Daily Archives

August 20, 2021

ଜାଇଡସ କାର୍ଡିଲା ଟିକାକୁ ଭାରତର ମଞ୍ଜୁରୀ, ପ୍ରଥମଥର ପାଇଁ ଲୋକଙ୍କୁ ଦିଆଯିବ ୩ ଟି ଡୋଜ

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଦେଶରେ ଚାଲିଥିବା ଟିକାକରଣ ଅଭିଯାନରେ ପୁଣି ଏକ ଟିକା ସାମିଲ ହୋଇଛି । ଫାର୍ମା କମ୍ପାନୀ ଜାଇଡସ କାର୍ଡିଲାର ୩ ଡୋଜ କରୋନା ଟିକାକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଟିକାର ନାମ ଜାଇକୋଭି-ଡି  ରଖାଯାଇଛି । ଡ୍ରଗ କଣ୍ଟ୍ରୋଲର ଅଫ୍…

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ରହିବ ପାଗ । ଅଳ୍ପ କିଛି ସ୍ଥାନରେ ହୋଇପାରେ ସାମାନ୍ୟ ବର୍ଷା ।

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ଜିଲ୍ଲାରେ ମଧ୍ୟମଧରଣର ବର୍ଷା ଅନୁଭୂତ ହୋଇଛି । ସର୍ବାଧିକ ବର୍ଷା କେନ୍ଦୁଝର ଜିଲ୍ଲା ଯୋଡ଼ା ଠାରେ ୪୬.୨ମିଲିମିଟିର ହୋଇଥିବା ରେକର୍ଡ କରାଯାଇଛି । ‌ବର୍ତମାନ ପାଣିପାଗର ସ୍ଥିତି ଅନୁଯାୟୀ ମୌସୁମୀଜନିତ ନିମ୍ନଚାପ ରେଖା ରାଜସ୍ଥାନର…

ଘୋଡାକୁ ବିଜେପି ରଙ୍ଗରେ ରଙ୍ଗୀନ କଲେ କର୍ମୀ, ଜ୍ୟୋତିରାଦିତ୍ୟଙ୍କ ଜନ ଆଶୀର୍ବାଦ ଯାତ୍ରାରେ ସାମିଲ କଲେ । ପଶୁଙ୍କ…

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜନ ଆଶୀର୍ବାଦ ରାଲିକୁ ନେଇ ଏବେ ବିବାଦ ଦେଖାଦେଇଛି । ଏହି ରାଲିରେ ପଶୁଙ୍କ ପ୍ରତି କ୍ରୁରତା କରାଯାଇଥିବା ନେଇ ଇନ୍ଦୋର ଥାନାରେ ମାମଲା ଦାୟର ହୋଇଛି । ଜନ ଆଶୀର୍ବାଦ ଯାତ୍ରାରେ ବିଜେପି କର୍ମୀଙ୍କ ଭିତରେ ଏକ ଘୋଡା ଆକର୍ଷଣର…

ମନମୋହୁଛି ଧାନ ଓ କାଇଁଚ ରାଖୀ । ଧର୍ମଶାଳାରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି କାଇଁଚ ରାଖୀ, କୋରାପୁଟରେ ଧାନ ରାଖୀ…

କନକ ବ୍ୟୁରୋ : ଧାନ ! ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଖାଦ୍ୟରୁ ଆରମ୍ଭ କରି ପୂଜା ପାର୍ବଣ, ସବୁଠି ଖୋଜା ପଡେ ଧାନ । ଆଉ ଯେତେବେଳେ ଧାନରେ ରାଖୀ ତିଆରି ହୁଏ, ସେତେବେଳେ ତାର ଚାହିଦା ଅନ୍ୟରାଖୀ ଅପେକ୍ଷା ଢେର ଅଧିକ । କୋରାପୁଟ ଜିଲ୍ଲା କୋଟପାଡ଼ର ଆଶା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା…

ଭୂତକୋଠି ପାଲଟିଛି କୃଷକ ତାଲିମ କେନ୍ଦ୍ର । କୋଠା ପାଖକୁ ଯିବାକୁ ନାହିଁ ରାସ୍ତା, ଅନାବନା ଗଛରେ ଜଙ୍ଗଲ ପାଲଟିଗଲାଣି ୫୦…

କନକ ବ୍ୟୁରୋ : କୃଷି ଓ କୃଷକଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ସେଥିପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତାହା ବାସ୍ତବ ଫଳପ୍ରଦ ହୋଇପାରୁନାହିଁ । ଚାଷୀଙ୍କ କାମରେ ଆସୁନାହିଁ । ପୁରୀ ଜିଲ୍ଲା ବ୍ରହ୍ମଗିରି ଠାରେ ଥିବା ଉଦ୍ୟାନ ବିଭାଗର ଫାର୍ମକୁ…

ବର୍ଷା ଅଭାବରୁ ଫାଟି ଗଲାଣି ଚାଷ ଜମି । ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡରେ ଚାଷୀଙ୍କୁ ଘାରି ମରୁଡି ଚିନ୍ତା

କନକ ବ୍ୟୁରୋ: ସ୍ୱଳ୍ପ ବୃଷ୍ଟପାତ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଚାଷ ଜମି ଫାଟି ଆଁ କରିଛି । ପ୍ରବଳ ଖରା ଯୋଗୁଁ ଧାନ ଗଛ ସବୁ ହଳଦିଆ ହୋଇ ମରିବାକୁ ବସିଛି । ଯାହାକୁ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଥିବା ବେଳେ ବର୍ଷା ପାଣିକୁ ଚାତକ ପରି ଅପେକ୍ଷା…