Daily Archives

June 28, 2021

ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ତେଜୁଛି ଅସନ୍ତୋଷ : ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲେ ଛାତ୍ରଛାତ୍ରୀ ଓ…

କନକ ବ୍ୟୁରୋ : ମାର୍କକୁ ନେଇ ପିଲାଙ୍କ ମନ ଖରାପ । ମାଟ୍ରିକ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି । ସ୍କୁଲ ଗୁଡ଼ିକରୁ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ବୋର୍ଡ ଅଫିସ୍ ଯାଏଁ ପହଂଚିଯାଇଛି । କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀ…

କୋଭିଡ-୧୯ ଟିକା କୋଭିସିଲ୍ଡକୁ ନେଇ ବିବାଦ । କୋଭିସିଲ୍ଡ ଟିକା ନେଇଥିବା ଭାରତୀୟଙ୍କୁ ୟୁରୋପରେ ନୋ ଏଣ୍ଟ୍ରି

କନକ ବ୍ୟୁରୋ : କୋଭିଡ-୧୯ ଟିକା କୋଭିସିଲ୍ଡ ନେଇଥିବା ଭାରତୀୟଙ୍କୁ ୟୁରୋପ ପ୍ରବେଶ ଉପରେ କଟକଣା ଲାଗିବା ପରେ ଏହାକୁ ନେଇ ଆଗକୁ ଆସିଛନ୍ତି କୋଭିସିଲ୍ଡ ଟକା ନିର୍ମାତା ସେରମ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଅଦାର ପୁନାୱାଲା । ପୁନାୱାଲା ଟ୍ୱିଟ ଯୋଗେ କହିଛନ୍ତି କି ଏନେଇ ଥିବା ସମସ୍ତ ଅସୁବିଧାକୁ…

୫୭ ବର୍ଷରେ ମାଟ୍ରିକ୍ ପାସ୍ କରି ଚର୍ଚ୍ଚାରେ ମହିଳା : ଭଦ୍ରକ ଭଣ୍ଡାରୀ ପୋଖରୀର ସ୍ୱର୍ଣ୍ଣଲତା ପତିଙ୍କ ସଫଳତା;…

କନକ ବ୍ୟୁରୋ : କଥାରେ କୁହାଯାଏ ପାଠ ପଢ଼ିବାକୁ ବୟସ କେବେ ବାଧାନୁହେଁ । ଏହି କଥାକୁ ସତ ପ୍ରମାଣ କରି ଦେଖାଇଛନ୍ତି ଜଣେ ୫୭ ବର୍ଷିୟା ଆଶା କର୍ମୀ । ୫୭ ବର୍ଷ ବୟସରେ ମାଟ୍ରିକ୍ ପରୀକ୍ଷା ପରି ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ କଂଟି ଗାଁର ସ୍ୱର୍ଣ୍ଣଲତା ପତି…

ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମୀକୁ ସଜାଡ଼ିବେ ସରକାର : ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ୧୦…

କନକ ବ୍ୟୁରୋ : ରାଜ୍ୟରେ ଖୋଲିବ ୬୦୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ । ୧୦ଟି ଜିଲ୍ଲାରେ ଏହି କଲେଜ ଖୋଲିବାକୁ ଯୋଜନା କରିଛନ୍ତି ସରକାର । ପ୍ରତି କଲେଜରେ ୬୦ଟି ଲେଖାଏଁ ସିଟ ରହିବ । ମୟୁରଭଞ୍ଜ, ବଲାଙ୍ଗୀର, କୋରାପୁଟ, ବାଲେଶ୍ୱର, ଝାରସୁଗୁଡା, ପୁରୀ, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର ଓ ଯାଜପୁର…

ପୁଲୱାମାରେ ଆତଙ୍କବାଦୀଙ୍କ ଅମାନବୀୟ କାଣ୍ଡ । ଘରେ ପଶି ପୋଲିସ ଅଧିକାରୀ ଓ ପତ୍ନୀଙ୍କୁ ହତ୍ୟା

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀମାନେ ଜଣେ ପୋଲିସ ଅଧିକାରୀ ଓ ତାଙ୍କ ପତ୍ନୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ରବିବାର ରାତିରେ ଆତଙ୍କବାଦୀମାନ ଜଣେ ସ୍ପେଶାଲ ପୋଲିସ ଅଧିକାରୀଙ୍କ ଘରେ ପଶି ଅଖିବୁଜା ଗୁଳି ଚଳାଇଥିଲେ । ଏଥିରେ ପୋଲିସ ଅଧିକାରୀ ଓ ତାଙ୍କ ପତ୍ନୀଙ୍କର…

ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ବିଭିନ୍ନ ସ୍ଥାନରୁ ଆସିଲା ଅସନ୍ତୋଷର ଚିତ୍ର : କଟକ କଲେଜ ଛକ ଓ ଭୁବନେଶ୍ୱର ନିଳାଦ୍ରି…

କନକ ବ୍ୟୁରୋ : ମାର୍କକୁ ନେଇ ପିଲାଙ୍କ ମନ ଖରାପ । ମାଟ୍ରିକ ପରୀକ୍ଷା ଫଳକୁ ନେଇ କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏନେଇ ଆଜି ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ କଲେଜରେ ଏକାଠି ହୋଇ ପ୍ରତିବାଦ ଜଣାଇଛନ୍ତି । କେଉଁ କାରଣରୁ…