Daily Archives

July 25, 2021

ରାଜକୁନ୍ଦ୍ରାଙ୍କ ଫିଲ୍ମରେ ଅଭିନୟ କରି ଚର୍ଚ୍ଚାରେ ଓଡ଼ିଆ ହିରୋ ସେକ୍ସସ୍ପିୟର ତ୍ରିପାଠୀ,କହିଲେ, ଫିଲ୍ମରେ ନାହିଁ କୌଣସି…

କନକ ବ୍ୟୁରୋ :  ଅଶ୍ଳୀଳ  ସିନେମା ବନାଇ ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ, ଏବେ ଚାରିଆଡେ ଏହାକୁ ନେଇ ଚର୍ଚ୍ଚା । ପତ୍ନୀ ତଥା ବଲିଉଡ ବିଶିଷ୍ଟ ଅଭିନେତ୍ରୀ ଶିଳ୍ପ ସେଟ୍ଟୀ ପୋଲିସର ଜେରାବେଳେ କାନ୍ଦି ପକାଇଛନ୍ତି । ଜାତୀୟ ଗଣମାଧ୍ୟମରେ ଏହି ଖବର ବେଶ ଚର୍ଚ୍ଚାର…

ଗ୍ୟାଙ୍ଗଷ୍ଟର ହାଇଦରର ଗାଁରେ ବଡ଼ଧରଣର ହଲଚଲ । କୌଣସି ଅପ୍ରିତିକର ପରିସ୍ଥିତିର ଆଶଙ୍କା କରି ପହରା ଦେଉଛି ପୁଲିସ୍,…

କନକ ବ୍ୟୁରୋ: ଦୁର୍ଦ୍ଦାନ୍ତ ଅପରାଧୀ, ଗ୍ୟାଙ୍ଗଷ୍ଟର ଶେଖ୍ ହାଇଦରର ଏନକାଉଣ୍ଟ ପରେ ପୋଲିସ ଛାଉଣିରେ ପରିଣତ ହୋଇଛି ସମ୍ପୂର୍ଣ୍ଣ କେନ୍ଦ୍ରାପଡା ସହର । ଯେ କୌଣସି ପ୍ରକାର ଅପ୍ରୀତିକର ପରସ୍ଥିତିକୁ ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ମୁନସିପାଲିଟି ସମେତ ଗୁଲନଗର, ବାରିମୂଳ,…

ଏନକାଉଣ୍ଟର ବେଳେ ଗ୍ୟାଙ୍ଗଷ୍ଟର ହାଇଦରକୁ ୩ଟି ଗୁଳି ମାରିଥିଲା ପୁଲିସ୍ । ପେଟରେ ୨ଟି ଓ ଗୋଡ଼ରେ ବାଜିଥିଲା ଗୋଟିଏ ଗୁଳି 

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦର ମୃତଦେହରେ ସ୍ପଷ୍ଟ ଭାବେ ଦେଖାଯାଉଛି ଗୁଳି ଚିହ୍ନ । ଶବ ବ୍ୟବଚ୍ଛେଦ କରୁଥିବା ଡାକ୍ତର, ମୃତଦେହରୁ ୩ଟି ଗୁଳି ପାଇଛନ୍ତି, ଗୋଟିଏ ପୁରୁଣା ଗୁଳି ମଧ୍ୟ ମିଳିଛି । ପୁରୁଣା ଗୁଳିକୁ ଛାଡିଦେଲେ, ସିମୁଳିଆ ଏନକାଉଣ୍ଟରରେ ହାଇଦରର ପଂଜରା ତଳେ ୨ଟି ଏବଂ ଜଂଘ…

ମେଡ଼ାଲ୍ ଅପେକ୍ଷାରେ ଭାରତ, ଷ୍ଟାର ବକ୍ସର ମ୍ୟାରି କମ୍ ୪-୧ରେ ବିଜୟୀ ହୋଇ ପରବର୍ତୀ ରାଉଣ୍ଡକୁ ପ୍ରବେଶ, ଟେବୁଲ ଟେନିସରେ…

କନକ ବ୍ୟୁରୋ : ଭାରଉତୋଳନରେ ମିରାବାଇ ଚାନୁ ରୌପ୍ୟ ପଦକ ହାସଲ କରି ଟୋକିଓ ଅଲିମ୍ପିକ୍ସରେ ଭାରତର ଆଶା ବଢ଼ାଇଥିବା ତୃତୀୟ ଦିନରେ ଚମକିଛନ୍ତି ବକ୍ସର ମ୍ୟାରି କମ୍, ବାଡମିଂଟନ ତାରକା ପିଭି ସିନ୍ଧୁ ଓ ମହିଳା ଟେବୁଲ ଟେନିସ୍ର ମନିକା ବାତ୍ରା । ସେହିପରି ରୋଇଂ ବା ନୌଚାଳନାରେ ସେମିଫାଇନାଲକୁ…

ଟସ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଭାରତ

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଭାରତ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ । ଉଭୟ ଦଳ ପ୍ରଥମ ମ୍ୟାଚ ଜିତି…

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଂଶସିତ ସମ୍ବଲପୁର ଜିଲ୍ଲାର ଇସାକ ମୁଣ୍ଡାଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ,…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୭୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ସମ୍ବଲପୁର ଜିଲ୍ଲାର ଇସାକ ମୁଣ୍ଡାଙ୍କ ସହ ଟେଲିଫୋନରେ କଥା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ…