Daily Archives

June 16, 2021

ଦେଶରେ ଆଜିଠାରୁ ବାଧ୍ୟତାମୂଳକ ହେଲା ହଲମାର୍କ ସୁନା । ପ୍ରଥମ ପର୍ଯ୍ୟାୟରେ ୨୫୬ ଜିଲ୍ଲାରେ ଲାଗୁହେବା ନେଇ ସୂଚନା

କନକ ବ୍ୟୁରୋ : ଦେଶରେ ଆଜିଠାରୁ ସୁନା ଗହଣା ଓ ଅନ୍ୟାନ୍ୟ ସୁନା ସାମଗ୍ରୀ ଉପରେ ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି । ଗତ କାଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏ ସମ୍ପର୍କରେ ଘୋଷଣା କରାଯାଇଥିଲା । ପ୍ରାରମ୍ଭିକ ପର୍ୟ୍ୟାୟରେ ଦେଶର ୨୫୬ଟି…

ଏମିତି ଦ୍ୱୀପ, ଯେଉଁଠି ଘାସରେ ଘର ତିଆରି କରୁଛନ୍ତି ଲୋକ । ପକ୍କାଘରଠୁ ବି ଅଧିକ ଉପକାରୀ ଏହି ଘର । ଜାଣନ୍ତୁ କେଉଁଠି…

କନକ ବ୍ୟୁରୋ: ମଣିଷକୁ ବଞ୍ଚିବାକୁ ହେଲେ ଖାଦ୍ୟ, ବସ୍ତ୍ର ସହ ବାସଗୃହ ନିହାତି ଆବଶ୍ୟକ । ସେଥିପାଇଁ ଲୋକମାନେ ନିଜ ଘରକୁ ସବୁ ବେଳେ ମଜବୁତ ଭାବରେ ତିଆରି କରନ୍ତି, ଆଉ ଏହାର ଯତ୍ନ ମଧ୍ୟ ନିଅନ୍ତି । ଆଜି ଆମେ ଏମିତି ଏକ ଘର କଥା କହିବୁ ଯାହା ସିମେଣ୍ଟ, ଲୁହାରେ ନୁହେଁ ସମୁଦ୍ର ଘାସରେ ତିଆରି…

ଜୁଲାଇ ୧ ଯାଏଁ ଆଂଶିକ ଲକଡାଉନ୍ ଲାଗୁ କଲେ ରାଜ୍ୟ ସରକାର । ବନ୍ଦ ରହିବ ଯାତ୍ରୀବାହୀ ବସ ଚଳାଚଳ । ଜାରି ରହିବ…

କନକ ବ୍ୟୁରୋ: ରାଜ୍ୟରେ ସଂକ୍ରମଣ କମୁଥିଲେ ମଧ୍ୟ ଜୁଲାଇ ୧ ଯାଏଁ ଲକଡାଉନ୍ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ହେଲେ ଏହି ଲକଡାଉନରେ କେତେକ କଟକଣାକୁ କୋହଳ କରାଯାଇଛି । ଯେଉଁ କାରଣରୁ ଏହାକୁ ଆଂଶିକ ଲକଡାଉନ୍ ବୋଲି ମଧ୍ୟ କୁହାଯାଉଛି । ଏହି ଲକଡାଉନ୍ ସମୟରେ ୧୭ ଜିଲ୍ଲାରେ ସକାଳ ୬ଟାରୁ…

୧୪ ଦିନିଆ ଆଂଶିକ ଲକଡାଉନ୍ ଘୋଷଣା କଲେ ରାଜ୍ୟ ସରକାର । ଜାଣନ୍ତୁ… କଣ ଖୋଲା, କଣ ବନ୍ଦ?

କନକ ବ୍ୟୁରୋ : ରାଜ୍ୟରେ ଲକଡାଉନ୍ କଟକଣା ଆଂଶିକ କୋହଳ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କେତେକ ଜିଲ୍ଲାରେ କଟକଣାକୁ ଅଧିକ କୋହଳ ହୋଇଥିବା ବେଳେ ଆଉ କିଛି ଜିଲ୍ଲାରେ କଟକଣାକୁ କମ୍ ମାତ୍ରାରେ କୋହଳ କରାଯାଇଛି । ତେବେ ଏହାରି ମଧ୍ୟରେ କଣ ଖୋଲା ରହିବ ଆଉ କଣ ବନ୍ଦ ରହିବ…

କଟକଣା କୋହଳ : କେଉଁ ଜିଲ୍ଲାରେ କେତେ ସମୟ, ଜାମନ୍ତୁ…

କନକ ବ୍ୟୁରୋ : ରାଜ୍ୟରେ ତାଲାବନ୍ଦ କଟକଣାକୁ ଆଂଶିକ କୋହଳ କରାଯାଇଛି । କମୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି । ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ,…

ବଡ ଖବର ! ରାଜ୍ୟରେ ଆଂଶିକ କୋହଳ ହେଲା ତାଲାବନ୍ଦ କଟକଣା  

କନକ ବ୍ୟୁରୋ : ବଡ ଖବର ! ଓଡିଶାରେ ଆଂଶିକ କୋହଳ ହେଲା ତାଲାବନ୍ଦ କଟକଣା । ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟରେ ୧୭ ଜୁନରୁ ୧ ଜୁଲାଇ ଯାଏଁ ଆଂଶିକ ଲକଡାଉନ ଜାରି ରହିବ । ୧୭ ଜିଲ୍ଲାରେ ସଂକ୍ରମମ କମ ଥୁିବାରୁ ଲକଡାଉନ କୋହଳ କରିଛନ୍ତି । ସକାଳ ୬ଟାରୁ…