Daily Archives

July 23, 2021

ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ । ପ୍ରଥମ ଇଂନିସରେ ଭାରତ ୨୨୫ ରନରେ ଅଲଆଉଟ୍ । ଶ୍ରୀଲଙ୍କାକୁ ବିଜୟଲକ୍ଷ୍ୟ ୨୨୬ ରନ୍ ।

କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ଶେଷ ଦିନିକିଆରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ଟିମ୍ ଇଣ୍ଡିଆ ଆଜି ୨୨୫ ରନ୍ କରି ପ୍ରଥମ ଇଂନିସରେ ଅଲଆଉଟ୍ ହୋଇଯାଇଛି । ଫଳରେ ଶ୍ରୀଲଙ୍କାକୁ ଶେଷ ଦିନିକିଆ ଜିତିବାକୁ ହେଲେ ୨୨୬ ରନ୍ କରିବାକୁ ହେବ । ଆଜି ଏକଦା ୧୦୨ ରନରେ ଦୁଇ ୱିକେଟ୍ ହରାଇ ଦଳ ଦୃଢ…

କେମିତି ହୋଇଥିଲା ସୌମ୍ୟରଞ୍ଜନଙ୍କ ମୃତ୍ୟୁ? ପଢନ୍ତୁ, ପୂରା ଘଟଣାକ୍ରମ…

କନକ ବ୍ୟୁରୋ: ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ସତ କ’ଣ ତାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଛି । ତାଙ୍କୁ ହତ୍ୟା କରାଯାଇଛି, ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏବେ ବି ପ୍ରଶ୍ନବାଚୀ ରହିଛି । ତେବେ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ମଧ୍ୟ ହୋଇପାରେ ବୋଲି ତଦନ୍ତ…

୧୧ ଦିନ ପରେ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ଜେରା । ଏସଡ଼ିପିଓ କହିଲେ ସବୁ ଅଭିଯୋଗକୁ ନେଇ କରାଗଲା ପଚରାଉଚରା…

କନକ ବ୍ୟୁରୋ: କିଛି ଦିନ ହେବ ଚର୍ଚ୍ଚାରେ ଥିବା ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆଜି ଅନ୍ୟତମ ଅଭିଯୁକ୍ତ ଡିଏଫଓଙ୍କୁ ଜେରା ହୋଇଛି । ପୋଲିସ ଓ କ୍ରାଇମବ୍ରାଞ୍ଚ ଡିଏଫଓଙ୍କୁ ପ୍ରାୟ ସାଢ଼େ ତିନି ଘଣ୍ଟା ଧରି ତାଙ୍କ କାର୍ଯ୍ୟାଳୟରେ ଜେରା କରିଛନ୍ତି । ଆଉ ଜେରା ସମୟରେ ସୌମ୍ୟଙ୍କ…

କରୋନା କାଳରେ ବି ଚାଲିଛି ଝାଡଖଣ୍ଡର ଏହି ସ୍କୁଲ । ଜାଣନ୍ତୁ କେମିତି ପାଳନ ହେଉଛି କୋଭିଡ କଟକଣା

କନକ ବ୍ୟୁରୋ : କରୋନା ସଂକ୍ରମଣ କାରଣରୁ ଏବେ ବି ସାରା ଦେଶର ଶିକ୍ଷାନୁଷ୍ଠାନରେ ତାଲା ପଡିଛି । ହେଲେ ଝାଡଖଣ୍ଡ ରାଞ୍ଚି ଜିଲ୍ଲାରେ ଏକ ସ୍କୁଲ କରୋନା କାଳରେ କେବେ ବି ବନ୍ଦ ନ ହୋଇ ଶିକ୍ଷାଦାନ ଅବ୍ୟାହତ ରହିଛି । ଗାଁରେ ଥିବା ସରକାରୀ ସ୍କୁଲକୁ ପିଲା ଦୈନିକ ଆସୁଛନ୍ତି ଓ ପାଠ ପଢି ପୁଣି…

ମୋଟା ଲାଞ୍ଜ ଭଳି ଗତି କରୁଛି ଓଡ଼ିଶାର କରୋନା ଗ୍ରାଫ୍ । ଦୁଇ ସପ୍ତାହ ଧରି ପାଖାପାଖି ୨ ହଜାର ରହୁଛି ଦୈନିକ ସଂକ୍ରମଣ ।

କନକ ବ୍ୟୁରୋ: ଦ୍ୱିତୀୟ ଲହରରେ ରାଜ୍ୟର କରୋନା ସଂକ୍ରମଣ ତଳମୁହାଁ ହୋଇଛି ସତ, ହେଲେ ଏହା ଅତି ଧିମା ଗତିରେ ହ୍ରାସ ପାଉଛି । ଫଳରେ ରାଜ୍ୟର କରୋନା ଗ୍ରାଫ୍, ବେଶ କିଛି ଦିନ ହେଲା ଥିକ୍ ଟେଲ୍ ବା ମୋଟା ଲାଞ୍ଜ ଭଳି ରହିଛି । ଜୁନ ୧୫ ତାରିଖରୁ ପ୍ରାୟ ୨୫ ଦିନ ଧରି ୩ ହଜାର ପାଖାପାଖି ଦୈନିକ…

ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା । ଅକ୍ଟୋବର ୧୫ ସୁଦ୍ଧା ଆରମ୍ଭ ହେବ ପିଜି ନାମଲେଖା । ସୂଚନା ଦେଲେ ଉଚ୍ଚ…

କନକ ବ୍ୟୁରୋ: ଆସନ୍ତା ଅଗଷ୍ଟ ୨୩ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ପିଜି ଏଣ୍ଟ୍ରାନ୍ସ । ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୧ ମଧ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ହେବ । ଆଜି ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ତେବେ ଚଳିତ…