Daily Archives

July 4, 2021

ସୋସିଆଲ ମିଡିଆରେ ସରକାରୀ ଓ ଘରୋଇ ସ୍କୁଲକୁ ନେଇ ଚର୍ଚ୍ଚା । ପ୍ରୋଫାଇଲ ଫଟୋରେ ଲେଖୁଛନ୍ତି, ସରକାରୀ ସ୍କୁଲରେ ପାଠ…

କନକ ବ୍ୟୁରୋ : ସୋସିଆଲ ମିଡିଆରେ ସରକାରୀ ସ୍କୁଲ ଓ ଘରୋଇ ସ୍କୁଲକୁ ନେଇ ଚର୍ଚ୍ଚା । ସରକାରୀ ସ୍କୁଲରେ ପାଠପଢ଼ିଥିବା ଲୋକେ ନିଜ ପ୍ରୋଫାଇଲ ଫଟୋରେ ମୁଁ ସରକାରୀ ସ୍କୁଲରେ ପଢ଼ିଛି ବୋଲି ଲେଖୁଛନ୍ତି । ଏବଂ ଏଥିପାଇଁ ମୁଁ ଗର୍ବିିତ ବୋଲି ମଧ୍ୟ ଲେଖୁଛନ୍ତି । ମାଟ୍ରିକ ରେଜଲ୍ଟ ବାହାରିବା ପରେ କିଛି…

ରାଜ୍ୟରେ କମୁଛି କରୋନା ସଂକ୍ରମଣ, ହେଲେ ସ୍ଥିର ରହୁଛି ମୃତ୍ୟୁ ସଂଖ୍ୟା । କାହିଁକି କମୁନି ମୃତ୍ୟୁ ସଂଖ୍ୟା, ବଢ଼ୁଛି…

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ କମି କମି ଚାଲିଛି । ହେଲେ, ମୃତ୍ୟୁ ସଂଖ୍ୟା ପ୍ରାୟ ସ୍ଥିର ରହୁଛି । ସଂକ୍ରମଣ କମୁଥିଲେ ବି କାହିଁକି ମୃତ୍ୟୁ ସଂଖ୍ୟା କମୁନି ତାକୁ ନେଇ ବଢ଼ିବାରେ ଲାଗିଛି ଦ୍ୱନ୍ଦ୍ୱ । ପ୍ରଶ୍ନ ଉଠୁଛି, ସୁପ୍ରିମକୋର୍ଟଙ୍କ ତାଗିଦ ପରେ ବଦଳି ଯାଇଛି କି ସରକାରଙ୍କ…

ଅଲିମ୍ପିକ୍ସ ଟିକଟ୍ ପାଇବା ପରେ ସମ୍ବର୍ଦ୍ଧନା ଉତ୍ସବରେ ଦୂତୀଙ୍କ ବୟାନ । କହିଲେ, ତାଙ୍କୁ ନେଇ ବିବାଦ ହେଲେ, ସେତିକି…

କନକ ବ୍ୟୁରୋ : ଅଲିମ୍ପିକ୍ସ ଟିକଟ ପାଇ ଦୂତୀ ଚାନ୍ଦ ଓଡିଶା ଫେରିବା ପରେ ତାଙ୍କୁ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ଦୂତି କହିଛନ୍ତି, ତାଙ୍କୁ ନେଇ ଯେତେ ବିବାଦ ହୁଏ, ସେ ସେତିକି ସଫଳତା ହାସଲ କରନ୍ତି । ଅର୍ଥାତ କୌଣସି ବିବାଦ ତାଙ୍କୁ…

ବଞ୍ଚାଇ ଦେଉଛି କରୋନା ଟିକା । ଆମେରିକାର ବିଶିଷ୍ଟ ଡାକ୍ତର କହିଲେ, ମୃତକଙ୍କ ମଧ୍ୟରୁ ୯୯ ଦଶମିକ ୫ ପ୍ରତିଶତ ନେଇନଥିଲେ…

କନକ ବ୍ୟୁରୋ: ଜୀବନ ବଞ୍ଚାଇ ଦେଉଛି କରୋନା ଟିକା । ସମସ୍ତେ ଏକଥା କହି ଆସୁଛନ୍ତି । କିନ୍ତୁ ଆଜି ଆମେରିକାର ଜଣେ ବିଶିଷ୍ଠ ଡାକ୍ତର ଫାହିମ ୟୁନୁସ ଏନେଇ ତଥ୍ୟ ଦେଇଛନ୍ତି । ଟୁଇଟ୍ କରି ସେ କହିଛନ୍ତି ଗତ ୬ମାସ ମଧ୍ୟରେ ଆମେରିକାରେ ଯେତିକି ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି, ସେଥିମଧ୍ୟରୁ…

କିଛି ମିନିଟର ବର୍ଷାରେ ବେହାଲ ହେଲା ଭୁବନେଶ୍ୱର । ଇସ୍କନ ସମ୍ମୁଖ ରାଜରାସ୍ତାରେ ପାଣିର ପ୍ରଖର ସୁଅ । ବୁଡିବାକୁ ବସିଲା…

କନକ ବ୍ୟୁରୋ: ମାତ୍ର କିଛି ସମୟର ବର୍ଷାରେ ଭୁବନେଶ୍ୱରରେ ବନ୍ୟା ଭଳି ପରିସ୍ଥତି ସୃଷ୍ଟି ହୋଇଯାଇଥିଲା । ରାଜଧାନୀ ରାସ୍ତାରେ ଜମି ରହିଥିଲା ଏହି ଭଳି ପାଣି । ଏହି ଦୃଶ୍ୟ ହେଉଛି ଇସ୍କନ ମନ୍ଦିର ସାମନାର ଦୃଶ୍ୟ । ପାଣି ଏତେ ମାତ୍ରାରେ ବଢ଼ି ଯାଇଥିଲା, ଯେ କାର ଓ ଅଟୋ ରିକ୍ସା ବୁଡିବା ଭଳି…

କେନ୍ଦୁଝରରେ ଅଭାବନୀୟ ଘଟଣା । ବଜ୍ରାଘାତରେ ୩୨ ଗୋରୁ ଓ ୩୬ ମେଣ୍ଢା ମୃତ, ଅଳ୍ପକେ ବର୍ତ୍ତିଲେ ଗୋରୁଚରାଳି ।

କନକ ବ୍ୟୁରୋ : ବାଂଶପାଳ ବ୍ଲକରେ ବଜ୍ରାଘାତ ଘଟି ବିଭିନ୍ନ ସ୍ଥାନରେ ଗୋରୁ ଓ ମେଣ୍ଢା ମୁତ୍ୟୁବରଣ କରିଛନ୍ତି । ଆଜି ଦିନ ବେଳା କାଦକଳା ଗ୍ରାମରେ ଆନନ୍ଦ ଦେହୁରୀ ଜଂଗଲରେ ଗାଈ ଚରାଉଥିବା ବେଳେ ଝିପି ଝିପି ବର୍ଷା ହୋଇଥିଲା । ଏହି ସମୟରେ ଗୋରୁପଲ ଏକ ଜାମୁ ଗଛ ମୂଳରେ ଆଶ୍ରୟ ନେଇଥିଲେ । ହଠାତ…