Daily Archives

August 2, 2021

ଲକଡାଉନରେ ଦେବାଳିଆ ହେଲେଣି ବ୍ୟବସାୟୀ, ହେଲେ ମାଲାମାଲ ହେଉଛନ୍ତି ସରକାର । କଟକରେ ସବୁ ଦିନପାଇଁ  ହୋଟେଲରେ ତାଲା…

କନକ ବ୍ୟୁରୋ: ମହାମାରୀ କରୋନାର ପ୍ରଥମ ଲହର ଯାଇ ଦ୍ୱିତୀୟ ଲହର ଜାରି ରହିଛି । ତୃତୀୟ ଲହର ଖୁବ୍ ଶୀଘ୍ର ଆସିବ ବୋଲି କୁହାଯାଉଛି । ଏହି ମହାମାରୀ ଜନଜୀବନକୁ ବ୍ୟାପକ ଭାବରେ ପ୍ରଭାବିତ କରିଛି । ଅର୍ଥନୀତି ତଳ ମୁହାଁ ହୋଇଛି । ଗରିବ ଅଧିକ ଗରିବ ହୋଇଛି । କିନ୍ତୁ ହାତ ଗଣତି ଧନୀଙ୍କ ଧନ ବଢ଼ିବା…

ଫିଟୁଛି ଚାକିରି ଦୁର୍ନୀତିର ଗୁମର । ଓଏସଏସସି ପିଏସଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପରିକ୍ଷାର୍ଥୀ । କହିଲେ,…

କନକ ବ୍ୟୁରୋ: ଏହି ଖଣ୍ଡଯୁଦ୍ଧ ପଛରେ ରହିଛି ସନ୍ଦେହ । ଏହି ହଙ୍ଗାମା ପଛରେ ରହିଛି ଦୁର୍ନୀତିର ଆଶଙ୍କା । ଓଏସଏସସି ସଦସ୍ୟଙ୍କ ପିଏସଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିବା ପରେ, ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ଷ୍ଟାଫ ସିଲେକସନ୍ କମିଶନ…

ଟୋକିଓରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ । ୪ ତାରିଖରେ ଆର୍ଜେଂଟିନା ସହ ସେମିଫାଇନାଲ ମୁକାବିଲା

କନକ ବ୍ୟୁରୋ: ଆଖିରୁ ଝରୁଥିବା ଲୁହ ପଛରେ ବି ଥାଏ ଖୁସି । ବାସ୍ପରୁଦ୍ଧ ସ୍ୱରରେ ପଛରେ ବି ଥାଏ ଆନନ୍ଦ । ଇଏ ବିଜୟ କେବଳ ବିଜୟ ନଥିଲା, ବରଂ ଥିଲା ଏକ ସ୍ମରଣୀୟ ମୁହୁର୍ତର ମୁଖ ସାକ୍ଷୀ । ହକି ଷ୍ଟିକ୍ ଧରି ଯେତେବେଳେ ଭାରତର ଝିଅମାନେ ମୈଦାନକୁ ଓହ୍ଲାଇଥିଲେ । ଗୋଟିଏ ପରେ ଗୋଟିଏ ଇତିହାସ…

ଆରପାରିରେ ପୂର୍ବତନ ବିଧାୟକ ଅରୁଣ ଦେ’ । କରୋନାରେ ଚିକିତ୍ସାଧିନ ଥିବାବେଳେ ଆଖିବୁଜିଲେ ଅରୁଣ ।

କନକ ବ୍ୟୁରୋ: ପୂର୍ବତନ ବିଧାୟକଙ୍କ ଅରୁଣ ଦେ’ଙ୍କ ଦେହାନ୍ତ । କରୋନାରେ ଚିକିତ୍ସାଧୀନ ଥିବାବେଳେ ଆଖିବୁଜିଲେ ଅରୁଣ । ୭୬ ବର୍ଷ ବୟସରେ ଅରୁଣ ଦେ’ଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ଅରୁଣ । ବାଲେଶ୍ୱରରୁ ୫ ଥର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ…

କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁଙ୍କୁ ବାଧ୍ୟତାମୂଳକ ଅବସର । ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର ।

କନକ ବ୍ୟୁରୋ: କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର । ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବିରଞ୍ଚିଙ୍କୁ ଗିରଫ କରିଛି ଭିଜିଲାନ୍ସ । ସେପଟେ ଆଜି ଓଏସଏସସି ମଧ୍ୟ ବିରଞ୍ଚିଙ୍କୁ ନିଲମ୍ବନ କରିଛି ।…

ଭାରତ ଲଞ୍ଚ କରିବ ସାଟେଲାଇଟ୍ । ଆଉ କାମ କରିବନି ଶତ୍ରୁର ଚାଲ୍, କିଛି ବି ଷଡ଼ଯନ୍ତ୍ର କଲେ କଡ଼ା ଜବାବ ଦେବ ଭାରତ ।

କନକ ବ୍ୟୁରୋ: ଭାରତର ସବୁଠୁ ବଡ଼ ଶତ୍ରୁ ହେଉଛନ୍ତି ଚୀନ୍ ଓ ପାକିସ୍ତାନ । ଲଦାଖ୍ ସୀମାରେ ଭାରତ-ଚୀନ ମଧ୍ୟରେ ଏବେ ବି ଉତ୍ତେଜନା ଲାଗି ରହିଛି । ବାରମ୍ବାର ଆଲୋଚନା ପରେବି ଚୀନ୍ ତାର ବିସ୍ତାରବାଦୀ ନୀତିରୁ ପଛକୁ ହଟୁନି । ଏପଟେ କାଶ୍ମୀରର ଏଲ.ଓ.ସିରେ ପାକିସ୍ତାନ ତାର ଆତଙ୍କବାଦୀ ଷଡଯନ୍ତ୍ର…