Daily Archives

June 27, 2021

ଟିକା ନେବାକୁ ଅନାଇ ବସିଥିଲେ ୧୨୦ଜଣ : ସ୍ୱାସ୍ଥ୍ୟକର୍ମୀ ଆଣୁଥିଲେ ୧୨ଟି ଶିଶି କୋଭିଡ ଟିକା; ହେଲେ ପହଂଚିବା ଆଗରୁ…

କନକ ବ୍ୟୁରୋ : ଲୋକଙ୍କୁ ନଦେଇ ଟିକା ବିକି ଦେଲେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଡ଼ଅଁର ପଂଚାୟତ ସରଳା ପ୍ରାଥମିକ ବିଦ୍ୟାଳୟରେ କରୋନା ଟିକା ଦାନ ଶିବିର ଆୟୋଜନ କରାଯାଇଥିଲା ।  ଶିବିରକୁ ଟିକା ନେଇ ଯାଉଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ବାଟରେ…

କେଉଁଠି ନେଟୱାର୍କ ନାହିଁ ତ ଆଉ କେଉଁଠି ନାହିଁ ମୋବାଇଲ : କେବୁଲ ଟିଭିରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଗଂଜାମ ଧରାକୋଟାର…

କନକ ବ୍ୟୁରୋ : ଟିଭି ଚ୍ୟାନେଲରେ ପାଠ ପଢାଇଲେ ଶିକ୍ଷକ । କରୋନା ମହାମାରୀ ସମୟରେ ପିଲାଙ୍କ ସ୍କୁଲ ଯିବା ଏକ ପ୍ରକାର ଠପ୍ ହୋଇଯାଇଛି । ପିଲାମାନଙ୍କୁ ଶିକ୍ଷା ଯୋଗାଇଦେବା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଂଜ ପାଲଟିଛି । ତେଣୁ ୟୁଟ୍ୟୁବ୍ ମାଧ୍ୟମରେ ପିଲାମାନେ ପାଠ ପଢିବା ପାଇଁ ସରକାରଙ୍କ…

ଏକାମ୍ର କ୍ଷେତ୍ରକୁ ପୁଣି ଫେରିଲା ବାଇ-ଲ ବିବାଦ : ଦେବୀ ପାଦହରା ପୁଷ୍କରଣୀର ସୁରକ୍ଷା ପାଇଁ ଏନଏମ୍ଏ ଜାରି କଲା ଐତିହ୍ୟ…

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ଆଗେଇ ଚାଲିଥିବା ବେଳେ ଜାତୀୟ ଐତିହ୍ୟ ପ୍ରାଧିକରଣ ର ବାଇ-ଲ ପ୍ରସଙ୍ଗ ବୀବାଦୀୟ ସ୍ଥିତି ସୃଷ୍ଟି କରୁଛି । ପୂର୍ବରୁ ଲିଙ୍ଗରାଜ ମନ୍ଦିରକୁ ନେଇ ବାଇ-ଲ ପ୍ରସଙ୍ଗରେ ବିବାଦ ଉଠିଥିବା ବେଳେ ଏବେ ପୁଣି ଦେବୀପାଦହରା ପୁଷ୍କରଣୀକୁ…

ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଲାଇଭ ଭିଡିଓ : ଅଳ୍ପକେ ବର୍ତ୍ତିଲେ ବୋଲେରୋ ଚାଳକଙ୍କ ସହ ୪ ଯାତ୍ରୀ 

କନକ ବ୍ୟୁରୋ : ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଲାଇଭ ଭିଡିଓ । ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତିଯାଇଛନ୍ତି ବୋଲେରୋ ଚାଳକଙ୍କ ସହ ୪ ଯାତ୍ରୀ  । ମୟୁରଭଞ୍ଜ ଜିଲ୍ଲା ବାରିପଦା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ କେସିପୁର ନିକଟରେ ଏକ କ୍ଷୀର ବୋଝେଇ ଟ୍ୟାଙ୍କର ଏକ ବୋଲେରୋକୁ ଧକ୍କା ଦେବା…

ରାଜ୍ୟରେ ବେଶି ଜୋରରେ ବ୍ୟାପି ନାହିଁ ପ୍ରାୟ ୨ମାସ ତଳେ ଚିହ୍ନଟ ହୋଇଥିବା ଡେଲଟା ପ୍ଲସ ଭୂତାଣୁ : ତଥାପି ଏହାକୁ…

କନକ ବ୍ୟୁରୋ : ଓଡିଶାର ଦେବଗଡରେ ପ୍ରାୟ ୨ ମାସ ତଳେ ଡେଲଟା ପ୍ଲସ ଭାରିଆଂଟ ଚିହ୍ନଟ ହୋଇଥିଲେ ମଧ୍ୟ ଏହା ଅଧିକ ବ୍ୟାପିନାହିଁ । ତେଣୁ କରୋନାର ଏହି ନୂଆ ଭୁତାଣୁକୁ ନେଇ ଆତଙ୍କିତ ହେବାର ନାହିଁ । ହେଲେ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର । ତେବେ ୨ ମାସ ତଳୁ ଏହି…

ଭାରତର ଆଶ୍ଚର୍ଯ୍ୟ ଗାଁ । ଗାଁ ଭିତରକୁ ଔଷଧର ପ୍ରବେଶ ନିଷେଧ । କେବଳ ଚେରମୂଳୀରେ ହୋଇଥାଏ ଚିକିତ୍ସା ।

କନକ ବ୍ୟୁରୋ :  କରୋନା ଆସିବା ପରେ ଲୋକମାନଙ୍କ ଶରୀରରେ କେତେ ପରିମାଣର ରୋଗ ପ୍ରତିରୋଧ ଶକ୍ତି ରହିଛି ତାହା ପଦାକୁ ଆସିଛି । ଏହା ବ୍ୟତୀତ ଏବେ ସମୟରେ ପ୍ରତିଟି ଲୋକ ଔଷଧ ବ୍ୟବହାର ନ କଲେ ବଞ୍ଚିବା କଷ୍ଟକର । ହେଲେ ଆମେ ଆପଣଙ୍କୁ ଏମିତି ଏକ ଗାଁର କଥା କହିବାକୁ ଯାଉଛୁ ଯେଉଁଠି ଲୋକମାନେ କେଉଁ…