Daily Archives

June 16, 2021

ଏଥର ବି ବିନାଭକ୍ତରେ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ରଥଯାତ୍ରା ପରେ ଶ୍ରୀମନ୍ଦିର ଖୋଲିବା ନେଇ ନିଆଯିବ…

କନକ ବ୍ୟୁରୋ: ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଜୁନ ୨୪ ତାରିଖରେ ବିନା ଭକ୍ତରେ ଅନୁଷ୍ଠିତ ହେବ ଦେବସ୍ନାନ ପୂର୍ଣ୍ଣିମା । ତେବେ ରଥଯାତ୍ରା ମଧ୍ୟ ବିନା ଭକ୍ତରେ ହେବ । ରଥ ଯାତ୍ରା ପରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ମେ ୩୧…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ । କୋହଲିଙ୍କ ପାଖରେ ଆଉ ଏକ ରେକର୍ଡର ସୁଯୋଗ । ରିକି ପଣ୍ଟିଂଙ୍କୁ ଟପି ପାରନ୍ତି…

କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପାଇଁ ଭାରତ-ନ୍ୟୁଜିଲାଣ୍ଡ ପ୍ରସ୍ତୁତ ହୋଇସାରିଲେଣି । ତେବେ ଏହି ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ବଡ ସୁଯୋଗ ରହିଛି । ବିରାଟ କୋହଲି ଏହି ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିପାରନ୍ତି । ଏହି ରେକର୍ଡ ହାସଲ କରିବା ସହ ସେ…

ଏହି ଟ୍ରେନରେ କରୋନା ପ୍ରତିରୋଧକ କୋଚ ଲଗାଇବ ରେଳ ବିଭାଗ । ପବନରେ ଭୂତାଣୁକୁ ମାରିଦେବ ଏୟାର ପ୍ଲାଜମା ଥେରୋପି

କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ଥମିଥିବା ବେଳେ ରେଳ ବିଭାଗ କିନ୍ତୁ ତା’ର ପ୍ରସ୍ତୁତି ଜାରି ରଖିଛି    । ଏବେ ରେଳ ବିଭାଗ କିଛି ରେଳରେ କରୋନା ପ୍ରତିରୋଧକ କୋଚ୍ ଲଗାଇବାକୁ ଯୋଜନା କରିଛି । ଏହି କୋଚ ଭିତରେ ଭୂତାଣୁ ପଶିବା କ୍ଷଣି ତାର ମୃତ୍ୟୁ ହେବ ବୋଲି କୁହାଯାଇଛି ।…

ଟୀକା ନେବୁନି, ଚେରମୂଳୀ ଖାଇବୁ । କରୋନା କାଳରେ ଟୀକା ନେବାକୁ ଅରାଜି ଗାଁ ଲୋକେ । ଚେରମୂଳୀ ଖାଇ ଭୂତାଣୁକୁ ଚେକ…

କନକ ବ୍ୟୁରୋ: କରୋନା ମହାମାରୀରୁ ବଞ୍ଚିବାକୁ ଏବେ ଟିକା ହିଁ ଏକମାତ୍ର ମାଧ୍ୟମ । ତେଣୁ ଦେଶ ଓ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି । ହେଲେ ଏହାରି ମଧ୍ୟରେ ଓଡ଼ିଶାର ଏମିତି ଏକ ଗାଁ ରହିଛି ଯେଉଁଠାରେ କି ଲୋକମାନେ ଟିକା ନେବାକୁ ଅମଙ୍ଗ ହେଉଥିବା ଖବର ଆସିଛି । ଗଞ୍ଜାମର ପୋଲସରା ଅଞ୍ଚଳରେ…

ପାକିସ୍ତାନ: କୁଳଭୂଷଣ ଯାଦବ ମାମଲାରେ ଓକିଲ ନିଯୁକ୍ତି ପ୍ରସଙ୍ଗ, ଅକ୍ଟୋବର ୫ ତାରିଖ ଯାଏଁ ଶୁଣାଣି ସ୍ଥଗିତ

କନକ ବ୍ୟୁରୋ : ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ କୁଳଭୂଷଣ ଯାଦବଙ୍କ ମାମଲାରେ କୁଳଭୂଷଣଙ୍କ ପକ୍ଷରୁ ଓକିଲ ନିଯୁକ୍ତି ପ୍ରସଙ୍ଗ । ଏହି ପ୍ରସଙ୍ଗରେ ପାକିସ୍ତାନର ଏକ ଅଦାଲତ ଦେଶର ଶେଷ ବିଧି ଅଧିକାରୀଙ୍କ ଅନୁରୋଧ କ୍ରମେ ଓଳିଲ ନିଯୁକ୍ତ କରିବା ନେଇ ସରକାରଙ୍କ ଯାଚିକା ଉପରେ ଶୁଣାଣିକୁ…

କ୍ରିକେଟ ପଡିଆରେ ସଫଳ ହୋଇଥିଲେ ଏହି କ୍ରିକେଟର । ହେଲେ ଜୀବନରେ ସାମ୍ନା କରିଥିଲେ ସଂଘର୍ଷମୟ ସମୟ । ଶାରୀରିକ ଅକ୍ଷମ…

କନକ ବ୍ୟୁରୋ: କୁହାଯାଏ, ସଫଳତା ଏତେ ସହଜରେ ମିଳେନି । ସଫଳ ହେବାକୁ ହେଲେ ଅନେକ ସଂଘର୍ଷର ରାସ୍ତା ଦେଇ ଅତିକ୍ରମ କରିବାକୁ ପଡେ । କ୍ରିକେଟରମାନଙ୍କ କାହାଣୀ ମଧ୍ୟ କିଛି ଏହିଭଳି ସଂଘର୍ଷପୂର୍ଣ୍ଣ ରହିଥାଏ । ଆଜି ଆମେ ଆପଣଙ୍କୁ ସେମିତି କିଛି ସଫଳ କ୍ରିକେଟରଙ୍କ କାହାଣୀ କହିବୁ, ଯେଉଁମାନେ…