Daily Archives

July 27, 2021

କର୍ଣ୍ଣାଟକ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ବସବରାଜ ବୋମାଇ ହେବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ । କାଲି ରାଜଭବନରେ ନେବେ ଶପଥ…

କନକ ବ୍ୟୁରୋ: କର୍ଣ୍ଣାଟକ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ବସବରାଜ ବୋମାଇ ହେବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ବୋମାଇଙ୍କ ନାଁରେ ମୋହର । ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କଲେ ବୋମାଇଙ୍କ ନାଁ  ଆସନ୍ତାକାଲି…

ସ୍ଥାନାନ୍ତର ହେବନାହିଁ ଭୁବନେଶ୍ୱରର ଅନ୍ୟତମ ଐତିହ୍ୟ । ମାଷ୍ଟରକ୍ୟାଂଟିନ୍ ଛକରୁ ହଟିବନି ଘୋଡ଼ା । 

କନକ ବ୍ୟୁରୋ: ବହୁ ବାଦବିବାଦ ଓ ବିଭିନ୍ନ ସଙ୍ଗଠନର ଦୃଢ ପ୍ରତିବାଦ ପରେ ବଦଳିଲା ନିଷ୍ପତି । ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ ଛକରୁ ହଟିବନି  ଘୋଡା ।  ସରକାରୀ ସ୍ତରରେ ଏ ନେଇ ଆଲୋଚନା କରାଯାଇଛି । ସ୍ମାର୍ଟ ସିଟି ପ୍ରକଳ୍ପ କାରଣରୁ ଘୋଡା ହଟାଇବା ଆବଶ୍ୟକ ପଡୁଛି ଜାଣିବା ପରେ ମୁଖ୍ୟମନ୍ତ୍ରୀ…

କରୋନା ଯୋଗୁଁ ଖୋଲୁନି ମଲ, ବଢୁଛି କର୍ମଚାରୀ ସମସ୍ୟା । କହିଲେ, ଅଧା ଦରମାରେ କେମିତି ଚଳିବ ପରିବାର, ସରକାର ନିଅନ୍ତୁ…

କନକ ବ୍ୟୁରୋ: କରୋନା ବୁଡାଇଦେଇଛି ଜୀବିକା  ।  ଖାଁ ଖାଁ  ପଡିଛି ହୋଟେଲ ଓ ରେଷ୍ଟୁରାଂଟ ।  କର୍ମଚାରୀ ଓ ମାଲିକ  ଭଭୟେ ଏବେ ବିପଦରେ । ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ଅନଲକ କରୁଥିବା ବେଳେ ରେଷ୍ଟୁରାଂଟ ଓ ହୋଟେଲ ଖୋଲିବା ଉପରେ କଟକଣା ରହିଛି । ରେଷ୍ଟୁରାଂଟରୁ କେବଳ ପାର୍ସଲ ନେବା ପାଇଁ…

କୁନି ପିଲାଙ୍କୁ କରୋନା ଭୟ । ଇଣ୍ଡୋନେସିଆରେ ଗୋଟିଏ ସପ୍ତାହରେ ଶହେରୁ ଅଧିକ ଶିଶୁ ମୃତ, ମୃତକଙ୍କ ମଧ୍ୟରେ ୫ ବର୍ଷରୁ…

କନକ ବ୍ୟୁରୋ: କୁନି ପିଲାଙ୍କ ଉପରେ କରୋନାର ପ୍ରଭାବକୁ ନେଇ ଭାରତ ସମେତ ଅନେକ ଦେଶରେ ଯେଉଁ ଧାରଣା ରହିଛି, ତାର ଠିକ୍ ଓଲଟା ଚିତ୍ର ଇଣ୍ଡୋନେସିଆରେ ଦେଖିବାକୁ ମିଳିଛି । ଛୋଟ ପିଲାଙ୍କ ଶରୀରରେ ଅଧିକ ଇମ୍ୟୁନିଟି ଏବଂ କରୋନାର କମ୍ ପ୍ରଭାବ ପଡୁଛି ବୋଲି ଏକ ଧାରଣା ଥିବା ବେଳେ ଇଣ୍ଡୋନେସିଆରେ…

କାଲି ହେବ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ । କୃନାଲ ପାଣ୍ଡ୍ୟା ପିଜିଟିଭ ପରେ ବାତିଲ ହୋଇଛି ଆଜିର ମ୍ୟାଚ

କନକ ବ୍ୟୁରୋ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦କୁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛି ବିସିସିଆଇ । କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜିର ମ୍ୟାଚକୁ ବାତିଲ କରାଯାଇଛି । ତେବେ ଆଜି ହେବାକୁ ଥିବା ମ୍ୟାଚ କାଲି ଅନୁଷ୍ଠିତ ହେବ ।…

ଦିନ ଦିପହରେ ବ୍ୟାଙ୍କରୁ ଟଙ୍କା ଲୁଟ । ବନ୍ଧୁକ ମୁନରେ କ୍ୟାସ୍ କାଉଣ୍ଟରରୁ ଲୁଟିନେଲେ ୨ ଲକ୍ଷରୁ ଅଧିକ ଟଙ୍କା ।…

କନକ ବ୍ୟୁରୋ : ସୁନ୍ଦରଗଡ଼ ସଦର ଥାନା କିରେଇ ଠାରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡକାୟତି । ବନ୍ଧୁକ ମୁନରେ କ୍ୟାସ୍ କାଉଣ୍ଟରରୁ ଲୁଟିନେଲେ ୨ ଲକ୍ଷ ୮୭ ହଜାର ଟଙ୍କା । ଜଣେ ମହିଳା ଗ୍ରାହକଙ୍କ ବେକରୁ ସୁନା ଚେନ୍ ଓ ସମସ୍ତ କର୍ମଚାରୀ ଓ ଗ୍ରାହକଙ୍କ ମୋବାଇଲ ଓ ଏଟିଏମ କାର୍ଡ଼ ଲୁଟ୍ କରି…