Daily Archives

June 28, 2021

ଅମାନିଆଙ୍କୁ ସାବାଡ଼ ପାଇଁ କମିଶନରେଟ୍ ପୁଲିସର ବଡ଼ ଅଭିଯାନ : ଭୁବନେଶ୍ୱରରେ ସମସ୍ତ ଏସିପି ଓ ଆଇଆଇସିଙ୍କ ମିଳିତ ଅଭିଯାନ;…

କନକ ବ୍ୟୁରୋ : କୋଭିଡ କଟକଣା ପାଳନ କରୁନଥିବା ବ୍ୟକ୍ତି ଓ ବ୍ୟବସାୟୀଙ୍କ ଉପରେ କଠୋର ହୋଇଛି କମିଶନରେଟ ପୋଲିସ । ଜରୁରୀ ସେବା ବାହାରେ ଥିବା ଦୋକାନ ଗୁଡ଼ିକୁ ବନ୍ଦ କରିବା ସହ କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ୪୨ଟି ଦୋକାନକୁ ସିଲ୍ କରାଯାଇଛି । ଚା ଦୋକାନ, ଲୁଗା ଦୋକାନ, ମଦ ଦୋକାନ ଆଦିକୁ…

ଯେତେବେଳେ ଜିମୁତଙ୍କ କଥା ଶୁଣିଥିଲେ ଜାନକୀ : ଜି. ଉଦୟଗିରିରେ ଜଣେ ଅଭିଯୁକ୍ତଙ୍କୁ ଜାଳିଦେବା ଘଟଣାରେ ଜିମୁତ…

କନକ ବ୍ୟୁରୋ : ବରିଷ୍ଠ ସାମ୍ବାଦିକ ଜୀମୁତ ମଙ୍ଗରାଜଙ୍କ ଦେହାନ୍ତ ପରେ ତାଙ୍କ ଜୀବନର ଅନେକ ସ୍ମୃତି ପୁଣି ଥରେ ଜୀବନ୍ତ ହୋଇ ଉଠିଛି । ଏଭଳି ଏକ ଘଟଣା ସାମନାକୁ ଆସିଛି ଯେଉଁଥିରେ ଜୀମୁତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପରାମର୍ଶକୁ ଗ୍ରହଣ କରିଥିଲେ ସେତେବେଳର ମୁଖ୍ୟମନ୍ତ୍ରୀ ଜାନକୀ…

ବିଧାୟକଙ୍କ ପୁଅଙ୍କ ଗୁଣ୍ଡାଗର୍ଦ୍ଦୀର ଆଉ ଏକ ଘଟଣା : ଘସିପୁରା କଂଗ୍ରେସ ସଭାପତି ସୁବ୍ରତ କୁମାର ଚକ୍ରଙ୍କୁ ମରଣାନ୍ତକ…

କନକ ବ୍ୟୁରୋ : ଘଷିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ଗୁଣ୍ଡାଗର୍ଦ୍ଦୀର ଆଉ ଏକ ଘଟଣାକୁ ସାମ୍ନାକୁ ଆସିଛି । ଗତକାଲି ରାତିରେ ବିଧାୟକ ବଦ୍ରୀନାରାୟଣ ପାତ୍ରଙ୍କ ପୁଅ, ଦେବାଶିଷ ପାତ୍ର କିଛି ଅସାମାଜିକ ବ୍ୟକ୍ତିଙ୍କ ସହ ମିଶି, ଘସିପୁରା କଂଗ୍ରେସ ସଭାପତି ସୁବ୍ରତ…

ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା : ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

କନକ ବ୍ୟୁରୋ : ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ । କିନ୍ତୁ ପରବର୍ତ୍ତୀ ଦୁଇ ଦିନ ପାଗ ଶୁଖିଲା ରହିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆଗାମୀ ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଏବଂ ନୂଆପଡାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା…

୨୪ ଘଂଟାର କରୋନା ରିପୋର୍ଟ : ଦେଶରେ ୪୬ ହଜାର ୧୪୮ ନୂଆ ଆକ୍ରାନ୍ତ, ୯୭୯ ମୃତ

କନକ ବ୍ୟୁରୋ : ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬,୧୪୮ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୯୭୯ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୦୨,୩୩,୧୮୩ ଓ ମୃତ୍ୟୁସଂଖ୍ୟା ୩,୯୬,୭୩୦ରେ ପହଞ୍ଚିଛି । ସେହିଭଳି, ଗତ ୨୪ ଘଣ୍ଟା…

ସାଇରନ୍ ବାଜୁଛି, ରାଜଧାନୀରେ ପିସିଆର୍ ଭ୍ୟାନ୍ ବୁଲୁଛି : ଅମାନିଆଙ୍କ ଠାରୁ ଜରିମାନା ବି ଆଦାୟ କରାଯାଉଛି

କନକ ବ୍ୟୁରୋ : କୋଭିଡ କଟକଣା ପାଳନ କରୁନଥିବା ବ୍ୟକ୍ତି ଓ ବ୍ୟବସାୟୀଙ୍କ ଉପରେ କଠୋର ହୋଇଛି କମିଶନରେଟ ପୋଲିସ । ଭୁବନେଶ୍ୱର ସମସ୍ତ ଜୋନର ଏସିପି ଓ ଆଇଆଇସି ପିସିଆର ଭ୍ୟାନରେ ସହର ପରିକ୍ରମା କରି ସଚେତନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଲକଡାଉନ ସମୟରେ ନିୟମ ଭାଙ୍ଗୁଥିବା…