କନକ ବ୍ୟୁରୋ : ରାଜ୍ୟରେ ପ୍ରତିଦିନ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ସବୁ ଜିଲ୍ଲାରେ ୧୦୦ ଉପରେ ଲିଟର ପିଛା ପେଟ୍ରୋଲ ଦର ରହିଛି । କାଲିମେଳା, ପାରଳାଖେମୁଣ୍ଡି, ନବରଙ୍ଗପୁର ପରି ଅଧିକାଂଶ ଅଞ୍ଚଳରେ ଡିଜେଲ ବି ୧୦୦ ପାର କରିଛି ।
ଆଜିର ତେଲ ଦର :-
ସହର ପେଟ୍ରୋଲ ଡିଜେଲ
ଭୁବନେଶ୍ୱର ୧୦୦.୬୬ ୯୭.୩୯
କଟକ ୧୦୦.୯୮ ୯୭.୭୦
ଭଦ୍ରକ ୧୦୦.୧୯ ୯୭.୯୩
ଢେଙ୍କାନାଳ ୧୦୧.୩୮ ୯୮.୦୯
ରାଉରକେଲା ୧୦୧.୭୨ ୯୮.୪୩
ଖୋର୍ଦ୍ଧା ୧୦୦.୭୭ ୯୭.୫୦
ଯାଜପୁର ରୋଡ୍ ୧୦୧.୧୦ ୯୭.୮୦
ନୂଆପଡା ୧୦୨.୯୨ ୯୯.୫୯
କାଲିମେଳା ୧୦୬.୩୬ ୧୦୩.୧୯
ନବରଙ୍ଗପୁର ୧୦୪.୫୬ ୧୦୧.୧୭
ପାରଳାଖେମୁଣ୍ଡି ୧୦୨.୯୫ ୯୯.୬୦