Daily Archives

August 2, 2021

ମରିଗଲା ମଣିଷପଣିଆ । ବିଶ୍ୱାସର ବିଷ ଦେଇ ୩୦୦ କୁକୁରଙ୍କୁ ଜୀବନ ନେଇଗଲା ସୈତାନ ମଣିଷ ।

'ଏ ସ୍ୱାର୍ଥପର ମଣିଷ ସମାଜ...ଆମେ ତମର କ’ଣ କ୍ଷତି କରିଥିଲୁ । ଆମେ ତମକୁ ନା କେବେ ହଇରାଣ କରିଥିଲୁ, ନା କେବେ କିଛି କଷ୍ଟ ଦେଇଥିଲୁ । ତମେ ମଣିଷ ସମାଜ କାହିଁକି ଆମ ଜୀବନ ନେଇଗଲ ? ଭଗବାନ ଆମକୁ ସିନା ପଶୁ କରି ଜନ୍ମଦେଇଥିଲା, ହେଲେ ତମେ କେମିତି ପଶୁ ପାଲଟିଗଲ ?' କନକ ବ୍ୟୁରୋ : କବର ତଳୁ…

କାହିଁକି ହାରିଗଲେ ମେରି କମ? ରିଙ୍ଗ ଭିତରେ ସେଦିନ କଣ ଘଟିଥିଲା ? ପଢନ୍ତୁ ନିଜ ପରାଜୟକୁ ନେଇ କଣ କହୁଛନ୍ତି ବକ୍ସର…

କନକ ବ୍ୟୁରୋ: କାହିଁକି ହାରିଗଲେ ମେରି କମ । ରିଙ୍ଗ ଭିତରେ ଏମିତି କଣ ଘଟିଥିଲା । ଯାହାକୁ ନେଇ ମେରି କମ ଚାପ ଗ୍ରସ୍ତ ହୋଇଥିଲେ । ଖେଳ ପୂର୍ବର ୧ ମିନିଟ ହିଁ ତାଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଆଉ ତାଙ୍କୁ ମାନସିକ ସ୍ତରରେ ଚାପଗ୍ରସ୍ତ ହେବା ପାଇଁ ବାଧ୍ୟ କରିଥିଲା । ଏକଥା ଆମେ କହୁନୁ,…

ସରକାରୀ କାଗଜପତ୍ରରେ ରାସ୍ତା ଅଛି, କିନ୍ତୁ କବଜା କରି ନେଇଛନ୍ତି ମୁଷ୍ଟିମେୟ ବ୍ୟକ୍ତି । ବନ୍ଦୀ ଜୀବନ କାଟୁଛନ୍ତି ୫ଟି…

କନକ ବ୍ୟୁରୋ : ଘର ସାମ୍ନା ରାସ୍ତାକୁ କବଜା କରି ନେଇଛନ୍ତି ଜଣେ ମୁଷ୍ଟିମେୟ ବ୍ୟକ୍ତି । ତେଣୁ ଘରେ ବନ୍ଦୀ ହୋଇ ରହିଛନ୍ତି ୫ଟି ପରିବାର । ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କଲେ ବି କେହି ଦୁଃଖ ବୁଝୁନାହାନ୍ତି, ସମସ୍ୟା ସମାଧାନ ପାଇଁ ଆଗକୁ ଆସୁନାହାନ୍ତି । ତେଣୁ ଆଗକୁ ଲୋକ ଧାରଣା ଦେବେ…

ନଷ୍ଟ ହୋଇଗଲା ସ୍ୱାମୀଙ୍କ ଦୁଇଟି କିଡ଼ନୀ । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବାରୁ ସ୍ୱାମୀଙ୍କୁ କିଡ଼ନୀ ଦାନ କରିବାକୁ…

କନକ ବ୍ୟୁରୋ: ଏ ଗୁହାରୀ ସିନ୍ଦୂରର ସୁରକ୍ଷା ପାଇଁ, ଏ ଆକୁଳ ନିବେଦନ ଆଉ ଆଖିରେ ଆଖିଏ ଲୁହ ସଦା ସୁହାଗନ ରହିବା ପାଇଁ । ଯେତେ କଷ୍ଟ ହେଉ, ବିଧାତା ବାରମ୍ବାର ବାଟ ଓଗାଳୁ କିନ୍ତୁ ସେ ତାଙ୍କ ମଥାର ସିନ୍ଦୂରକୁ ବଞ୍ଚାଇବା ପାଇଁ ପ୍ରତିଜ୍ଞା କରିଛନ୍ତି । ଆଧୁନିକ ଯୁଗର ଜଣେ ସ୍ତ୍ରୀ ନିଜ…

ନିର୍ମାଣର ୩ ବର୍ଷ ଭିତରେ ଅଚଳ ଓଭରହେଡ ଟାଙ୍କି । ଅହରହ ଟାଙ୍କିରୁ ଗଳୁଛି ପାଣି, ପ୍ରଶ୍ନ ଉଠିଲା, ୯୦ ଲକ୍ଷ ଟଙ୍କାର…

କନକ ବ୍ୟୁରୋ : ଦୁର୍ନୀତିର ଗନ୍ତାଘର ପାଲଟିଛି ପୁରୀ ଜିଲ୍ଲାର ଅସ୍ତରଙ୍ଗ ଜଳ ଯୋଗାଣ ଓ ପରିମଳ ବିଭାଗ କାଯ୍ୟାଳୟ । ବିଭାଗୀୟ ଯନ୍ତ୍ରୀ ଆଉ ଠିକାଦାରଙ୍କ ମଧୁଚନ୍ଦ୍ରିକା କାରଣରୁ ଲୋକଙ୍କ କାମରେ ଆସୁନାହିଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ୩ ବର୍ଷ ତଳେ ଅସ୍ତରଙ୍ଗ ବ୍ଳକ ପାଟଳଦା ପଂଚାୟତର…

ସୁନ୍ଦରଗଡ ଜିଲ୍ଲାପାଳଙ୍କ ପ୍ରଶଂସନୀୟ କାର୍ଯ୍ୟ । ୧୫ ହଜାର ଲୋକକଳା କଳାକାରଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି ଜିଲ୍ଲାପାଳ,…

କନକ ବ୍ୟୁରୋ : ମହାମାରୀ କରୋନା ଛଡାଇ ନେଇଛି ଜୀବନ ଜୀବିକା । ଲକଡାଉନ ଯୋଗୁଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି । ଫଳରେ କଳାକାରମାନେ ଦୀର୍ଘଦିନ ହେବ ଜୀବିକା ହରାଇ ବସିଥିଲେ । ଏହିଭଳି କ୍ଷେତ୍ରରେ ସୁନ୍ଦରଗଡ ଜିଲ୍ଲା…