Daily Archives

July 5, 2021

ବିଶ୍ୱ ଦରବାରରେ ବଢୁଛି କୋ-ୱିନ ପୋର୍ଟାଲର ଚାହିଦା । ବ୍ୟବହାର ପାଇଁ ଆଗ୍ରହ ଦେଖାଇଛନ୍ତି ୫୦ଟି ଦେଶ 

କନକ ବ୍ୟୁରୋ: ବିଶ୍ୱ ଦରବାରରେ ବଢୁଛି କୋ-ୱିନ ପୋର୍ଟାଲର ଚାହିଦା । କରୋନା ଟିକାକରଣ ପାଇଁ ଭାରତ ସରକାରଙ୍କ ପକ୍ଷରୁ ବିକଶିତ ହୋଇଥିବା ଏହି ସ୍ୱତନ୍ତ୍ର ପୋର୍ଟାଲ ପ୍ରତି ଆଗ୍ରହ ଦେଖାଇଛନ୍ତି ୫୦ରୁ ଅଧିକ ଦେଶ । ତେଣୁ ଏହି ପୋର୍ଟାଲକୁ ବିଶ୍ୱବ୍ୟାପୀ ଲଂଚ୍ କରାଯାଇଛି । ଆଜି କୋ-ୱିନ ଗ୍ଲୋବାଲ…

ରାଜଧାନୀରେ ମହିଳାଙ୍କୁ ନିର୍ମମ ହତ୍ୟା । ମହିଳାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା ହତ୍ୟାକାରୀ…

କନକ ବ୍ୟୁରୋ : ଭୁବନେଶ୍ୱର ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯିବାକୁ ନେଇ ସାରା ରାଜ୍ୟରେ ଚହଳ ପଡିଛି । ମହିଳାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ ଏପରି ହତ୍ୟାକାଣ୍ଡ ଘଟାଇଛି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ଯୁବକ ପ୍ରିୟଦର୍ଶିନୀଙ୍କୁ ହତ୍ୟା…

ପ୍ରଖ୍ୟାତ ସମାଜସେବୀ ଷ୍ଟାନ ସ୍ୱାମୀଙ୍କ ୮୪ ବର୍ଷରେ ପରଲୋକ । ଜାମିନ ଆବେଦନର ଶୁଣାଣୀ ଭିତରେ ଆରପାରିକୁ ଚାଲିଗଲେ ଷ୍ଟାନ…

କନକ ବ୍ୟୁରୋ: ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ କରୁଥିବା ଷ୍ଟାନ ସ୍ୱାମୀଙ୍କ କଥା ଆପଣ ଶୁଣିଥିବେ । ଏକ ମାମଲାରେ ହଠାତ ଗତ ବର୍ଷ ତାଙ୍କୁ ଗିରଫ କରାଯାଇଥିଲା । ଅଭିଯୋଗ ଥିଲା ମାଓବାଦୀଙ୍କ ସହ ସମ୍ପର୍କ ରଖିଛନ୍ତି । ୮୪ ବର୍ଷ ବୟସରେ ତାଙ୍କୁ ଜେଲ ଯିବାକୁ ପଡିଲା । ଜାମିନ ପାଇଁ ଆବେଦନ ବି…

ଫିଲିଫାଇନ୍ସରେ ସେନାର ବଡ ବିମାନ ଦୁର୍ଘଟଣା । ସେନାର ୪୫ ଯବାନ ଦୁର୍ଘଟଣାରେ ସହିଦ

କନକ ବ୍ୟୁରୋ: ଫିଲିଫାଇନ୍ସରେ ସେନା ବିମାନ ଦୁର୍ଘଟଣା । ଫିଲିଫାଇନ୍ସ ଦକ୍ଷୀଣ ପ୍ରାନ୍ତରେ ସେନାକୁ ନେଇ ଯାଉଥିବା ଏୟାରଫୋର୍ସର ଏକ ବିମାନ ଦୁର୍ଘଟଣା ହେବା ଫଳରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି । ଫିଲିଫାଇନ୍ସ ବାୟୁସେନା ଇତିହାସର ଏହା ଏକ ବଡ ଦୁର୍ଘଟଣା । ୯୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି…

ବଦଳୁଛି ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆଭିମୁଖ୍ୟ । ହିନ୍ଦୁତ୍ୱ ନାରା ଦେଉଥିବା ଭାଗବତ କହିଲେ, ହିନ୍ଦୁ-ମୁସଲମାନ ଏକ,…

କନକ ବ୍ୟୁରୋ: ସବୁବେଳେ ହିନ୍ଦୁତ୍ୱର ନାରା ଦେଉଥିବା ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘର ମୁଖ୍ୟ ମୋହନ ଭାଗବତ କହିଛନ୍ତି ହିନ୍ଦୁ-ମୁସଲିମ୍ ଏକ । ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୋହନ ଭାଗବତ କହିଛନ୍ତି ସବୁ ଭାରତୀୟଙ୍କ ଡିଏନଏ ଏକ । ଏଠାରେ ସମ୍ପ୍ରଦାୟର ପ୍ରଶ୍ନ ଉଠୁନାହିଁ । ସଂଘ ପ୍ରମୁଖ…

ବଡ଼ଦାଣ୍ଡର ଛାତ ଉପରୁ କେହି ଦେଖି ପାରିବେନି ରଥଯାତ୍ରା । ପ୍ରଶାସନର ବାରଣ ପରେ କଟକଣା ହଟାଇବାକୁ ଦାବି କଲେ ବଡ଼ଦାଣ୍ଡ…

କନକ ବ୍ୟୁରୋ : ପୁରୀ ବଡଦାଣ୍ଡରେ ଥିବା ଘର ଛାତ ଉପରୁ ରଥଯାତ୍ରା ଦେଖିବା ଉପରେ ପ୍ରଶାସନ କଟକଣା ଲଗାଇବା ପରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେମାନେ ନିଜ ନିଜ ଛାତ ଉପରୁ କାହିଁକି ରଥଯାତ୍ରା ଦେଖିପାରିବେ ନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କରୋନା ପୂର୍ବର ରଥଯାତ୍ରାର ଦୃଶ୍ୟ ଏମିତି…