Daily Archives

September 4, 2021

ପ୍ରମୋଦ ଭଗତଙ୍କ ସଂଘର୍ଷମୟ କାହାଣୀ । ପଢନ୍ତୁ, ସଫଳତା ପଛର ସତ କଥା

କନକ ବ୍ୟୁରୋ: ବିହାରରେ ଜନ୍ମ କିନ୍ତୁ ଓଡ଼ିଶାରେ କର୍ମ । ବିହାରରେ ଶୈଶବ କଟିଛି, ହେଲେ ଓଡ଼ିଶା ଦେଇଛି ନୂଆ ପରିଚୟ । ଆଜି ଆମେ ଆପଣଙ୍କୁ ଟୋକିଓ ପାରାଲିମ୍ପିକ୍ସର ବ୍ୟାଡମିଣ୍ଟନରେ ସ୍ଵର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତଙ୍କ କାହାଣୀ କହିବୁ । ବିହାରର ହାଜିପୁରରେ ଜନ୍ମ ହୋଇଥିଲେ ପ୍ରମୋଦ ।…

ନୃଂଶସତାର ସୀମା ଟପିଲା ତାଲିବାନ, ଉତ୍ସବ ପାଳନ କରି ନେଇଗଲା ୧୭ ଜୀବନ

କନକ ବ୍ୟୁରୋ : କାବୁଲ ବିମାନ ବନ୍ଦର ବାହାରେ ପୁଣି ଦେଖିବାକୁ ମିଳିଛି ତାଲିବାନ ଆତଙ୍କବାଦୀମାନଙ୍କର ବର୍ବର କାଣ୍ଡ । ଶୁକ୍ରବାର ଦିନ କାବୁଲର ତାଲିବାନର ‘ସେଲିବ୍ରେଟେରଏରିଅଲ ଗନଫାୟାର’ ଉତ୍ସବ ପାଳନ ବେଳେ ଦେଖିବାକୁ ମିଳିଛି ବଡ ଅଘଟଣ । ତାଲିବାନୀ ଯୋଦ୍ଧାମାନେ ଶୂନ୍ୟକୁ ଗୁଳି ଚାଳନା…

ନିର୍ଦ୍ଦୟୀ ତାଲିବାନୀ : କାହାକୁ ଗୁଳି ମାରିଛନ୍ତି ତ ପୁଣି କାହାର ଆଖି ନଷ୍ଟ କରିଛନ୍ତି?

କନକ ବ୍ୟୁରୋ : ଆଫଗାନିସ୍ତାନରେ ମହିଳାଙ୍କ ଉପରେ ତାଲିବାନର ବର୍ବରତା କାହାକୁ ଅଛପା ନାହିଁ । ୨୦ ବର୍ଷ ପୂର୍ବରୁ ତାଲିବାନ ମହିଳାଙ୍କ ପ୍ରତି ଅମାନବୀୟ ଓ ଅମାନୁଷିକ ଅତ୍ୟାଚାର କରୁଥିଲା ସେଥିରେ ଟିକିଏ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ଏବେ ମଧ୍ୟ ତାଲିବାନୀ ଯୁବକ ମାନେ ମହିଳାଙ୍କୁ ବିନା…

ଶ୍ରମିକଙ୍କ ହାତକୁ ମିଳିଲା କାମ, ଗାଁରେ ତିଆରି ହେଲା ମଡେଲ ଅଙ୍ଗନୱାଡି

କନକ ବ୍ୟୁରୋ: ଘର ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଫଳ ରୂପାୟନରେ ଶ୍ରମିକଙ୍କ ହାତକୁ ମିଳିଲା କାମ । ଗାଁରେ ତିଆରି ହେଲା ମଡେଲ ଅଙ୍ଗନୱାଡି ଗୃହ । ଯାଜପୁର ଜିଲ୍ଳା ବଡଚଣା ବ୍ଲକ ଗୋଡିମାଗୁରା ଗାଁରେ ନିର୍ମିତ ଅଙ୍ଗୱାଡି ଗୃହ ଏବେ ସମସ୍ତଙ୍କର ମନ ମୋହୁଛି । ଏହା…

ରାସ୍ତା କହୁଛି ବିକାଶର କଥା: ସ୍ୱାଧିନତାର ପରେ ବି ଗାଁକୁ ନାହିଁ ପକ୍କା ରାସ୍ତା 

କନକ ବ୍ୟୁରୋ: ସ୍ୱାଧିନତାର ଆଉ କେତେ ବର୍ଷ ପରେ ବିକଶିତ ହେବ ଗ୍ରାମାଂଚଳ । କେବେ ଗାଁ ଗାଁକୁ ସଂଯୋଗ ହେବ ପକା ରାସ୍ତା ।? କେବେ ସବୁ ଗାଁରେ ପହଂଚିପାରିବ ଆମ୍ବୁଲାନ୍ସ? ଆଉ କେତେ ବର୍ଷ ଯାଏଁ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସକୁ ଯିବେ ରୋଗୀ? ଏମିତି ଅନେକ ପ୍ରଶ୍ନ କରୁଛନ୍ତି ଗଜପତି ଜ୍ଲିଲା…

ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । କହିଲେ, ରାଜ୍ୟ ପାଇଁ ଏହା ସ୍ୱର୍ଣ୍ଣିମ ମୁହୂର୍ତ୍ତ ।

କନକ ବ୍ୟୁରୋ: ଟୋକିଓ ପାରା ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ସହ ସ୍ୱର୍ଣ୍ଣପଦକ ବିଜୟୀ ହେବା ପରେ ଏବେ ଓଡିଆ ପୁଅ ପ୍ରମୋଦ ଭଗତଙ୍କ ପାଖକୁ ଛୁଟିଛି ଶୁଭେଚ୍ଛା ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କେନ୍ଦ୍ର କ୍ରୀଡାମନ୍ତ୍ରୀ, ଶିକ୍ଷାମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ…