Daily Archives

July 25, 2021

ଭାରତୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପାଇଲା ଓଡିଶା । ପାଇକ ବିଦ୍ରୋହର ଗାଥାକୁ ନିଖୁଣ ଭାବେ…

କନକ ବ୍ୟୁରୋ: ପୁଣି ସର୍ବଭାରତୀୟ ସ୍ତରରେ ଓଡିଶା ଆଣିଲା ସୁନାମ । ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲା ଓଡିଶୀ ନୃତ୍ୟ । ପାଇକ ବିଦ୍ରୋହରେ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଗାଥାକୁ ଓଡିଶୀ ଛାନ୍ଦରେ ପରିବେଷଣ କରି ପ୍ରଥମ ପୁରସ୍କାର ହାତେଇଛି ଭୁବନେଶ୍ୱରର ନୃତ୍ୟ…

ହିମାଚଳ କିନ୍ନୋରରେ ବଡ ଦୁର୍ଘଟଣା । ମାଟି ଅତଡା ଖସି ୯ ଜଣଙ୍କର ମୃତ୍ୟୁ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ…

କନକ ବ୍ୟୁରୋ : ହିମାଚଳପ୍ରଦେଶ କିନ୍ନୋରରେ ବଡ ଦୁର୍ଘଟଣା ଘଟିଛି । ସାଗଲା –ଚିତ୍ରକୁଲ ଭୂସ୍କଳନ ଘଟିବା ଫଳରେ ପଥରଗୁଡିକ ଏକ ପୋଲ ଉପରେ ପଡିଥିଲା । ଏହି ସମୟରେ ପୋଲ ଉପରେ ଯାଉଥିବା ଏକ ଟେମ୍ପୋ ପୋଲ ତଳକୁ ଖସିପଡିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୪ ଜଣ ଲୋକ ଗୁରୁତର ହୋଇଛନ୍ତି । ଏହି…

ମଧ୍ୟପ୍ରଦେଶ : କାଲିଠାରୁ ଖୋଲିବ ସ୍କୁଲ । ଦ୍ୱାଦଶ ଶ୍ରେଣୀ ପାଇଁ କୋଚିଂ ସେଣ୍ଟର ଖୋଲିବାକୁ ଅନୁମତି

କନକ ବ୍ୟୁରୋ : ମଧ୍ୟପ୍ରଦେଶ ସରକାର କରୋନା କଟକଣା କୋହଳ କରିବା କ୍ରମରେ ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସରକାର ଏକ ଗାଇଡ ଲାଇନ ଜାରି କରିଛନ୍ତି । ଏହି ଗାଇଡ ଲାଇନ ମୁତାବକ ଗୋଟିଏ ଶ୍ରେଣୀରେ ସର୍ବାଧିକ ୧୫ ଜଣ ପିଲା ବସିପାରିବେ । ଏହା ସହ…

ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ପରାଜୟ । ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ୭-୧ ଗୋଲରେ ପରାସ୍ତ

କନକ ବ୍ୟୁରୋ: ଅଷ୍ଟ୍ରେଲିଆଠାରୁ ଶୋଚନୀୟ ଭାବେ ପରାସ୍ତ ହେଲା ଭାରତୀୟ ପୁରୁଷ ହକି ଟିମ । ଜାପାନର ଟୋକିଓରେ ଚାଲିଥିବା ଅଲିମ୍ପିକ୍‌ କ୍ରୀଡ଼ାର ଦ୍ବିତୀୟ ଦିବସରେ ଆଜି ମୁଷ୍ଟିଯୋଦ୍ଧା ଏମ୍‌ସି ମେରି କମ୍‌, ବ୍ୟାଡ୍‌ମିଣ୍ଟନ୍ ତାରକା ପି ଭି ସିନ୍ଧୁ ଓ ଷ୍ଟାର ଟେବୁଲ ଟେନିସ୍ ଖେଳାଳି ମୋନିକା…

 ମାୟାବତୀଙ୍କ ପରେ ଏବେ ବ୍ରାହ୍ମଣ ଭୋଟ ଉପରେ ଅଖିଳେଶଙ୍କ ନଜର । ସମାଜବାଦୀ ପାର୍ଟି କରିବ ବ୍ରାହ୍ମଣ ସମ୍ମିଳନୀ

କନକ ବ୍ୟୁରୋ : ଆଗାମୀ ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବହୁଜନ ସମାଜବାଦୀ ପାର୍ଟି ପରେ ଏବେ ସମାଜବାଦୀ ପାର୍ଟି ବି ବ୍ରାହ୍ମଣ ଭୋଟ ଉପରେ ନଜର ପକାଇଛି । ସମାଜବାଦୀ ପାର୍ଟି ପକ୍ଷରୁ ଖୁବଶୀଘ୍ର ବାହ୍ମଣ…

ପଥର କୁଆଁରୀକୁ ଲିଜ ଦେଇ ଅଡୁଆରେ ତହସିଲଦାର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲଦାରଙ୍କୁ ନୋଟିସ କଲେ ନ୍ୟାସନାଲ…

କନକ ବ୍ୟୁରୋ: ପଥର କୁଆଁରୀ ଲିଜ ଦେଇ ଅଡୁଆରେ ତହସିଲଦାର । କାହିଁକି ଏନଜିଟି ଗାଇଡ୍ଲାଇନ ଓ ପ୍ରଦୁଷଣ ବୋର୍ଡର ନିୟମ ଉଲ୍ଲଂଘନ କରି ଦେଲେ ଖଣି ଲିଜ୍ । ୨ ମାସ ମଧ୍ୟରେ କାରଣ ଦର୍ଶାଇବା ପାଇଁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲଦାରଙ୍କୁ ନୋଟିସ କରିଛନ୍ତି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ।…