Daily Archives

July 5, 2021

କଂଗ୍ରେସକୁ ଝଟକା, ଟିଏମସିରେ ସାମିଲ ହେଲେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍

କନକ ବ୍ୟୁରୋ : ଭାରତର ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ଦିବଙ୍ଗତ ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ବଡପୁଅ ଅଭିଜିତ୍ ମୁଖାର୍ଜୀ ଆଜି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ କୋଲକତାରେ ଟିଏମସିର ବଡ ବଡ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ସେ କଂଗ୍ରେସ ଛାଡିବା ପରେ…

କାଳିଆର ସେବା ଆଗରେ ହାର ମାନିଛି ବୟସ । ସୂତା ତିଆରି କରୁଛନ୍ତି ୯୦ ବର୍ଷିୟ ବୃଦ୍ଧା । ଗୀତ ଗୋବିନ୍ଦ ପାଟ ବୁଣୁଛନ୍ତି…

କନକ ବ୍ୟୁରୋ: କାଳିଆର ଲିଳା ଅପାର । ତା ସେବା କରିବା ଭାଗ୍ୟରେ ଥିଲେ ମିଳେ । ସେ ଦିବ୍ୟାଙ୍ଗ ହୁଅନ୍ତୁ କି ବୃଦ୍ଧା । ତା ସେବା କରିବାକୁ ଯେମିତି ଦେହରେ ଆସିଯାଏ ଅନେକ ବଳ । ଥକି ପଡ଼ନ୍ତିନି ବରଂ ସେମାନଙ୍କ ମୁହଁରେ ଥାଏ ବଡ ସାଆନ୍ତର ସେବା କଲେ ସେମାନଙ୍କୁ ମିଳୁଛି ଅପୂର୍ବ ଆନନ୍ଦ । ଘୁରିଛି…

ଗାଁରେ ସହରର ଭ୍ରମ । ଗାଁ ପରିମଳକୁ ସ୍ୱଚ୍ଛ ରଖିବା ପାଇଁ ତିଆରି ହେଲା ପାର୍କ । ଏନଆରଜିଏସ ଯୋଜନାରେ ଖୋଳା ହୋଇଥିବା…

କନକ ବ୍ୟୁରୋ: ଏନଆରଜିଏସ ଯୋଜନାରେ ମାଧ୍ୟମରେ ଗାଁରେ ନିର୍ମାଣ ହୋଇଛି ସୁନ୍ଦର ଆମୋଦପ୍ରମୋଦ ଉଦ୍ୟାନ । ଆଉ ଫୁରସତ୍ ମିଳିଲେ ପାର୍କରେ ଘେରାଏ ବୁଲି ମନୋରଞ୍ଜନ କରୁଛନ୍ତି ଗାଁ ଲୋକେ । ଲୋକଙ୍କ ମନରେ ସକରାତ୍ମକ ଭାବନା ଓ ଶାନ୍ତି ଭରିଦେଉଛି କେନ୍ଦ୍ରାପଡା ଆଳି ବ୍ଲକ ଟୁଙ୍ଗା ଗାଁର ଥିବା ଏହି…

ନିଅଣ୍ଟିଆ ଟିକା ଭିତରେ ଆଶା ସଂଚାର କଲା ମଡର୍ଣ୍ଣା । ଚଳିତ ସପ୍ତାହରେ ଭାରତରେ ପହଂଚିବା ନେଇ ଆକଳନ

କନକ ବ୍ୟୁରୋ : କରୋନା ବିରୋଧୀ ଲଢେଇରେ ଟିକା ହିଁ ଏକମାତ୍ର ଅସ୍ତ୍ର । ଏକଥା ବୈଜ୍ଞାନିକମାନେ ବାରମ୍ବାର କହିଚାଲିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ବି ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ପ୍ରୟାସ କରୁଛନ୍ତି । ହେଲେ ଟିକାର ନିଅଣ୍ଟିଆ ଉତ୍ପାଦନ ନେଇ ଟିକାକରଣରେ ବାରମ୍ବାର ବ୍ୟାଘାତ…

ରାଜ୍ୟରେ ୧୩୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ । ଏବେ ସୁଦ୍ଧା ୨୦ ଜୀବନ ନେଲାଣି ବ୍ଲାକ ଫଙ୍ଗସ୍ ।

କନକ ବ୍ୟୁରୋ: ରାଜ୍ୟରେ ୧୩୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ । ରାଜ୍ୟରେ ୨୦ ଜଣଙ୍କର ଜୀବନ ନେଲାଣି ବ୍ଲାକ ଫଙ୍ଗସ୍ । ବର୍ତ୍ତମାନ ସୁଦ୍ଧା ବ୍ଲାକ ଫଙ୍ଗସରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୬ ଜଣ । ଏହାସହ ଏମ୍ସରେ ସର୍ବାଧିକ ବ୍ଲାକ ଫଙ୍ଗସ୍ ରୋଗୀ ଚିକିତ୍ସିତ ହେଉଛନ୍ତି । ଏନେଇ ରାଜ୍ୟ…

ଏଣିକି କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ । ଜୁଲାଇ ୬ରୁ ସମସ୍ତ ଟିଚିଂ ଓ ନନ ଟିଚିଂ ଷ୍ଟାଫ୍ କଲେଜ ଆସିବାକୁ…

କନକ ବ୍ୟୁରୋ: ଧିରେ ଧିରେ କମୁଛି କରୋନା ସଂକ୍ରମଣ । କୋହଳ ହେଉଛି ଲକଡ଼ାଉନ୍ କଟକଣା । ଏହାରି ଭିତରେ ଉଚ୍ଚଶିକ୍ଷା ବିଭାଗ ଜାରି କରିଛି ନୂଆ ନିର୍ଦ୍ଦେଶନାମା । ଏଣିକି କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ । ଜୁଲାଇ ୬ତାରିଖରୁ ସମସ୍ତ ଟିଚିଂ ଓ ନନ ଟିଚିଂ ଷ୍ଟାଫ୍ ଡ଼ିଗ୍ରୀ କଲେଜ ଓ…