Daily Archives

June 9, 2021

ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ତାପମାତ୍ରା ବୌଦ୍ଧରେ ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୦.୦ଡିଗ୍ରି ଫୁଲବାଣୀରେ ରହିଛି । ତେବେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି,…

ରାତି ପାହିଲେ ସାବିତ୍ରୀ ବ୍ରତ… ସତ୍ୟବାନକୁ ବଞ୍ଚାଇବାକୁ ସଙ୍ଘର୍ଷ କରୁଛି ଆଉ ଜଣେ ସାବିତ୍ରୀ । ସିନ୍ଦୂରର…

କନକ ବ୍ୟୁରୋ: ଯଦି ଆଜି କରୋନା ନଥାନ୍ତା, ଯଦି ଆଜି ସ୍ୱାମୀଙ୍କ ଦେହ ଭଲଥାନ୍ତା, ଯଦି ଅଭିଷେକ ଆଜି ଅସୁସ୍ଥ ହୋଇ ନଥାନ୍ତେ କି ହସ୍ପିଟାଲ ବେଡରେ ଜୀବନ ସହ ସଂଗ୍ରାମ କରୁନଥାନ୍ତେ... ହୁଏତ ଆଜି ବେଶ ଧୂମଧାମରେ ସାବିତ୍ରୀ ବ୍ରତ ପାଳିଥାନ୍ତେ ଏ ନବବିବାହିତା ମହିଳା । ବିବାହର ପ୍ରଥମ ମାସରେ ହିଁ…

ଆଉ ଲୁଚିବନି ମେସେଜ୍ । ଏମିତି ଦେଖନ୍ତୁ ହ୍ୱାଟ୍ସଆପରେ ଡିଲିଟ୍ ହୋଇଯାଇଥିବା ମେସେଜ୍ ।

କନକ ବ୍ୟୁରୋ : ଆପଣ ହ୍ୱାଟ୍ସଆପ୍ ନିଶ୍ଚିତ ଭାବେ ବ୍ୟବହାର କରୁଥିବେ । ତେବେ ଏମିତି ବେଳେବେଳେ ହୋଇଥାଏ, କେହି ଜଣେ ଆପଣଙ୍କୁ ମେସେଜ୍ କରିଥିବେ, ଏବଂ ପରେ ସେହି ମେସେଜଟିକୁ ଡିଲିଟ୍ କରିଦେଇଥିବେ । ଫଳରେ ଆପଣଙ୍କ ପାଖକୁ କଣ ମେସେଜ ଆସିଥିଲା, ତାହା ଆପଣ ଦେଖିପାରିନଥାନ୍ତି । କିନ୍ତୁ ଆଜି ଆମେ…

କରୋନା ଟିକା ନେବା ପରେ ମିଳୁଥିବା ପ୍ରମାଣପତ୍ରରେ ଭୂଲ ଥିଲେ ଚିନ୍ତା କରନ୍ତୁ ନାହିଁ । ଅନଲାଇନ୍ ମାଧ୍ୟମରେ ନିଜେ…

କନକ ବ୍ୟୁରୋ : କରୋନା ବିରୋଧରେ ଦେଶରେ ଜାରି ରହିଛି ଟିକାକରଣ । ଏହି ଟିକା ନେଉଥିବା ଲୋକଙ୍କୁ ବି ଏକ ପ୍ରମାଣପତ୍ର୍ର ସରକାର ଯୋଗାଇ ଦେଉଛନ୍ତି । ହେଲେ ଅନେକ ସମୟରେ ଟିକା ନେବା ପରେ ଲୋକଙ୍କୁ ମିଳୁଥିବା ପ୍ରମାଣପତ୍ରରେ ଅନେକ ତୃଟି ଦେଖିବାକୁ ମିଳୁଛି । ଏହାକୁ ନେଇ ଲୋକମାନେ ଚିନ୍ତାରେ…

ଏକ ରହସ୍ୟମୟ ଗାଁ… ମଣିଷଠୁ ପଶୁପକ୍ଷୀ, ଏଠି ସମସ୍ତେ ଦୃଷ୍ଟିହୀନ । କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

କନକ ବ୍ୟୁରୋ : ଦୁନିଆରେ ଏମିତି ଅନେକ ରହସ୍ୟମୟ ଗାଁ ରହିଛି, ଯାହା ବିଷୟରେ ଜାଣିଲେ, ହୁଏତ ସହଜରେ କେହି ବିଶ୍ୱାସ କରିପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ଠିକ୍ ସେମିତି ଏକ ଗାଁ ବିଷୟରେ କହିବୁ । ଏହି ଗାଁର କାହାଣୀ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ମେକ୍ସିକୋରେ…

ଓଡିଶା ଆସୁଛି ମୌସୁମୀ । ୨ରୁ ୩ ଦିନ ଭିତରେ ମୌସୁମୀର ଓଡିଶା ପ୍ରବେଶ ନେଇ ଆକଳନ ।

କନକ ବ୍ୟୁରୋ: ଓଡିଶା ଆସୁଛି ମୌସୁମୀ । ଆସନ୍ତା ୨ରୁ ୩ ଦିନ ଭିତରେ ଓଡିଶାରେ ପ୍ରବେଶ କରିପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ସେହି ସମୟ ମଧ୍ୟରେ ଓଡିଶା ସମେତ ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗକୁ ବି ଛୁଇଁବ ମୌସୁମୀ ବାୟୁ । ତେବେ…