Daily Archives

June 18, 2021

ପଶ୍ଚିମବଙ୍ଗରେ ଜୋର ଧରିଲା ଦଳବଦଳ । ଗଙ୍ଗାଜଳ ଛିଞ୍ଚି ହୋଇ ବିଜେପି ଛାଡି ଟିଏମସିରେ ଯୋଗଦେଲେ ୩୫୦ କାର୍ଯ୍ୟକର୍ତ୍ତା

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଏବେ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ନେତା ଓ କାର୍ଯ୍ୟକର୍ତ୍ତାମାନେ ପୁଣି ଟିଏମସିକୁ ଫେରିବା ଆରମ୍ଭ କରିଦେଇଛନ୍ତି । ବିଜେପିରେ ଯୋଗଦେଇ ପାପ କରିଥିବା କହିବା ସହ ଗଙ୍ଗାଜଳ ଛିଞ୍ଚି ହୋଇ ଆଜି ୩୫୦…

ଜେଲରୁ ମୁକୁଳିଲେ ଅଭୟ ପାଠକ । ୬ ମାସ ପରେ ବେଲ ମିଳିବାରୁ ଜେଲରୁ ବାହାରିଲେ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ…

କନକ ବ୍ୟୁରୋ: ଜେଲରୁ ମୁକୁଳିଲେ ବିବାଦୀୟ ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ । ପ୍ରାୟ ୬ ମାସ କାଳ ଜେଲରେ ରହିବା ପରେ ସେ ଆଜି ମୁକୁଳିଛନ୍ତି । ତେବେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ଏହାର ଦୀର୍ଘ ଦିନ ପରେ ସେ ଆଜି ଜେଲରୁ ବାହାରକୁ ଆସିଛନ୍ତି…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଢିଲା ଚିନ୍ତା । ଡେଲଟା ପରେ ବିଶ୍ୱକୁ ଡରାଇଲାଣି କରୋନାର ଲମ୍ବଡା ଭାରିଆଣ୍ଟ । ୨୯ ଦେଶରେ…

କନକ ବ୍ୟୁରୋ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ଦିନ କହିଛି କି ୨୯ ଟି ଦେଶରେ ପୁଣି କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଲମ୍ବଡା ନାମକ ଏହି ଭାରିଆଣ୍ଟ ବାବଦରେ କୁହାଯାଇଛି କି, କରୋନାର ଏହି ସ୍ୱରୂପ ପ୍ରଥମେ ଦକ୍ଷୀଣ ଆମେରିକାରେ ଚିହ୍ନଟ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର…

ନୟାଗଡରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ।

କନକ ବ୍ୟୁରୋ: ନୟାଗଡର ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ପକସୋ କୋର୍ଟ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ପୋଲିସ ଅଭିଯୁକ୍ତକୁ ୭ ଦିନ ରିମାଣ୍ଡରେ ନେବାକୁ ଅନୁମତି…

ଆନ୍ଦୋଳନରତ କୃଷକଙ୍କୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆହ୍ୱାନ । ପାରିତ ଆଇନ ଉପରେ ଆଲୋଚନା ପାଇଁ ସରକାର ସର୍ବଦା ପ୍ରସ୍ତୁତ

କନକ ବ୍ୟରୋ : ନୂଆ କୃଷି ଆଇନକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମର କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି । ତୋମର କହିଛନ୍ତି କି, ପାରିତ ହୋଇଥିବା ନୂଆ କୃଷି ଆଇନ ବାବଦରେ କୌଣସି କୃଷକ ସଂଗଠନ ସହିତ କୌଣସି ସମୟରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଏହି…

ଜୟପୁରରେ ରବି ଧାନ ବିକ୍ରି ଅବ୍ୟବସ୍ଥାକୁ ନେଇ ବଢୁଛି ବିବାଦ । ଟୋକନ ଥାଇ ବି ଚାଷୀଙ୍କ ଧାନ କିଣୁନାହାନ୍ତି ମିଲର୍ସ ।…

କନକ ବ୍ୟୁରୋ: ଗଦା ହୋଇ ରହିଛି ଶହ ଶହ କ୍ୱଇଂଟାଲ ଧାନ । କେତେକ ଖୋଲା ମେଲାରେ ବର୍ଷାରେ ଭିଜୁଛି, ଆଉ କେତେକ ପଲିଥିନ ଓ ଛାତ ତଳେ ଗଦା ହୋଇଛି । ରବି ଧାନ ବିକ୍ରୀ ପାଇଁ ଚାଷୀ ୪ ଦିନ ହେଲା ଟୋକନ ଧରି ବସିଛନ୍ତି, ହେଲେ ନା ମିଲର ଆସୁଛନ୍ତି ନା ଯୋଗାଣ ବିଭାଗର କୌଣସି ଅଧିକାରୀ । ଟୋକନ…