Daily Archives

August 6, 2021

ପଞ୍ଚାୟତ ପାଇଁ ଚାଲିଛି ଭିତିରି ପ୍ରସ୍ତୁତି । ତାରିଖ ଘୋଷଣା ପୂର୍ବରୁ ରାଜନୈତିକ ଦଳର ରଣନୀତି । ବିଜେପି ପାଇଁ ମୈଦାନକୁ…

କନକ ବ୍ୟୁରୋ: ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି କିନ୍ତୁ ପଞ୍ଚାୟତଗୁଡିକୁ କିପରି ନିଜ କବଜାକୁ ଆଣିବେ, ସେ ନେଇ ଭିତରେ ଭିତରେ ରଣନୀତି ପ୍ରସ୍ତୁତ କରିଲେଣି ରାଜନୈତିକ ଦଳ । ୨୦୧୭ ନିର୍ବାଚନରେ ଆଶାଠାରୁ ଅଧିକ ସଫଳତା ପାଇଥିବା ବିଜେପି, ୨୦୨୨ରେ ଶାସକ ଦଳକୁ ଟପିଯିବା ପାଇଁ କସରତ ଆରମ୍ଭ…

ବଢ଼ୁଛି କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତଙ୍କ ମୃତ୍ୟୁ ରହସ୍ୟ ।ସାମ୍ନାକୁ ଆସିଲା ପ୍ରେମିକାଙ୍କ ସହ ହ୍ୱାଟ୍ସଆପ୍…

ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ହ୍ୱାଟ୍ସଆପ୍ ଚାର୍ଟ ତୁଷାରଙ୍କ ମୃତ୍ୟୁ ପଛରେ ରହିଛି କି ପ୍ରେମ ସମ୍ପର୍କ? ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ନିଖୋଜ ହେବା ପୂର୍ବରୁ ଜଣେ ଯୁବତୀଙ୍କ ସହ ଯେଉଁ ଚାର୍ଟ କରିଥିଲେ, ତାହା ଏବେ ସାମ୍ନାକୁ ଆସିଛି । ଏହି ସବୁ ଚାର୍ଟ ଦେଖିଲେ,…

କଟକଣା ଭିତରେ ମଲ୍ ଖୋଲିଲା, ଚାଲିଲା ସିନେମା ହଲ୍ । ହେଲେ ଆସୁନାହାଁନ୍ତି ଲୋକ । ମଲ୍ ପାଇଁ ଅଡୁଆ ହେଉଛି ଟିକାର ଦୁଇଟି…

କୋଭିଡ କଟକଣାରେ ଖୋଲୁଛି ଦୋକାନ ବଜାର ହଲକୁ ଆସୁ ନାହାନ୍ତି ଦର୍ଶକ, ଖାଁ ଖାଁ ସପିଙ୍ଗ୍ ମଲ୍ କୋଭିଡ କଟକଣା ଭିତରେ ସିନେମା ହଲ ସାରା ରାଜ୍ୟରେ ଖୋଲିଲାଣି । କୋଭିଡ ଗାଇଡଲାଇନ ପାଳନ ହେଉଛି କିନ୍ତୁ ଫିଲ୍ମ ଦେଖିବାକୁ ଆସୁନାହାନ୍ତି  ଦର୍ଶକ । ରାଜଧାନୀର କେଶରୀ ଟକିଜରେ ଆଜି ଏକ…

ଭିଜିଲାନ୍ସ ଖୋଳୁଛି ନିଯୁକ୍ତି ଦୁର୍ନୀତିର ଗୁମର । ବିରଞ୍ଚିଙ୍କ ଘରୁ ମିଳିଥିବା ୧୧୪ଟି ଆଡମିଟ କାର୍ଡକୁ ନେଇ ତନାଘନା,…

କନକ ବ୍ୟୁରୋ: ଓଡିଶା ଷ୍ଟାଫ ସିଲେକନଓ କମିଶନରେ ଦୁର୍ନୀତିର ଚେର ଖୋଜୁଥିବା ଭିଜିଲାନ୍ସ ବିରଞ୍ଚି ସାହୁଙ୍କୁ ଘନ ଘନ ଜେରା କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ଯଦିଓ ଏହି ରାକେଟରେ ଅନ୍ୟ କେହି ସାମିଲ ଅଛି, ସେ ନେଇ ତଦନ୍ତକାରୀ ସଂସ୍ଥା କୌଣସି ତଥ୍ୟ ଦେଉ ନାହିଁ । ହେଲେ…

ଟୋକିଓରେ ମ୍ୟାଚ ହାରିଲେ ବି ହୃଦୟ ଜିତିଲେ ଭାରତୀୟ ମହିଳା ହକି ଦଳର ଖେଳାଳି । ଶେଷ ସମୟ ଯାଏଁ କଲେ ସଂଘର୍ଷ, ୪-୩ ଗୋଲରେ…

କନକ ବ୍ୟୁରୋ: ପୁରୁଷ ହକି ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିବା ପରେ ସମସ୍ତଙ୍କ ନଜର ରହିଥିଲା ମହିଳା ହକି ଦଳର ପ୍ରଦର୍ଶନ ଉପରେ । କାହିଁକି ନା, ୧୯୮୦ ମସିହା ପରେ ଅଲିମ୍ପିକ୍ସରେ ଏହା ଥିଲା ମହିଳା ହକି ଦଳର ଦ୍ୱିତୀୟ ପଦାର୍ପଣ । ଏହି କ୍ରୀଡା ମହାକୁମ୍ଭରେ ବ୍ରୋଞ୍ଜ ପଦକରୁ…

ଅଶ୍ଳୀଳ ଭିଡିଓ ମାମଲା, ରାଜକୁନ୍ଦ୍ରାଙ୍କ ପାଇଁ ବଢିଲା ଅଡୁଆ । କମ୍ପାନୀର ୪ ଜଣ ପୂର୍ବତନ କର୍ମଚାରୀଙ୍କ ସାକ୍ଷୀ ପରେ…

କନକ ବ୍ୟୁରୋ : ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏହି ମାମଲାରେ ଏବେ କୁନ୍ଦ୍ରାଙ୍କ କମ୍ପାନୀର ୪ ଜଣ ପୂର୍ବ କର୍ମଚାରୀ ସାକ୍ଷୀ ଦେଇଛନ୍ତି । ସେମାନଙ୍କ ସାକ୍ଷୀ ପରେ ମାମଲା ପୁଣି ଏକ ନୂଆମୋଡ ନେଇଛି । କ୍ରାଇମବ୍ରାଞ୍ଚ ମୁତାବକ ରାଜକୁନ୍ଦ୍ରାଙ୍କ…