Daily Archives

July 3, 2021

ସତ ହୋଇଥିଲେ ସାଂଘାତିକ । ଚିକିତ୍ସା ଅବହେଳାରୁ ଆଖି ବୁଜିଲେ ରୋଗୀ । ବାହାଘରର ୧୨ ଦିନ ପରେ ପତ୍ନୀଙ୍କୁ ହରାଇଲେ ଅଜିତ୍…

କନକ ବ୍ୟୁରୋ: କରୋନା କାଳରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଭୁରିଭୁରି ପ୍ରଶଂସା କରାଯାଉଛି । ହେଲେ, କେତେକ ସ୍ଥାନରୁ ଚିକିତ୍ସା ଅବହେଳା ନେଇ ଡାକ୍ତରଙ୍କ ବିରୋଧରେ ଆସୁଥିବା ଅଭିଯୋଗ ଏହି ପ୍ରଂଶସା ଉପରେ ଏକ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲରୁ ସେହିପରି…

ପ୍ରେମରେ ଫସେଇ ଲୁଟି ନେଲା ସାଇବର ଠକ । ବିବାହ ପ୍ରତିଶ୍ରୁତି ଦେବା ପରେ ବିଦେଶୀ ଗିପ୍ଟ ନାଁରେ ଲୁଟି ନେଲେ ପ୍ରାୟ ୪…

କନକ ବ୍ୟୁରୋ: ସାଇବର ଅପରାଧୀକୁ ରୋକିବା ପାଇଁ ଯେତେ ପ୍ରକାର ବ୍ୟବସ୍ଥା କରାଗଲେ ବି ସେମାନେ ନୂଆ ନୂଆ ଚାଲ କରି ଠକେଇ ଜାରି ରଖିଛନ୍ତି । କେତେବେଳେ ଫେସବୁକ୍ ସାଇଟରେ ବନ୍ଧୁତା କରି ତ ଆଉ କେତେବେଳେ ବ୍ୟାଙ୍କ ଆକାଉଣ୍ଟ ଡାଟା ଅପଡେଟର ବାହାନା କରି । ଠିକ୍ ସେହିପରି ଏବେ, ମେଟ୍ରିମୋନିଆଲ…

ରାଜ୍ୟରେ ଘୁଞ୍ଚିଲା ଗର୍ଭବତୀଙ୍କ ଟିକାକରଣ, ଟ୍ରେନିଂ ପରେ ଦିଆଯିବ ଟିକା । ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ…

କନକ ବ୍ୟୁରୋ: ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନର ତଥ୍ୟ ଅନୁସାରେ, ୧୫ ବର୍ଷରୁ ୪୪ ବର୍ଷ ମଧ୍ୟରେ ୪ଲକ୍ଷ ମହିଳାଙ୍କ ଉପରେ କରାଯାଇଥିବା ସର୍ଭେରୁ ଜଣାପଡିଥିଲା ଗର୍ଭବତୀ ମହିଳାଙ୍କୁ ଆଇସିୟୁ, ଭେଂଟିଲେସନ ଏବଂ ଅକ୍ସିଜେନର ଆବଶ୍ୟକତା ସମ୍ଭାବନା ଅଧିକ । ଗର୍ଭବତୀ ମହିଳାଙ୍କ…

ସାରା ବିଶ୍ୱକୁ ଡରାଉଛି ଡେଲଟା ଭୂତାଣୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କବାଣୀ, ମାରାତ୍ମକ ହେଉଛି ଡେଲଟା ଭାରିଏଣ୍ଟ,…

କନକ ବ୍ୟୁରୋ: ବଢ଼ିଚାଲିଛି ଡେଲଟା କରୋନା ଭୂତାଣୁ । ବିଭିନ୍ନ ଦେଶରେ ଏହି ମାରାତ୍ମକ ଭୂତାଣୁ ମ୍ୟୁଟାଣ୍ଟ କରୁଛି ବା ରୂପ ବଦଳାଉଛି । ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି । ଡବ୍ଲୁଏଚଓର ମହାନିର୍ଦ୍ଦେଶକ କହିଛନ୍ତି କୋଭିଡ- ୧୯ ମହାମାରୀର ଅତ୍ୟନ୍ତ କଠିନ ସମୟ ଦେଇ ଗତି…

ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା । କେବଳ ସେବାୟତମାନେ ଟାଣିବେ ମହାପ୍ରଭୁଙ୍କ ତିନି ରଥ । 

କନକ ବ୍ୟୁରୋ: କୋଭିଡ୍ କଟକଣା ମଧ୍ୟରେ ଚଳିତ ବର୍ଷ କିପରି ଭାବେ ମହାପ୍ରଭୁଙ୍କ ଘୋଷଯାତ୍ରା ଆୟୋଜିତ ହେବ ସେନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ତାଙ୍କ କହିବା ମୁତାବକ, ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କେବଳ ସେବାୟତମାନଙ୍କୁ ନେଇ ରଥଯାତ୍ରା…

କରୋନା ସମୟରେ ଡିଜିଟାଲ ପେମେଣ୍ଟର ଚାହିଦା ବଢୁଛି । ଜୁନରେ ସାଢେ ୫ ଲକ୍ଷ କୋଟିର ୟୁପିଆଇ କାରବାର ।

କନକ ବ୍ୟୁରୋ : କରୋନା ସମୟରେ ଲୋକମାନେ ଅର୍ଥ ନେଣଦେଣ ପାଇଁ ଡିଜିଟାଲ ପେମେଣ୍ଟକୁ ଅଧିକ ପସନ୍ଦ କରୁଛନ୍ତି, ଅଧିକ ସୁରକ୍ଷିତ ମନେ କରୁଛନ୍ତି । ଏନପିସିଆଇ (ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ) ପକ୍ଷରୁ ନିକଟରେ ପ୍ରକାଶିତ ତଥ୍ୟ ଅନୁସାରେ ଦେଶରେ ୟୁପିଆଇ ପେମେଣ୍ଟ ପରିମାଣ ବଢିଚାଲିଛି…