Daily Archives

July 25, 2021

ରାତି ପାହିଲେ କାରଗିଲ ବିଜୟ ଦିବସ । ମନେ ପଡୁଛନ୍ତି ବୀର ସହିଦ ଓଡିଆ ପୁଅ ଗୋପୀନାଥ ମହାରଣା ।

କନକ ବ୍ୟୁରୋ: ୧୯୯୯ ଜୁଲାଇ ୨୬ ତାରିଖରେ କାରଗିଲ ଯୁଦ୍ଧର ଅବସାନ ଘଟିଥିଲା । ପାକିସ୍ତାନକୁ ପରାସ୍ତ କରି ବିଜୟ ଦିବସ ପାଳନ କରିଥିଲେ ଭାରତୀୟ ଯବାନ । ଶତ୍ରୁ ସହ ଲଢେଇ କରି ଏହି ଯୁଦ୍ଧରେ ସହିଦ ହୋଇଥିଲେ ଅନେକ ଯବାନ । ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରଥମ ଓଡିଆ କାରଗିଲ ସହିଦ ଗୋପୀନାଥ…

ବାହାଘରର ମାସକ ପରେ ଭାଗ୍ୟ ଭାଙ୍ଗିଦେଲା ଶଙ୍ଖା, ମଥାରୁ ଲିଭିଗଲା ସିନ୍ଦୂର । ସ୍ୱାମୀର ଚିତାକୁ ବାହୁନି କାନ୍ଦୁଛି…

କନକ ବ୍ୟୁରୋ: ପାଦରୁ ଅଳତା ଲିଭିନି, ଘର କାନ୍ଥରୁ ସାତ-ଜନ୍ମର ସମ୍ପର୍କର ରଙ୍ଗ ଧୋଇନି । ହେଲେ ମଥାରୁ ବିଧାତା ପୋଛିଦେଲା ସିନ୍ଦୂର । ବିବାହକୁ ମାସକ ପରେ ଭାଗ୍ୟ ଭାଙ୍ଗିଦେଲା ଶଙ୍ଖା, ପରପାରିକୁ ଚାଲିଗଲା ସ୍ୱାମୀ । ଜନ୍ମ ଜନ୍ମ ପାଇଁ ସାଥ୍ ଦେବାକୁ ଶପଥ କରିଥିବା ସିନ୍ଦୂରକୁ ହରାଇ କାନ୍ଦୁଛି…

ଭଙ୍ଗା କ୍ୟାବିନରେ ଜୀବନ । କରୋନା ଯୋଗୁଁ ରୋଜଗାର ନଥିବାରୁ ଦେଇ ପାରିଲେନି ଘରଭଡା । ଘର ଛାଡି କ୍ୟାବିନ ଭିତରେ…

ଭଙ୍ଗା କ୍ୟାବିନରେ ଜୀବନ କାହା ପାଇଁ ସରକାରୀ ଯୋଜନା? କେଉଁ ଭଳି ବ୍ୟକ୍ତିଙ୍କୁ ମିଳୁଛି ସରକାରୀ ପକ୍କା ଘର? ଏମିତି କିଛି ପ୍ରଶ୍ନ ସହ କ୍ୟାବିନ ଭିତରେ ରହୁଛନ୍ତି କେନ୍ଦ୍ରାପଡା ରାଜକନିକା ବ୍ଲକ ନମତରା ଗାଁର ମଙ୍ଗୁଳି ଜେନାଙ୍କ ପରିବାର । ଭୂମିହୀନ ଏହି ପରିବାର ପାଇଁ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା…

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରକାଶ ପାଇଁଛି । ତେବେ ଏଥିରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର,…

କର୍ଣ୍ଣାଟକରେ ବର୍ଷା ବିତ୍ପାତ । ଓଲଟିଲା ଏକ୍ସପ୍ରେସ୍ , ଧୋଇଗଲା ରାଜପଥ । ସେପଟେ ମହାରାଷ୍ଟ୍ର ବନ୍ୟାରେ ମୃତ୍ୟୁସଂଖ୍ୟା…

କନକ ବ୍ୟୁରୋ: କର୍ଣ୍ଣାଟକରେ ଭୀଷଣ ବର୍ଷା ଯୋଗୁଁ ଶନିବାର  ନିଜାମୁଦ୍ଦିନ ୱାସ୍କୋଡିଗାମା ଏକ୍ସପ୍ରେସ୍ ଟ୍ରାକରୁ ଖସିପଡିଛି । ଏଥିରେ କୌଣସି ଧନଜୀବନ ହାନି ହୋଇନାହିଁ । ତେବେ କିଛି ଟ୍ରେନର ଚଳାଚଳ ବାତିଲ କରାଯାଇଛି ଏବଂ କିଛି ସ୍ଥାନରେ ମୂଷଳଧାରରେ ବର୍ଷା ଯୋଗୁଁ ଟ୍ରେନ୍ ଲାଇନ୍ ଗୁଡିକ…

ଆନ୍ଧ୍ର ପୋଲାଭରମ ଯୋଗୁ ଫୁଲୁଛି ଗୋଦାବରୀ ନଦୀ । ଆନ୍ଧ୍ର ସହ ମାଲକାନଗିରି ଓ ଛତିଶଗଡ଼ର ଯୋଗାଯୋଗ ବିଚ୍ଛିନ୍ନ । କୁନାଭରମ-…

କନକ ବ୍ୟୁରୋ: ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଫୁଲିବାରେ ଲାଗିଛି ଗୋଦାବରୀ ନଦୀ । ଏହାକୁ ନେଇ ବିପଦଜ୍ଜନକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ତେଲେଙ୍ଗାନାର ଭଦ୍ରାଚଲମ ନିକଟରେ ୪୦ ଫୁଟ ଉଚ୍ଚରେ ଗୋଦାବରୀ ପାଣି ପ୍ରବାହିତ ହେଉଛି । ଯାହା ପାଇଁ କୁନାଭରମ-ଭଦ୍ରାଚଲମ ମୁଖ୍ୟ ରାସ୍ତାରେ…