Daily Archives

August 7, 2021

ପୁଣି ଚର୍ଚ୍ଚାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ସଦସ୍ୟଙ୍କୁ ନେଇ ପରିଷଦ ଗଠନ ଏବଂ ମୁଖ୍ୟାଳୟ ସ୍ଥାନାନ୍ତର ଦାବି…

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ନେଇ ଏକାଠି ହୋଇଛନ୍ତି ପଶ୍ଚିମ ଓଡ଼ିଶାର ବିଜେପି ବିଧାୟକ ଓ ନେତା । ପଶ୍ଚିମ ଓଡ଼ିଶା ପ୍ରତି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆହ୍ୱାନ ଦେବା ସହ ସମ୍ବଲପୁରରେ ଏକାଧିକ ଦାବି କରିଛନ୍ତି ବିଜେପି ନେତା । ଏହି ଅବସରରେ ବିଜେପି ରାଜ୍ୟ…

ମୁଣ୍ଡ ଟେକୁଛି ନୂଆ ଭୂତାଣୁର ଭୟ । ଆମେରିକାର ସ୍ୱାସ୍ଥ୍ୟ ପରାମର୍ଶଦାତା କହିଲେ, ଦେଶ ସାମ୍ନା କରିପାରେ ଆଉ ଏକ ନୂଆ…

କନକ ବ୍ୟୁରୋ: କରୋନାର ନୂଆ ପ୍ରଜାତି ବା ମ୍ୟୁଟାଂଟ ଭୂତାଣୁ ଆମେରିକାରେ ବିପର୍ଯ୍ୟୟ ଘଟାଇପାରେ । ଡେଲଟା ପରେ ଆମେରିକାରେ ଏବେ ମ୍ୟୁଟାଂଟ ଭୂତାଣୁର ଲକ୍ଷଣ ଦେଖା ଦେଇଥିବା ସତର୍କ କରାଇଦେଇଛନ୍ତି ହ୍ୱାଇଟ ହାଉସର ମେଡିକାଲ ଆଡଭାଇଜର ମାଇକ ଫସି । ଆମେରିକାରେ ଦ୍ରୁତ ଟିକାକରଣ ସତ୍ୱେ ଏବେ ଦୈନିକ…

ବିନା ପରୀକ୍ଷାରେ ନମ୍ବର । ଷ୍ଟାଫ ସିଲେକସନ କମିଶନ ପରେ ସର୍ବଅର୍ଡିନେଟ ଷ୍ଟାଫ ସିଲେକସନ କମିଶନକୁ ନେଇ ଆସିଲା ନିଯୁକ୍ତି…

କନକ ବ୍ୟୁରୋ: ନିମାପଡ଼ାର ରାକେଶ କୁମାର ବରାଳଙ୍କୁ ଏହି ତଥ୍ୟ ଦେଇଛି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି, ଯେଉଁ ପରୀକ୍ଷାର ଲିଖିତ ନମ୍ବର ତାଙ୍କୁ ଦିଆଯାଇଛି, ସେହି ପରିକ୍ଷା ହିଁ ଦେଇ ନାହାଁନ୍ତି ରାଜେଶ ବରାଳ । ନିଯୁକ୍ତି ପରୀକ୍ଷାରେ ଅଯୋଗ୍ୟ…

କୁସ୍ତିରେ ବଜରଙ୍ଗଙ୍କୁ ମିଳିଲା ବ୍ରୋଞ୍ଜ । ଅଳ୍ପକେ ପଦକରୁ ବଂଚିତ ହେଲେ ଗଲ୍ଫ ଖେଳାଳୀ ଅଦିତି ଅଶୋକ ।

କନକ ବ୍ୟୁରୋ: ଦେଶ ପାଇଁ ଆଉ ଏକ ପଦକ ଜିତି ଗୌରବ ଆଣିଛନ୍ତି ହରିୟାଣାର କୁସ୍ତି ଖେଳାଳୀ ବଜରଙ୍ଗ ପୁନିଆ । ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ୬୫ କେ.ଜି ବର୍ଗରେ କାଜଖସ୍ତାନର ରେସଲରଙ୍କୁ ମାତ ଦେଇ ବ୍ରୋଂଜ ପଦକ ହାତେଇଛନ୍ତି ବଜରଙ୍ଗ ପୁନିଆ । ସେପଟେ ଗଲ୍ଫ ଖେଳାଳୀ ଆଦିତି ଅଶୋକ ଅଲିମ୍ପିକ୍ସରେ ୪ର୍ଥ…

ସୁନା ଆଣିଲେ ସୁନାପୁଅ । ଜାଭେଲିନ୍ ଥ୍ରୋରେ ସମସ୍ତଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ୧୦୦ ବର୍ଷର…

କନକ ବ୍ୟୁରୋ: ଅଲିମ୍ପିକ୍ସରେ ଭାରତକୁ ଏମିତି ଏକ ସଫଳତା ମିଳିଛି, ଯାହା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇରହିବ । ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଐତିହାସିକ ସଫଳତା ପାଇଛନ୍ତି ନୀରଜ ଚୋପ୍ରା । ୧୦୦ ବର୍ଷ ଧରି ଭାରତର ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିଛନ୍ତି ହରିୟାଣା…

କାଠଯୋଡ଼ିରେ ଭାସିଗଲେ ଚାରି ପିଲା । ଜଣେ ମୃତ, ଦୁଇ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କନକ ବ୍ୟୁରୋ: ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡମୁହାଣ ନିକଟ କାଠଯୋଡ଼ିରେ ଗାଧୋଉଥିବା ବେଳେ ଭାସିଯାଇ ଆଜି ଅପରାହ୍‌ଣରେ ୨ ଜଣ ପିଲା ନିଖୋଜ ହୋଇଯାଇଛନ୍ତି। ଏଥିରୁ ୨ ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ରିପୋର୍ଟ ଲେଖାଯିବା ବେଳକୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ…