Daily Archives

July 8, 2021

ଆୟ ବର୍ହିଭୁତ ସମ୍ପତି ଠୁଅ ଅଭିଯୋଗରେ ପୂର୍ବତନ ଏଫସିଆଇ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବଲାଙ୍ଗୀରରେ ଥିବା ୪ଟି…

କନକ ବ୍ୟୁରୋ : ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ପୂର୍ବତନ ଏଫସିଆଇ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବଲାଙ୍ଗୀରରେ ଥିବା ୪ଟି ବାସଭବନରେ ଚାଲିଛି ରେଡ । ଓଡ଼ିଶା ଷ୍ଟେଟ ୱେରହାଉସ କର୍ପୋରେସନର ଅବସରପ୍ରାପ୍ତ ଅଧ୍ୟକ୍ଷ ଥିଲେ ଗଣପତି ପୁରୋହିତ । ବଲାଙ୍ଗୀର ସହରର…

କୋଭିଡରେ ଅନାଥ ହୋଇଯାଇଥିବା ପିଲାମାନଙ୍କ ପାଇଁ ଗୁଜୁରାଟ ସରକାରଙ୍କ ଘୋଷଣା । ପ୍ରତି ମାସରେ ମିଳିବ ୪ ହଜାର ଟଙ୍କାର…

କନକ ବ୍ୟୁରୋ : ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ କୋଭିଡରେ ଅନାଥ ହୋଇଯାଇଥିବା ପିଲାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣରେ ବାପା ଓ ମା ଙ୍କୁ ହରାଇଥିବା ସମସ୍ତ ଅନାଥ ଶିଶୁଙ୍କୁ ରାଜ୍ୟ ସରକାର ମାସିକ ୪୦୦୦ ଟଙ୍କା ପ୍ରଦାନ କରିବେ । ଏହାସହ ଗୁଜୁରାଟ ସରକାର…

ବାପା ଓ ସାବତ ମା’ ବିରୋଧରେ ସଂଗିନ ଅଭିଯୋଗ : ୭ ବର୍ଷର ଶିଶୁକନ୍ୟାକୁ ଅକଥନୀୟ ନିର୍ଯାତନା; କ୍ୟାପିଟାଲ ହସ୍ପିଟାଲରେ…

କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠରେ ଘଟିଛି ଏକ ଅଭାବନୀୟ ଘଟଣା । ୭ ବର୍ଷର ଶିଶୁକନ୍ୟା ଉପରେ ହୋଇଛି ଅକଥନୀୟ ଅତ୍ୟାଚାର। କେବେ ଶିକୁଳିରେ ବାନ୍ଧି ମାଡ଼ ଦିଆ ହୋଇଛି ତ’ କେବେ ଦେହରେ ଢାଳି ଦିଆଯାଇଛି ଗରମ ପାଣି। ସାହିପଡ଼ିଶା କିମ୍ବା ଶତ୍ରୁ ନୁହେଁ, ନିଜ ବାପା ଦେଇଛନ୍ତି ଏଭଳି ଅକଥନୀୟ…

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ କାମ ଆରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ : କ୍ୟାବିନେଟ ସଂପ୍ରସାରଣର ଗୋଟିଏ ଦିନ ପରେ…

କନକ ବ୍ୟୁରୋ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ କାମ ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀ ସ୍ଥିତ ଶାସ୍ତ୍ରୀ ଭବନରେ ଥିବା ମନ୍ତ୍ରାଳୟରେ ଦେଶର ନୂତନ ଶିକ୍ଷା ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର କାର୍ଯ୍ୟଭାର ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ବୈଠକରେ ଯୋଗଦେଇ…

କେନ୍ଦ୍ର ରେଳମନ୍ତ୍ରୀ ଭାବେ ଅଶ୍ବିନୀ ବୈଷ୍ଣବ ଦାୟିତ୍ବ ନେବା ପରେ ରାଜ୍ୟରେ ରେଳ ବିକାଶ ନେଇ ବଢିଲା ଆଶା : ଅଧା…

କନକ ବ୍ୟୁରୋ : ଓଡିଶାରୁ ରାଜ୍ୟସଭା ଯାଇଥିବା ଅଶ୍ୱିନୀ ବୈଷ୍ଣବ ମୋଦିଙ୍କ କ୍ୟାବିନେଟରେ ସାମିଲ ହେବା, ଆଉ ଗୁରୁତ୍ୱପୂର୍ଣ ରେଳ ମନ୍ତ୍ରାଳୟର ଦାୟିତ୍ୱ ସଂଭାଳିବା ପରେ ରାଜ୍ୟରେ ରେଳ ବିକାଶ ନେଇ ଆଶା ଓ ସଂଭାବନା ବଢିଛି । ଯଦିଓ ପୂର୍ବରୁ ଓଡିଶାର ସାଂସଦମାନେ ରେଳମନ୍ତ୍ରୀ ଭାବେ ଦାୟିତ୍ୱ…

ଉତ୍ତରାଖଣ୍ଡ ସରକାରଙ୍କ ବଡ ଘୋଷଣା । ସବୁ କଲେଜକୁ ଦିଆଯିବ ୱାଇ ଫାଇ କନେକ୍ସନ । ଉପକୃତ ହେବେ ୪ ଲକ୍ଷ ଛାତ୍ର ।

କନକ ବ୍ୟୁରୋ : କରୋନା କାଳରେ ସ୍କୁଲ କଲେଜ ବନ୍ଦ ଥିବା ବେଳେ ଛାତ୍ର ଛାତ୍ରୀମାନେ ବିଶେଷ ଭାବେ ଅନଲାଇନ୍ କ୍ଲାସ କରୁଛନ୍ତି । ଏହାସହ କରୋନା କାଳରେ ବି ଅନଲାଇନ୍ କ୍ଲାସର ଆବଶ୍ୟକତା ବଢିଛି । ଏହାକୁ ନଜରରେ ରଖି ଉତ୍ତରଖଣ୍ଡ ସରକାର ରାଜ୍ୟରେ ଥିବା ସମସ୍ତ କଲେଜକୁ ୱାଇ ଫାଇ କନେକ୍ସନ ଦେବାକୁ…