Daily Archives

July 8, 2021

ନୂଆ ଦାୟିତ୍ୱ ସହ ନୂଆ ଆହ୍ୱାନ । ରେଳର ବିକାଶ ନେଇ ଅଶ୍ୱିନୀ ବୈଷ୍ଣବଙ୍କ ଆଡକୁ ଚାହିଁଛି ଓଡ଼ିଶା । ଏପଟେ ନୂଆ ଶିକ୍ଷା…

କନକ ବ୍ୟୁରୋ: ଜଣେ ଓଡ଼ିଶାରୁ ସାଂସଦ ଆଉ ଜଣେ ଓଡ଼ିଆ ସାଂସଦ । ଯେତେବେଳେ ଦେଶର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦୁଇ ଓଡିଆ ନେତା ଦାୟିତ୍ୱ ଗ୍ରହଣ କରିଛନ୍ତି, ତେଣୁ ସ୍ୱାଭାବିକ ଭାବେ ଏହାକୁ ନେଇ ଓଡ଼ିଶାବାସୀ ବେଶ ଉତ୍ସାହିତ ଏବଂ ଆଶାବାଦୀ । ତେଣୁ ନୂଆ ରେଳମନ୍ତ୍ରୀଙ୍କଠାରୁ ପୁରୁଣା ପ୍ରକଳ୍ପ, ନୂଆ…

ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ କାମନା କଲେ…

କନକ ବ୍ୟୁରୋ: ଚଳିତ ବର୍ଷ  ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି  ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରୁ ଏହା ଜଣାଯାଇଛି । ଗତବର୍ଷ…

କେନ୍ଦ୍ର କ୍ୟାବିନେଟର ବଡ ଘୋଷଣା । ମଣ୍ଡି ଜରିଆରେ କୃଷକ ମାନଙ୍କ ପାଖରେ ପହଂଚିବ ୧ ଲକ୍ଷ କୋଟି ଟଙ୍କା । ସ୍ୱାସ୍ଥ୍ୟ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳ ବିସ୍ତାର ପରେ ଆଜି  ଆଜି ପ୍ରଧାନମନ୍ତ୍ରୀ ସମସ୍ତ ମନ୍ତ୍ରୀ ମାନଙ୍କ ଡକାଇ ଗୁରୁମନ୍ତ୍ର ଦେଇଛନ୍ତି । ସନ୍ଧ୍ୟା ୫ ଟାରେ ଆରମ୍ଭ ହୋଇଥିବା ବୈଠକ ଶେଷ ହୋଇଛି । ବୈଠକ ଶେଷ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି ଦେଶରେ କୃଷକ ମାନଙ୍କୁ…

ମୋଦୀ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଓଡିଶାର ରାଜନୀତିର ଦୁଇ ନେତା । ଏବେ ପ୍ରଶ୍ନ, ଓଡ଼ିଶା ରାଜନୀତିରେ କ’ଣ…

କନକ ବ୍ୟୁରୋ: ମୋଦୀଙ୍କ ନୂଆ କ୍ୟାବିନେଟରେ ଓଡ଼ିଶା ରାଜନୀତିର ଦୁଇ ବ୍ୟକ୍ତିତ୍ୱ ଆଜି ସମ୍ଭାଳିଛନ୍ତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଅଶ୍ୱିନୀ ବୈଷ୍ଣବ, ରେଳବାଇ ଓ ଆଇଟି ମନ୍ତ୍ରାଳୟ ଦାୟିତ୍ୱ ସମ୍ଭାଳିଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।…

ରାଜନୀତିରେ ବିଜୁଳି ସାଜୁଛି ମୁଖ୍ୟ ମୁଦ୍ଦା । ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ କରିବାକୁ ଘୋଷଣା କଲେ…

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଶକ୍ତିମନ୍ତ୍ରୀ ହରକ୍ ସିଂ ରାୱତ ଶକ୍ତି ବିଭାଗର ପ୍ରଥମ ବୈଠକରେ ବଡ ଘୋଷଣା କରିଛନ୍ତି । ତାଙ୍କ ଘୋଷଣା ମୁତାବକ ଉତ୍ତରାଖଣ୍ଡ ରାଜ୍ୟର ପ୍ରତ୍ୟେକ ଘରୋଇ ବିଜୁଳି ଉପଭୋକ୍ତାଙ୍କୁ ୧୦୦ ୟୁନିଟ୍ ବିଜୁଳି ବ୍ୟବହାର ଉପରେ କୌଣସି ବିଲ୍ ଦେବାକୁ ପଡିବ ନାହିଁ । କେବଳ…

୧୧ ତାରିଖରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍ । ହୀରାକୁଦ ଡ୍ୟାମ ପକ୍ଷରୁ ସତର୍କ ସୂଚନା ଜାରି ।

କନକ ବ୍ୟୁରୋ: ୧୧ ତାରିଖରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍୍ । ହୀରାକୁଦ ଡ୍ୟାମ ପକ୍ଷରୁ ସତର୍କ ସୂଚନା ଜାରି । ୧୧ ତାରିଖ ଦିନ ଯେକୌଣସି ସମୟରେ ଖୋଲା ଯାଇପାରେ ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛାଡିବା ନେଇ ସୂଚନା । ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି…