Daily Archives

July 5, 2021

ଲକଡାଉନ କଟକଣା ଭିତରେ କଟକରେ ଅସମ୍ଭାଳ ଭିଡ଼ : ବାଟ ପାଇଲା ନାହିଁ ଆମ୍ବୁଲାନ୍ସ; କଟକରୁ ଗୁରୁତର ରୋଗୀଙ୍କୁ ଭୁବନେଶ୍ୱର…

କନକ ବ୍ୟୁରୋ : ଭିଡ଼ ଭିତରେ ବାଟ ପାଇଲା ନାହିଁ ଆମ୍ବୁଲାନ୍ସ । କଟକ ନୟାସଡ଼କ ଅଂଚଳରେ ନାହିଁ ନଥିବା ଭିଡ଼ । ଆଉ ଏହି ଭିଡ଼ ଭିତରେ ବାଟ ଖୋଜୁଛି ଆମ୍ବୁଲାନ୍ସ । ଜଣେ ଗୁରୁତର ରୋଗୀ କଟକରୁ ଭୁବନେଶ୍ୱର ଯିବାକୁ ଥିବା ବେଳେ, ଗହଳିରେ ଫଶିଯାଇଛି ଆମ୍ବୁଲାନ୍ସ । ସ୍ଥାନୀୟ ଅଂଳରେ ଦୋକାନ ବଜାର ଖୋଲା…

ମାଲକାନଗିରିରେ ଜଙ୍ଗଲ ବାବୁଙ୍କ କଳାକାରନାମା : ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ ପରେ ଗିରଫ ହେଲେ ଫରେଷ୍ଟର…

କନକ ବ୍ୟୁରୋ : ଲଭ୍, ସେକ୍ସ ଆଉ ଧୋକା । ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲେ ଫରେଷ୍ଟର । ଏଭଳି ସଙ୍ଗିନ୍ ଅଭିଯୋଗ ଆସିଛି ମାଲକାନଗିରି ଫରେଷ୍ଟର ମୁରଲିଧର ଅନୁଗୁଳିଆଙ୍କ ନାଁରେ । ତେବେ ଫରେଷ୍ଟର ଜଣଙ୍କ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ବିବାହର ପ୍ରତିଶ୍ରୁତି…

ରାଜ୍ୟରେ ପ୍ରତିଦିନ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର : ସବୁ ଜିଲ୍ଲାରେ ୧୦୦ ଉପରେ ଲିଟର ପିଛା ପେଟ୍ରୋଲ ଦର

କନକ ବ୍ୟୁରୋ : ରାଜ୍ୟରେ ପ୍ରତିଦିନ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ସବୁ ଜିଲ୍ଲାରେ ୧୦୦ ଉପରେ ଲିଟର ପିଛା ପେଟ୍ରୋଲ ଦର ରହିଛି ।  କାଲିମେଳା, ପାରଳାଖେମୁଣ୍ଡି, ନବରଙ୍ଗପୁର ପରି ଅଧିକାଂଶ ଅଞ୍ଚଳରେ ଡିଜେଲ ବି ୧୦୦ ପାର କରିଛି । ଆଜିର ତେଲ ଦର :- ସହର                ପେଟ୍ରୋଲ…

ବଢୁଛି ଦିଦିଙ୍କ ଦମ୍ , ଆଜି ଟିଏମସିରେ ସାମିଲ ହୋଇପାରିନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ଆସନରେ ଟିଏମସି ଜିତିବା ପରେ ବିରୋଧୀଦଳର ଅନେକ ନେତା ଟିଏମସିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ ବିଜେପି ଛାଡି ଟିଏମସିରେ ଯୋଗ ଦେବା ପରେ ଆଜି ସନ୍ଧ୍ୟା ୪ ଟାରେ ପୂର୍ବତନ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି : ଅଯୋଗ୍ୟ ହିତାଧିକାରୀଙ୍କୁ ଘର…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ବିଭିନ୍ନ ସ୍ଥାନରେ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଇଥିବା ଅଭିଯୋଗ ଆଣିଛି ବିଜେପି । ଏପରିକି ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଛି ବିଜେପି । ପାଖାପାଖି ହଜାରେ…

ପଟ୍ଟାମୁଣ୍ଡାଇରୁ ଆସିଲା ଟିକା ହେରଫେରର ସାଂଘାତିକ ଅଭିଯୋଗ : ଟିକା ନେଇ ନାହାନ୍ତି…ହେଲେ ମୋବାଇଲକୁ ଆସିଲା…

କନକ ବ୍ୟୁରୋ : ଟିକାକରଣରେ ବ୍ୟାପକ ଅନିୟମିତତା ଅଭିଯୋଗ । ଟିକା ନେଇ ନଥିବା ବେଳେ ପ୍ରଥମ ଡୋଜ୍ ଟିକା ନେଇସାରିଥିବା ମୋବାଇଲକୁ ଆସିଲା ମେସେଜ୍ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ କଷଣଅଂଟା ଗାଁର ଗୋବିନ୍ଦ ସାହୁ କରୋନା ଟିକା ନେବା ପାଇଁ କୋ-ୱିନ ପୋର୍ଟାଲରେ ପଞ୍ଜିକରଣ କରିଥିଲେ ।…