବଣରେ ସତର୍କ ରୁହ, ନିୟମ ନମାନିଲେ ଲକଡାଉନ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ ଏ ପରିସ୍ଥିତିରେ ଆମକୁ…

ପୁଅ ମୁଖ୍ୟମନ୍ତ୍ରୀ, ବାପାଙ୍କୁ ଗିରଫ କଲା ପୋଲିସ । କିନ୍ତୁ କାହିଁକି, ଜାଣନ୍ତୁ ପୂରା ଘଟଣା ।

କନକ ବ୍ୟୁରୋ :ବ୍ରାହ୍ମଣ ସମ୍ପ୍ରଦାୟ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପିତା ନନ୍ଦ କୁମାର ବାଘେଲଙ୍କୁ ଆଜି ଅପରାହ୍ନରେ ଛତିଶଗଡ଼ ପୁଲିସ୍‌ ଗିରଫ କରିଛି। ନନ୍ଦ କୁମାରଙ୍କୁ ଗିରଫ କରିବା ପରେ ପରେ ପୁଲିସ୍‌ ତାଙ୍କୁ ରାୟପୁରର ଏକ…

ମଝି ରାତିରେ ତାଲିବାନ ଉପରେ ବି ହୋଇଛି ଆକାଶପଥରୁ ଆକ୍ରମଣ? ବଢିଲା ଚର୍ଚ୍ଚା, କିଏ କଲା ଏହି ଆକ୍ରମଣ? 

କନକ ବ୍ୟୁରୋ : ଆଫଗାନିସ୍ତାନକୁ ଅଧିକାର କରିବା ପରେ ସହଜରେ ସରକାର ଗଢିବ ବୋଲି ତାଲିବାନ ଭାବିଥିଲା, କିନ୍ତୁ ଏବେ ସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି । ଗୋଟିଏ ପଟେ ପଞ୍ଜଶୀର ଘାଟିରେ ରକ୍ତାକ୍ତ ସଂଘର୍ଷ ଚାଲିଥିବାବେଳେ, ଅନ୍ୟପଟେ ତାଲିବାନ ବିରୋଧରେ ସାଧାରଣ ଲୋକଙ୍କ ଆନ୍ଦୋଳନ…

ଅଶ୍ୱିନୀଙ୍କ ବଙ୍ଗଳାକୁ ଚିରାଗ କରିଛନ୍ତି କବଜା! ସ୍ଥାପନ କଲେ ବାପାଙ୍କ ପ୍ରତିମୂର୍ତ୍ତି, ଘର ଛାଡିବାର ନାଁ…

କନକ ବ୍ୟୁରୋ : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଇଁ ମଞ୍ଜୁର ହୋଇଥିବା ବଙ୍ଗଳାକୁ ଖାଲି କରିବାର ନାମ ନେଉନାହାନ୍ତି ଦିବଙ୍ଗତ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ପୁଅ ଚିରାଗ ପାଶୱାନ । ମିଳିଥିବା ସୂଚନା ମୁତାବକ ନୂଆଦିଲ୍ଲୀରେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସଭାପତି…