Daily Archives

July 5, 2021

ଆଜିଠାରୁ ପୁଣି ଜୋରଦାର ହେଲା ଟିକାକରଣ । ଭୁବନେଶ୍ୱର ଓ କଟକରେ ଅନସ୍ପଟ ଟିକାକରଣ । ସେପଟେ ଜଗତସିଂହପୁର ବାଲିକୁଦା…

କନକ ବ୍ୟୁରୋ: ଟିକା ପାଇଁ ଠେଲା ପେଲା । ଜଗତସିଂହପୁର ବାଲିକୁଦା ଟିକାକରଣ କେନ୍ଦ୍ରରୁ ଆସିଲା ଏଭଳି ଚିତ୍ର । ଟିକା ନେବା ପାଇଁ ଲୋକେ ୪ଟା ରାତିରୁ ଆସି ଟିକାକରଣ କେନ୍ଦ୍ରରେ ଲାଇନ୍ ଲଗାଉଛନ୍ତି । ଏପରିକି ଟିକା ନେବା ପାଇଁ ପରସ୍ପର ଭିତରେ ଠେଲା ପେଲା ହେଉଥିବାର ଦେଖିବାକୁ ମିଳିଛି । ଭିଡ଼…

ମହାରାଷ୍ଟ୍ର ବିଧାନସଭାରେ ବିଜେପି ବିଧାୟକଙ୍କ ହଟ୍ଟଗୋଳ । ୧୨ ବିଧାୟକ ୧ ବର୍ଷ ପାଇଁ ନିଲମ୍ବିତ

କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭାରେ ହଟ୍ଟଗୋଳ କରିବା ଅଭିଯୋଗରେ ୧୨ ଜଣ ବିଜେପି ବିଧାୟକଙ୍କୁ ୧ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ବିଧାୟକମାନେ ପଛୁଆବର୍ଗଙ୍କୁ ଆରକ୍ଷଣ ଦେବା ଦାବିରେ ହଟ୍ଟଗୋଳ କରିଥିଲେ । ଏହି ମାମଲାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ବିଧାୟକ…

ଭୁବନେଶ୍ୱର ଭୀମଟାଙ୍ଗୀରେ ଘର ଭିତରୁ ମିଳିଲା ମହିଳାଙ୍କ ମୃତଦେହ । ଡ଼ିସିପି କହିଲେ ଧାରୁଆ ଅସ୍ତ୍ରରେ କରାଯାଇଛି ହତ୍ୟା

କନକ ବ୍ୟୁରୋ: ରାଜଧାନୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଭୀମଟାଙ୍ଗିସ୍ଥିତ ହାଉସିଂ ବୋର୍ଡ଼ କଲୋନୀରୁ ଘର ଭିତରୁ ମୃତଦେହ ଉଦ୍ଧାର କଲା ଏୟାଫିଲ୍ଡ ଥାନା ପୋଲିସ । ତେବେ ସେହି ଘରେ ଆଉ ଜଣେ ଆହତ ବ୍ୟକ୍ତିଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ…

ଆସନ୍ତା କାଲିଠାରୁ ବିହାରରେ କୋହଳ ହେବ କରୋନା କଟକଣା । କିଛି ସର୍ତ୍ତ ସହିତ ଖୋଲିବ ଶିକ୍ଷାନୁଷ୍ଠାନ

କନକ ବ୍ୟୁରୋ :  ଜୁଲାଇ ୬ ତାରିଖରୁ ବିହାରରେ କୋଭିଡ କଟକଣା କୋହଳ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । କମୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୀତିଶ କୁମାର ଏନେଇ ଏକ ସମୀକ୍ଷା ବୈଠକ କରିଥିଲେ । ବୈଠକ ପରେ ନୀତିଶ କୁମାର ଦେଇଥିବା ସୂଚନା ମୁତାବକ…

ରାଜଧାନୀରୁ ମହିଳାଙ୍କ ମୃତଦେହ ଉଦ୍ଧାର : ଘର ଭିତରୁ ମୃତଦେହ ଉଦ୍ଧାର କଲା ଏୟାଫିଲ୍ଡ ଥାନା ପୋଲିସ

କନକ ବ୍ୟୁରୋ : ରାଜଧାନୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଭିମଟାଙ୍ଗି ସ୍ଥିତ ହାଉସିଂ ବୋର୍ଡ଼ କଲୋନୀରୁ ଘର ଭିତରୁ ମୃତଦେହ ଉଦ୍ଧାର କଲା ଏୟାଫିଲ୍ଡ ଥାନା ପୋଲିସ । ତେବେ ସେହି ଘରେ ଆଉ ଜଣେ ଆହତ ବ୍ୟକ୍ତିଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ୧୬ଜିଲ୍ଲାକୁ ‘ଆବାସ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବସ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି ପ୍ରଭାବିତ ୧୪ଟି ଜିଲ୍ଲାରେ ୧୮ ଲକ୍ଷ ୧୭ ହଜାର ଆବାସ ନିର୍ମାଣ ପାଇଁ କେନ୍ଦ୍ର ଅନୁମତି ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ…