Daily Archives

August 16, 2021

ଆଫଗାନିସ୍ତାନରେ ପହଞ୍ଚିଲା ଭାରତୀୟ ବାୟୁସେନାର ବିମାନ । ଫଶି ରହିଥିବା ଭାରତୀୟଙ୍କୁ କରିବ ଏୟାରଲିଫ୍ଟ ।

କନକ ବ୍ୟୁରୋ : ଆଫଗାନିସ୍ତାନରେ ଫେରିଛି ତାଲିବାନ ଯୁଗ । ବନ୍ଧୁକ ମୁନରେ ଶାସନ କ୍ଷମତାକୁ ତାଲିବାନ ହାଇଜାକ କରିବା ପରେ ଦେଶ ଛାଡି ଅନ୍ୟଦେଶକୁ ଚାଲି ଯାଉଛନ୍ତି ଆଫଗାନିସ୍ତାନ ବାସିନ୍ଦା । ସେହିଭଳି ଆଫଗାନିସ୍ତାନରେ ମଧ୍ୟ ଅନେକ ଦେଶର ଲୋକ ଫଶିକି ରହିଛନ୍ତି । ଯେଉଁମାନଙ୍କୁ ଉଦ୍ଧାର ପାଇଁ…

ଲର୍ଡସରେ ଭାରତ ପାଇଁ ସଙ୍କଟମୋଚକ ସାଜିଲେ ସାମି । ଦମଦାର ଅର୍ଦ୍ଧଶତକ ସହ ଟିମ୍ ଇଣ୍ଡିଆକୁ ସଙ୍କଟରୁ ରକ୍ଷା କଲେ ସାମି ।

କନକ ବ୍ୟୁରୋ : ଟିମ୍ ଇଣ୍ଡିଆକୁ ସଙ୍କଟରୁ ଉଦ୍ଧାର କଲେ ସାମି । ଲର୍ଡସରେ ଭାରତର ଲଜ୍ଜା ବଞ୍ଚାଇଲେ ସାମି-ବୁମରା ଯୋଡି ।  ଲର୍ଡସ ଟେଷ୍ଟର ଅନ୍ତିମ ଦିନରେ ନାଟକୀୟ ମୋଡରେ ପହଞ୍ଚିଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ପଞ୍ଚମ ଦିନର ଖେଳ ଆରମ୍ଭରୁ ଭାରତ ଲଗାତାର ୨ଟି ୱିକେଟ ହରାଇ ସଙ୍କଟରେ ପଡିଥିବା…

ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ । ରହିବ ୮ଟି କାର୍ଯ୍ୟଦିବସ ।

କନକ ବ୍ୟୁରୋ : ଆସନ୍ତା ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ସେପ୍ଟେ୍ମ୍ବର ୧ରୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ୯ ଦିନରୁ ୮ ଦିନ କାର୍ଯ୍ୟଦିବସ ରହିବ । ୮ ଦିନରୁ ୭ ଦିନ ଅଫିସିଆଲ ବିଜନେସ ପାଇଁ ନିଘଣ୍ଟ ହୋଇଥିବା ବେଳେ ଗୋଟିଏ ଦିନ ଅଥାର୍ତ ୩…

କୁକୁଡା ଓ ୩ ହଜାର ଟଙ୍କା ଲାଞ୍ଚ ନଦେବାରୁ ଆବାସ ହିତାଧିକାରୀ ତାଲିକାରୁ ନାଁ କାଟିଦେଲେ ତଥ୍ୟ ସଂଗ୍ରହକାରୀ ଟିମ୍ ।…

କନକ ବ୍ୟୁରୋ: ତଦନ୍ତ ପାଇଁ ଆସିଲେ, ଲାଞ୍ଚ ମାଗିଲେ! ଟଙ୍କା ଓ କୁକୁଡା ନଦେବାରୁ ନାଁ କାଟି ଦେଲେ! ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଚନ୍ଦ୍ରପୁର ସଦର ପଞ୍ଚାୟତରୁ । ଅଭିଯୋଗ ଅନୁସାରେ ଚନ୍ଦ୍ରପୁର ପଞ୍ଚାୟତର ୧୩୧ ହିତାଧିକାରୀଙ୍କ ନାମ ଆବାସ ଯୋଜନାର ଏସଇସିସି…

ଆଜିଠୁ ଶ୍ରୀମନ୍ଦିରରେ ଜଗା ଦର୍ଶନ କଲେ ପୁରୀ ସହରବାସୀ । ସେପଟେ ସ୍ୱର୍ଗ ଦ୍ୱାରରେ ଶବଦାହ କଲେ ଜିଲ୍ଲା ବାହାର ଲୋକ ।…

କନକ ବ୍ୟୁରୋ: ଧୀରେ ଧୀରେ ଖୋଲୁଛି ପୁରୀ । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କାଳିଆ ଦର୍ଶନ ନପାଇ ୪ ମାସ ଧରି ଆତୁର ହୋଇ ଚାହିଁ ରହିଥିଲେ ଭକ୍ତ, ଆଉ ଏବେ ଶ୍ରୀମନ୍ଦିରକୁ ପ୍ରବେଶ ନେଇ ଅନୁମତି ମିଳିବା ପରେ ବଡଦେଉଳ ସାମ୍ନାକୁ ଧାଇଁ ଆସିଛନ୍ତି ଶ୍ରଦ୍ଧାଳୁ ।…

ସାପ କାମୁଡାରେ ଆଖିବୁଜିଲା ମାଆ, ଅଜଣା ରୋଗରେ ଆରପାରିକୁ ଚାଲିଗଲେ ବାପା । ଅନାଥ ହୋଇଗଲେ ଦୁଇ ଶିଶୁ ।

କନକ ବ୍ୟୁରୋ: ଜୀବନର କଅଁଳ ସୂର୍ଯ୍ୟୋଦୟକୁ ଢାଙ୍କିଦେଇଛି ଦୁଃଖର କଳାହାଣ୍ଡିଆ ମେଘ । ଜୀବନ ଜିଇଁବା ଆଗରୁ ଯନ୍ତ୍ରଣା ଦେଇଯାଇଛି ସମୟ । ଅସମୟରେ ବାପା ମା’ ଆରପାରିକୁ ବାହୁଡିଯିବା ପରେ କେମିତି ଅଛନ୍ତି ଏହି ଦୁଇ କୁନି ପିଲା । ଦୁଇ ବର୍ଷର ସାନ ଭାଇ ଅଝଟ ହେଲେ ତାକୁ ବୁଝାଇଦେଉଛି ୪ ବର୍ଷର…