Daily Archives

August 20, 2021

ସାର ପାଇଁ ଲ୍ୟାମ୍ପ ଅଫିସରେ ଭଙ୍ଗାରୁଜା । ନବରଙ୍ଗପୁର ଝରିଗାଁରୁ ଆସିଲା ଅଭାବନୀୟ ଚିତ୍ର । ୨ ବସ୍ତା ସାର ଦାବି କରି…

କନକ ବ୍ୟୁରୋ: ସାର ପାଇଁ ଚାଷୀଙ୍କ ନାହିଁ ନଥିବା ଭିଡ । ପ୍ରବଳ ଭିଡ଼ ରେ ରହିଲାନି କୋଭିଦ୍ କଟକଣା । ନା ଅଛି ସାମାଜିକ ଦୂରତା ନା ଅଛି କାହା ମୁହଁ ରେ ମସ୍କ । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ରେ । ସାର ପାଇଁ ଝରିଗାଁ ଅଂଚଳର ଚାଷୀଙ୍କ ଭିଡ଼ ଜମିଛି । ସୂଚନା…

ନକ୍ସଲଙ୍କ ବର୍ବର କାଣ୍ଡ । ନକ୍ସଲ ଗୁଳିକରି ୨ ଯବାନ ସହିଦ, ଲୁଟିନେଲେ ବନ୍ଧୁକ

କନକ ବ୍ୟୁରୋ : ଛତିଶଗଡ ନାରାୟଣପୁରରେ ନକ୍ସଲମାନଙ୍କ ଆକ୍ରମଣରେ ଆଇଟିବିପିର ୨ ଯବାନ ସହିଦ ହୋଇଛନ୍ତି । ନକ୍ସଲମାନେ କଡେମେଟା କ୍ୟାମ୍ପରୁ ୬୦୦ ମିଟର ଦୂରରେ ଯବାନମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହାପରେ ନକ୍ସଲମାନେ ଯବାନମାନଙ୍କ ଏକେ-୪୭ ରାଇଫଲ, ଦୁଇଟି ବୁଲେଟପ୍ରୁଫ୍ ଜାକେଟ ନେଇ ଫେରାର୍…

‘ଆଶୀର୍ବାଦ’ ରାଜନୀତି । ମୁହାଁମୁହିଁ ହେଲେ ବିଜେପି-ବିଜେଡି, ପ୍ରଶ୍ନ କିଏ ପାଇବ ଜନତାଙ୍କ ଆଶୀର୍ବାଦ?

କନକ ବ୍ୟୁରୋ : ଗୋଟିଏ ପଟେ ସ୍ୱାସ୍ଥ୍ୟସେବାକୁ ନେଇ ଉଭୟ ବିଜେପି-ବିଜେଡି ନେତା ମୁହାଁମୁହିଁ ହେଉଥିବା ବେଳେ ଏବେ ଜନ ଆଶୀର୍ବାଦକୁ ନେଇ ସୋସିଆଲ ମିଡ଼ିଆରେ ପରସ୍ପରକୁ ଟାର୍ଗେଟ କରିଛନ୍ତି ଉଭୟ ଦଳର ନେତା । ଧର୍ମେନ୍ଦ୍ରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରିବା ଅନୁରୋଧକୁ କାଉଣ୍ଟର କରିବାକୁ ବିଜେଡି…

ମହାରାଷ୍ଟ୍ର ବୁଲଟାଣାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୩ ଶ୍ରମିକଙ୍କ ମୃତ୍ୟୁ

କନକ ବ୍ୟୁରୋ : ମହାରାଷ୍ଟ୍ର ବୁଲଟାଣାରୁ ଆସିଛି ଦୁଖଦ ଖବର । ଏକ ଟିପର ଓଲଟି ପଡିବା ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକମାନେ ଶ୍ରମିକ ବୋଲି ଜଣାପଡିଛି । କହିରଖୁ କି ବୁଲଟାଣା ଜିଲ୍ଲାର ସମୃଦ୍ଧି ରାଜମାର୍ଗ ପରିଯୋଜନାର କାମ କରୁଥିବା ଶ୍ରମିକ ମାନଙ୍କୁ ନେଇ ଟ୍ରକଟି…

ଭାରତରେ ତାଲିମ ନେଲେ ତାଲିବାନ୍ ସହ ହାତ ମିଶାଇଲେ: ଏବେ ତାଲିବାନର ରାଜନୈତିକ ମୁଖ୍ୟ, ଶେର ମହମ୍ମଦ ଅବାସ୍

କନକ ବ୍ୟୁରୋ: ଭାରତୀୟ ମିଲିଟାରି ଏକାଡେମୀରୁ ତାଲିମ ନେଲେ ହେଲେ ବର୍ବର ତାଲିବାନ ପାଇଁ କାମ କଲେ । ସେ ହେଉଛନ୍ତି ତାଲିବାନର ରାଜନୈତିକ ମୁଖ୍ୟ ଶେର ମହମ୍ମଦ ଅବାସ୍ ଷ୍ଟାନିକଜାଇ । ଭାରତର ଡେରାଡୁନରେ ଥିବା ଇଣ୍ଡିଆନ ମିଲିଟାରୀ ଏକାଡେମୀ(ଆଇଏମଏ)ରୁ ତାଲିମ ନେବା ପରେ ଆଫଗାନି ସେନା ପାଇଁ କାମ…

ଆଫଗାନବାସୀଙ୍କୁ ଉଦ୍ଧାର ବେଳେ ଆମେରିକା ସେନାକୁ ସହାୟତା କରିଥିଲା କିଏ ? ଖୋଜି ଖୋଜି ପ୍ରତିଶୋଧ ନେଉଛି ତାଲିବାନ ସେନା

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ କବଜାକୁ ନେବା ପରେ ଏପରି ଅନେକ ଚିତ୍ର ସାମ୍ନାକୁ ଆସୁଛି । ଆଫଗାନିସ୍ତାନ ବାସୀଙ୍କୁ ଆମେରିକା ସେନା ଖସାଇ ନେବାରେ କେଉଁମାନେ କରିଥିଲେ ସହାୟତା, ଏବେ ସେହି ମାନଙ୍କୁ ଖୋଜୁଛନ୍ତି ତାଲିବାନୀ ସୈନିକ । ଅର୍ନ୍ତଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କରେ ଏକାଧିକ…