Daily Archives

July 8, 2021

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର,…

କାର୍ଯ୍ୟଭାର ଗ୍ରହଣ ପରେ ଟ୍ୱିଟରକୁ କଡାବାର୍ତ୍ତା ଦେଲେ ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ, ଆଇନ୍ ଉପରେ…

କନକ ବ୍ୟୁରୋ: ଦେଶର ନୂଆ ସୂଚନା ପ୍ରସାରଣ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କାର୍ଯ୍ୟଭାର ଗ୍ରହଣ କରିବା ପରେ ଟ୍ୱିଟରକୁ କଡାବାର୍ତ୍ତା ଦେଇଛନ୍ତି । କହିଛନ୍ତି, ଦେଶର ଆଇନ ସମସ୍ତଙ୍କ ଉପରେ, ଟ୍ୱିଟର ନିୟମ ମାନିବା ଉଚିତ୍ । ଗୁରୁବାର ଓଡିଶା ସାଂସଦ ଅଶ୍ୱିନୀ ବୈଷ୍ଣବ, ସୂଚନା…

ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ପଖାଳ ଗବେଷଣା । ବାସି ପଖାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି । କରୋନାର ମୁକାବିଲା ବି…

କନକ ବ୍ୟୁରୋ: ବାସି ପଖାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି । ଭୁବନେଶ୍ୱର ଏମ୍ସର  ଡାକ୍ତରଙ୍କ ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।  ଡକ୍ଟର  ବାଲମୁରଗାନ୍  ରାମଦୋସ ଗବେଷଣା କରି ଏଭଳି  କଥା କହିଛନ୍ତି । ତାଙ୍କ କହିବା କଥା ହେଲା,  ବାସି ପଖାଳରେ ଥିବା ରୋଗ ପ୍ରତିରୋଧକ ଶକ୍ତି…

ମୋଦୀଙ୍କ କ୍ୟାବିନେଟରେ ବାକି ରହିଲେ ‘ଟିମ ଅଟଳ’ ର ୪ ମନ୍ତ୍ରୀ । ୭ ବର୍ଷ ମଧ୍ୟରେ ଏମିତି ଭାବେ ବାହାରିଗଲେ ଦଳର…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାରଦିନ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିଛନ୍ତି । ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ହୋଇଥିବା ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ଅନେକ ଯୁବ ଚେହେରାଙ୍କୁ ସୁଯୋଗ ମିଳିଛି । ଯଦି ଇତିହାସକୁ ଦେଖିବା ତେବେ ଅଟଳ ବିହାରୀ ବାଜପାୟୀଙ୍କ ସରକାରରେ…

ମିଛ କହି ଚାରି ଚାରିଟି ବିବାହ କରିବା ପଡିଲା ମହଙ୍ଗା : ଭୁବନେଶ୍ୱରର ବିଲ୍ଡରକୁ ବାନ୍ଧିଲା କମିଶନରେଟ ପୋଲିସ; ନିଜକୁ…

କନକ ବ୍ୟୁରୋ : ସାମ୍ନାକୁ ଆସିଲା ବିଲ୍ଡରଙ୍କ ରଙ୍ଗିଲା ମିଜାଜ । ମିଛ କହି ଏକାଧିକ ବିବାହ କରିଛନ୍ତି ବିଲ୍ଡର । ଆଦିତ୍ୟ ପାର୍କ କନ୍‌ଷ୍ଟ୍ରକ୍‌ସନ ମାଲିକଙ୍କ ପୁଅ ତଥା ବିଲ୍‌ଡର ପ୍ରିୟବ୍ରତ ମିଶ୍ର ବିରୋଧରେ ଆସିଛି ସଂଗିନ ଅଭିଯୋଗ। ଯୌତୁକ ଲୋଭରେ ଦୁଇଦୁଇଟି ବିବାହ କରିବା ଏବଂ ଉଭୟଙ୍କୁ…

ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ହରଦୀପ ସିଂହ ପୁରୀ : ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଗ୍ରହଣ କଲେ ଦାୟିତ୍ୱ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଆଜି ଶାସ୍ତ୍ରୀ ଭବନରେ ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମୟରେ ଉପସ୍ଥିତ ଥିଲେ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କୁ ନିଜ ବିଭାଗର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ଧର୍ମେନ୍ଦ୍ର । ଫୁଲତୋଡା ଦେଇ ନୂଆ ଦାୟିତ୍ୱ…