Daily Archives

July 30, 2021

ବଡ଼ କାମକୁ ଭାଗ ଭାଗ କରି ବାଂଟି ନେଲେ । ପଛୁଆ ଅଂଚଳରୁ ଆସିଲା ଦୁର୍ନୀତିର ଆଉ ଏକ ଦସ୍ତାବିଜ୍

କନକ ବ୍ୟୁରୋ: ରାଜନେତା, ଠିକାଦର ଓ ଅଧିକାରୀଙ୍କ ମିଲିଭଗତରେ ଚାଲିଛି ସରକାରୀ କାମ । ସବୁ ନିୟମକୁ ମୋଡି ମକୋଚିି କେମିତି ସରକାରୀ କାମକୁ ମିଳି ମିଶି ବାଣ୍ଟି ନେଉଛନ୍ତି ତାହାର ଆଉ ଏକ ଫର୍ଦ୍ଦ ଆସିଛି ମାଲକାନଗିରି ଜିଲ୍ଲାରୁ । ମୋବାଇଲକୁ ମୋବାଇଲ ଘୁରି ବୁଲୁଛି ଦସ୍ତାବିଜ । ୧୫ ପୃଷ୍ଠାର ଏହି…

ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା । ଏହାକୁ ବିଶ୍ୱ ବିଦ୍ୟାଳୟ ତାଲିକାରେ ସାମିଲ କଲା ୟୁଜିସି ।

କନକ ବ୍ୟୁରୋ: ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା, ତା’ର ଅବସାନ ଘଟିଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ମାନ୍ୟତା ଦେଇଛନ୍ତି ୟୁଜିସି । ୨୦୨୦ ମସିହାରେ ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ପରିଣତ କରିଥିଲେ ରାଜ୍ୟ ସରକାର । ତେବେ ଏ ନେଇ…

ନିଯୁକ୍ତିରେ ହୋଇଥିଲା ଦୁର୍ନୀତି? କୁବେର ପିଏସଙ୍କ ଘରେ ଚଢାଉରୁ ମିଳିଲା ନିଯୁକ୍ତ ସମ୍ବଳିତ କାଗଜପତ୍ର ଓ ଆଡମିଟକାର୍ଡ

କନକ ବ୍ୟୁରୋ: ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ଘରୁ ଭିଜିଲାନ୍ସ ବିଭାଗ ଜବତ କରିଛି, ଆଡମିଟ କାର୍ଡ ଓ ଅନ୍ୟ କାଗଜ ପତ୍ର ଜବତ ହୋଇଛି । ଓଏସଏସସି ଏକଜାମର ଆଡମିଟ କାର୍ଡ ବ୍ୟକ୍ତିଗତ ସଚିବଙ୍କ ଘରୁ ଜବତ ହେବା ନିଯୁକ୍ତି ଜାଲିଆତି ଆଡକୁ ସ୍ପଷ୍ଟ…

କୁବେର ପିଏସଙ୍କ ନିକଟରୁ ଏଯାଏଁ ମିଳିଲାଣି ୩କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି । ଚଢାଉ କରି ଦେଢ କେଜିର ସୁନା ଜବତ କଲା…

କନକ ବ୍ୟୁରୋ: କୁବେର ପିଏସଙ୍କ ନିକଟରୁ ଏଯାଏଁ ମିଳିଲାଣି ୩କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି । ଭିଜିଲାନ୍ସ ଚଢାଉ କରି ଜବତ କରିଛି ବିପୁଳ ପରିମାଣର ସୁନା । ପିଏସଙ୍କ ଘରୁ ପ୍ରାୟ ଦେଢ କେଜିର ସୁନା ମିଳିଛି । ପିଏସଙ୍କ ଘରୁ ନଗଦ ୧୨ ଲକ୍ଷ ୪୬ ହଜାର ଟଙ୍କା ଜବତ ହୋଇଛି । ସେହିପରି ତାଙ୍କ…

ଭାରତ ପାଇଁ ଅଲିମ୍ପିକ୍ସରେ ଆହୁରି ମଜବୁତ ହେଲା ପଦକ ଆଶା । ବକ୍ସିଂ ଓ ବ୍ୟାଡମିଣ୍ଟନରେ ସେମି-ଫାଇନାଲକୁ ଗଲେ ଲଭ୍ଲିନା ଓ…

କନକ ବ୍ୟୁରୋ: ଟୋକିଓ ଅଲମ୍ପିକ୍ସର ଅଷ୍ଟମ ଦିନ ଭାରତ ପାଇଁ କିଛି ଇଭେଣ୍ଟରେ ଖୁସି ଆଣିଛି ଏବଂ କିଛି ପ୍ରତିଯୋଗିତାରେ ନିରାଶା ଆଣିଛି । ବକ୍ସିଂରେ ମହିଳା ମୁଷ୍ଟିଯୋଦ୍ଧା ଲଭଲିନା ଏକ ପଦକ ନିଶ୍ଚିତ କରିଛନ୍ତି । ପିଭି ସିନ୍ଧୁ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ପୁରୁଷ ହକିରେ ଭାରତ…

୫ ପ୍ରତିଶତ ତଳକୁ ଖସିଲା ଖୋର୍ଦ୍ଧା ଓ କଟକର ସଂକ୍ରମଣ ହାର । ଅଗଷ୍ଟରେ ଆହୁୁରି କୋହଳ ହେବ କି ତାଲାବନ୍ଦ କଟକଣା ?

ସରିଆସୁଛି ଆଂଶିକ ଲକଡାଉନ ଅବଧି ଆଉ ବନ୍ଦ ରଖନାହିଁ, ଏବେ କୋହଳ କର କଟକଣା ସାରା ଓଡିଶାରୁ ଆସିଲା ସମାନ ଦାବି ବ୍ୟବସାୟ ନହେଲେ ଖାଇବୁ କଣ, ବଞ୍ଚିିବୁ କେମିତି? ରାଜ୍ୟରେ ସଂକ୍ରମଣ ହାର କମିଛି । ଅଗଷ୍ଟ ମାସ ପାଇଁ ଆସିବାକୁ ଥିବା ଗାଇଡଲାଇନରେ କଟକଣା ଅଧିକ କୋହଳ କରିବାକୁ…