Daily Archives

August 16, 2021

୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ଜାଣନ୍ତୁ ତାଲିକାରେ ରହିଛି…

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । କୋରାପୁଟ, ମାଲକାନଗିରି, ଗଜପତି, ନବରଙ୍ଗପୁର, ରାୟଗଡ଼ା ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ…

ସମ୍ବଲପୁରରୁ ଆସିଲା ପୁଣି ରକ୍ତ ଅଭାବର ଖବର । ଜିଲ୍ଲା ମୁଖ୍ୟାଳୟ ରକ୍ତ ଭଣ୍ଡାରରେ ରୋଗୀଙ୍କୁ ମିଳୁନି ପର୍ଯ୍ୟାପ୍ତ ରକ୍ତ…

କନକ ବ୍ୟୁରୋ: କିଛି ଦିନ ତଳେ ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ ଘଟଣା ସାମ୍ନାକୁ ଆସିଥିଲା । ଏବେ ସମ୍ବଲପୁର ରକ୍ତ ଭଣ୍ଡାରରେ ବି ସମାନ ସ୍ଥିତି ସୃଷ୍ଟି ହୋଇଛି । ଏଠାରେ ବୁନ୍ଦାଏ ବି ରକ୍ତ ନାହିଁ । ଜିଲ୍ଲାରେ ଦୈନିକ ୨୫- ୩୦ଟି ୟୁନିଟ ରକ୍ତ ଆବଶ୍ୟକ ହେଉଥିବା ବେଳେ ସେହି ଅନୁପାତରେ…

କ୍ୟାନସରରେ ପୀଡିତ ହୋଇ ଜୀବନ ପାଇଁ ଛଟପଟ ହେଉଛି କୁନିପୁଅ ଓମ । ପୁଅକୁ ନୂଆ ଜୀବନ ଦେବାକୁ ଭିକ ମାଗିଲା ମାଆ ।

କନକ ବ୍ୟୁରୋ: କର୍କଟର କଷ୍ଟ ଆଉ କେତେ ସହିବ କୁନିପୁଅ । ଯନ୍ତ୍ରଣା ଜୀବନକୁ ଜାରି ଦେଲାଣି । ଏତେ କମ ବୟସରୁ ଏତେ କଷ୍ଟ ମିଳିବ ବୋଲି କଣ ଜାଣିଥିଲା ଓମ । ସେ ତ ଖେଳୁଥିଲା, ବୁଲୁଥିଲା, ପାଠ ପଢି ଭଲ ମଣିଷ ହେବାକୁ ସ୍ୱପ୍ନ ଦେଖୁଥିଲା । ହେଲେ ବ୍ଲଡ କ୍ୟାନସର ଯେ ହଠାତ କଅଁଳ ଶିଶୁ ଦେହରେ…

ଆସନ୍ତା ୨୦ରେ ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ବଣ୍ଟନ ହେବ ସ୍ମାର୍ଟ ହେଲଥ କାର୍ଡ

ଆସନ୍ତା ୨୦ ତାରିଖରେ ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗସ୍ତ ସମୟରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିବା ସହ ଲୋକଙ୍କ ସହ ଯୋଡି ହେବେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ୭ ମନ୍ତ୍ରୀ ବିଭିନ୍ନ ବ୍ଲକରେ ଉପସ୍ଥିତ ରହି…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜୋରଦାର ହେଲା ରାଜନୈତିକ କାର୍ଯ୍ୟକ୍ରମ । ଆସନ୍ତା ୨୦ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜୋରଦାର ହେଉଛି ରାଜନୈତିକ କାର୍ଯ୍ୟକ୍ରମ । ଆରମ୍ଭ ହୋଇଯାଇଛି ଏକପ୍ରକାର ଶକ୍ତି ପ୍ରଦର୍ଶନ । ଆଗାମୀ ୨୦ ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ସେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ…

କ୍ରିକେଟର ରସିଦ ଖାନଙ୍କର ବଢିଲା ଚିନ୍ତା । ଆଫଗାନିସ୍ତାନରେ ଫଶିଛି ପୂରା ପରିବାର, ଦେଶରେ ଶାନ୍ତି ଫେରାଇବାକୁ କରିଥିଲେ…

କନକ ବ୍ୟୁରୋ : ତାଲିବାନ କାବୁଲକୁ ଅକ୍ତିଆର କରିବା ପରେ ଆଫଗାନିସ୍ତାନରେ ସ୍ଥିତି ସଙ୍ଗୀନ ରହିଛି । ଅଧିକାଂଶ ଲୋକ ଦେଶ ଛାଡି ପଳାୟନ କରୁଥିବା ବେଳେ ଦେଶବାସୀ କଠିନ ସମୟ ଦେଇ ଗତି କରୁଛନ୍ତି । ଆଉ ଏହି ସଙ୍କଟଜନକ ସ୍ଥିତିରୁ କ୍ରିକେଟର ରସିଦ ଖାନ୍ ମଧ୍ୟ ବର୍ତ୍ତିନାହାନ୍ତି । ଇଂଲଣ୍ଡରେ ଏବେ…