Daily Archives

July 8, 2021

କରୋନାର ଲାମ୍ବଡା ଭାରିଆଂଟ ଭୂତାଣୁକୁ ନେଇ ପ୍ରତିକ୍ରିୟା ରଖିଲେ ଓଡିଶା ସରକାର । ଡିଏମଇଟି ସିବିକେ ମହାନ୍ତି କହିଲେ…

କନକ ବ୍ୟୁରୋ : ଡେଲଟା ଭାରିଆଂଟ ପ୍ରକୋପ କମିନଥିବା ବେଳେ କରୋନାର ଏକ ରୂପାନ୍ତିରିତ ପ୍ରକାର- ଲାମ୍ବଡା ଏବେ ଭୟ ବଢ଼ାଇଲାଣି । ଏହି ଭୂତାଣୁର ପ୍ରଜାତି ୩୦ଟି ଦେଶରେ ଚିହ୍ନଟ ହେଲାଣି । ଏହାକୁ ଡେଲଟା ଭୂତାଣୁ ଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ଏହା ବିରୋଧାରେ ଆଂଟିବଡ଼ି କାମ କରୁ ନାହିଁ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସରକାରଙ୍କୁ ଘେରିଲା ବିଜେପି : ଯୋଗ୍ୟ ଗରିବ ହିତାଧିକାରୀଙ୍କୁ ବାସଗୃହ ପ୍ରଦାନ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମହାଦୁର୍ନୀତି ଏବଂ ଯୋଗ୍ୟ ଗରିବ ହିତାଧିକାରୀମାନଙ୍କୁ ବାସଗୃହ ପ୍ରଦାନ ଦାବିରେ ଭୁବନେଶ୍ୱର ବ୍ଲକ ଅଫିସ ଘେରାଉ କରିଛି ବିଜେପି । ପାନ୍ଥ ନିବାସ ସମ୍ମୁଖରୁ ଏହି ରାଲି ଆରମ୍ଭ ହୋଇ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବ । ଆବାସ ଯୋଜନା ନେଇ…

ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଯୁବକଙ୍କୁ ଗୁରୁତ୍ୱ । ପ୍ରଥମ ଥର ଜିତି ସଂସଦକୁ ଯାଇଥିବା ୧୬ ଜଣଙ୍କୁ ମନ୍ତ୍ରୀ ପଦ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱିତୀୟ ପାଳିରେ ସବୁଠାରୁ ବଡ କ୍ୟାବିନେଟର ବିସ୍ତାର କରାଯାଇଛି । ଏଥର ପ୍ରଧାନମନ୍ତ୍ରୀ ଯୁବ ସାଂସଦ ମାନଙ୍କୁ ଗୁରୁତ୍ୱ ଦେଇଛନ୍ତି । ବୁଧବାର ଦିନ ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ ୧୬ ଜଣ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି…

ଦାୟିତ୍ୱ ନେଲେ ମନସୁଖ ମଣ୍ଡଭିୟ : ଡକ୍ଟର ହର୍ଷବର୍ଦ୍ଧନଙ୍କ ସ୍ଥାନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନେଲେ ଦାୟିତ୍ୱ;…

କନକ ବ୍ୟୁରୋ : କରୋନାର ଲଢେଇ ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପାଇଛି ନୂଆ ମନ୍ତ୍ରୀ । ମନସୁଖ ମଣ୍ଡଭିୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । ନୂଆଦିଲ୍ଲୀ ନିର୍ମାଣ ଭବନ ସ୍ୱାସ୍ଥ୍ୟମନ୍ତ୍ରାଳୟ କାର୍ଯ୍ୟାଳୟରେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।…

ଆଗାମୀ ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା : ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ; ଚାଲିଛି ସେବାୟତଙ୍କ କୋଭିଡ…

କନକ ବ୍ୟୁରୋ : ଆସନ୍ତା ୧୨ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପସିଦ୍ଧ ରଥଯାତ୍ରା । ଆଜି ମୁଖ୍ୟମନ୍ତ୍ରୀ କରିବେ ରଥାଯାତ୍ରା ପ୍ରସ୍ତୁତିର ଶେଷ ସମୀକ୍ଷା ବୈଠକ । ସେପଟେ ଆଜିଠାରୁ ରଥଯାତ୍ରାରେ ସଂଶ୍ଲିଷ୍ଟ ହେବାକୁ ଥିବା ସେବାୟତ, ଶ୍ରୀମନ୍ଦିର କର୍ମଚାରୀଙ୍କର ହେଉଛି କୋଭିଡ ପରୀକ୍ଷା । ୪ ହଜାର…

ପୁଣି ଖାଉଟିଙ୍କୁ ମହଙ୍ଗା ମାଡ । ଘରୋଇ ଗ୍ୟାସ ସିଲିଣ୍ଡର ପରେ ଏବେ ସିଏନଜି ଓ ପିଏନଜିର ଦର ବୃଦ୍ଧି

କନକ ବ୍ୟୁରୋ : କରୋନା ସଂକଟ ବେଳେ ଲୋକମାନେ ବୃତ୍ତି ହରାଇ ରୋଜଗାର ସହ ଲଢେଇ କରୁଥିବା ବେଳେ କେନ୍ଦ୍ର ସରକାର ବାରମ୍ବାର ଅତ୍ୟାବଶକୀୟ ସାମଗ୍ରୀ ଉପରେ ଦର ବୃଦ୍ଧି କରିବାରେ ଲାଗିଛନ୍ତି । ଖାଇବା ତେଲ ଠାରୁ ପେଟ୍ରୋଲ ଡିଜେଲ ପର୍ଯ୍ୟନ୍ତ ଦାମ ଆକଶ ଛୁଆଁ । ଏହାରି ମଧ୍ୟରେ ସରକାର ଗତ ସପ୍ତାହରେ…