Daily Archives

September 4, 2021

ସାର ପାଇଁ ଚାଷୀଙ୍କ ସଂଘର୍ଷ । ନବରଙ୍ଗପୁର କୋଷାଗୁମୁଡ଼ାରେ ୧୭ ଶହ ବସ୍ତା ପାଇଁ ୩ ହଜାର ଚାଷୀଙ୍କ ଭିଡ ।

କନକ ବ୍ୟୁରୋ: ୟୁରିଆ ସାର ପାଇଁ ଧାଡିରେ ଠିଆ ହୋଇଥିବା ଚାଷୀଙ୍କ ପିଠିରେ ପୁଲିସ କରିଛି ଲାଠି ମାଡ । ଆଉ ଚାଷୀଙ୍କୁ ଘଉଡାଇବାକୁ ପୁଲିସ କରିଛି ବଳ ପ୍ରୟୋଗ । ନବରଙ୍ଗପୁର ଜିଲ୍ଲା କୋଷାଗୁମଡା ଲ୍ୟାମ୍ପସ ଅଞ୍ଚଳରୁ ଆସିଥିବା ଏହି ଖବର ହିଁ ବୟାନ କରୁଛି ସାର ଅଭାବ କେତେ ଉକ୍ରଟ ରୂପ ନେଲାଣି ।…

ସିବିଆଇ ଅଫିସର ସାଜି ଲୁଟୁଥିଲେ ଟଙ୍କା । ଦୂତୀଙ୍କ ଚରିତ୍ର ସଂହାର କରି ଗିରଫ ହେଲେ ସୁଧାଂଶୁ।

କନକ ବ୍ୟୁରୋ: ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ବିରୋଧରେ ଆପତ୍ତିଜନକ ଖବର ପ୍ରସାରଣ ଅଭିଯୋଗରେ ବନ୍ଧା ହୋଇଛନ୍ତି ୱେବପୋର୍ଟାଲ ଏଡିଟର୍ ସୁଧାଂଶୁ ରାଉତ । ଏଥିସହ ସ୍ମୃତି ରଞ୍ଜନ ବେହେରା ନାମକ ଆଉ ଜଣେ ସାମ୍ବାଦିକ ମଧ୍ୟ ଏହି ମାମଲାରେ ଗିରଫ ହୋଇଛନ୍ତି । ପୂର୍ବରୁ ସେ ଏହି ୱେବ୍ ପୋର୍ଟାଲରେ କାମ…

ଟୋକିଓରେ ଇତିହାସ ରଚିଲେ ଓଡ଼ିଆ ପୁଅ । ଦେଶ ପାଇଁ ପ୍ରମୋଦ ଭଗତ ଆଣିଲେ ସୁନା ।

କନକ ବ୍ୟୁରୋ: ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ଏସଏଲ-ଥ୍ରୀ ବର୍ଗର ଏକକ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଭାରତୀୟ କ୍ରୀଡ଼ା ଜଗତରେ ନୂଆ ଇତିହାସ ରଚିଛନ୍ତି ପ୍ରମୋଦ । ଫାଇନାଲରେ ବିଶ୍ୱର ଦ୍ୱିତୀୟ ମାନ୍ୟତାପ୍ରାପ୍ତ ବ୍ରିଟେନର ଡାନିଏଲ୍ ବେଥେଲଙଙ୍କୁ ୨୧-୧୪, ୨୧-୧୭ ସିଧା ସେଟରେ ହରାଇ…

ସଚିନଙ୍କ ପରେ ରୋହିତ: ଅନ୍ତର୍ଜାତୀୟ କ୍ରିକେଟରେ ଏହି ରେକର୍ଡ କଲେ ହିଟ୍ ମ୍ୟାନ୍

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି ତୃତୀୟ ଟେଷ୍ଟ ମ୍ୟାଚ । ଆଉ ଏହି ଟେଷ୍ଟ ମ୍ୟାଚରେ ଏକ ବଡ ରେକର୍ଡ ସୃଷ୍ଟି କରିଛନ୍ତି ରୋହିତ ଶର୍ମା । ରୋହିତ ଶର୍ମା ଓପନର ଭାବେ ୧୧ ହଜାର ରନ ପୂରଣ କରିଛନ୍ତି । ଆଉ ଏହି ରେକର୍ଡ କରିବାରେ ସଚିନଙ୍କ ପରେ ଦ୍ୱିତୀୟ ଖେଳାଳି ହେଉଛନ୍ତି ରୋହିତ ଶର୍ମା…

ଭାରତୀୟ ଜର୍ସି ପିନ୍ଧି ପଡିଆକୁ ବୋଲିଂ କରିବାକୁ ପଶିଥିଲେ, ଗିରଫ କଲା ଇଂଲଣ୍ଡ ପୋଲିସ ।

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ପୁଣି ଚର୍ଚ୍ଚାକୁ ଆସିଥିଲେ ଜ୍ରାଭୋ ୬୯ । ସୁରକ୍ଷାବଳୟକୁ ଭେଦ କରି ଜ୍ରାଭୋ ପଡିଆ ଭିତରକୁ ପଶିବା ସହ ବୋଲିଂ ଆକ୍ସନ କରିଥିଲେ । ଏହି ସମୟରେ ଇଂଲଣ୍ଡର ବ୍ୟାଟସମ୍ୟାନ ଜନି ବାୟୋରଷ୍ଟେଙ୍କୁ ଧକ୍କା ଦେଇଥିଲେ ଜ୍ରାଭୋ । ଆଉ ଏହାପରେ…

ମୁଖ୍ୟ ଚିକିତ୍ସାଧିକାରୀଙ୍କ ପାଦତଳେ ପଡି କାହିଁକି ଗୁହାରୀ କଲେ ଏହି ବୃଦ୍ଧ, ଜାଣନ୍ତୁ ପୁରା ଘଟଣା

କନକ ବ୍ୟୁରୋ : ୟୁପିର ଅନେକ ଜିଲ୍ଲାରେ ଏବେ ରହସ୍ୟମୟ ଜ୍ୱର ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଜ୍ୱର ଏବେ ମଥୁରାର ଅନେକ ଗାଁରେ ବ୍ୟାପି ସାରିଛି । ଏହି ଜ୍ୱର ଫଳରେ ମଥୁରାରେ ୧୩ ଜଣ ଲୋକଙ୍କର ଜୀବନ ବି ଯାଇ ସାରିଲାଣି । ମୃତ୍ୟୁବରଣ କରିଥିବା ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ ଶିଶୁ…