Daily Archives

June 9, 2021

କରୋନା ପରେ ଆମେରିକାକୁ ଡରାଇଲାଣି ହନ୍ତା ଭୂତାଣୁ । ମୂଷା ସଂଷ୍ପର୍ସରେ ଆସି ମହିଳା ସଂକ୍ରମିତ । ଭୂତାଣୁକୁ ନେଇ ସତର୍କ…

କନକ ବ୍ୟୁରୋ : ଆମେରିକାରେ ଏବେ ଏବେ କରୋନା ଭୂତାଣୁ ସଂକ୍ରମଣ କମିଥିବା ବେଳେ ପୁଣି ଏକ ଭୂତାଣୁ ସଂକ୍ରମଣ ଆମେରିକାବାସୀଙ୍କ ମନରେ ଭୟ ସୃ୍ଷ୍ଟି କରିଛି । ଆମେରିକାର ମିସିଗନ ସହରରେ ସୋମବାର ଦିନ ହନ୍ତା ଭୂତାଣୁ ସଂକ୍ରମଣ ନେଇ ପ୍ରଥମ ମମଲା ଆସିଛି । ଏଠାରେ ଜଣେ ମହିଳାଙ୍କ ଶରୀରରେ ହନ୍ତା…

ନେପାଳକୁ ପତଞ୍ଜଳୀ ଦେଇଥଲା କରୋନିଲ ଉପହାର । କରୋନିଲ ବିତରଣରେ ରୋକ ଲଗାଇଲା ନେପାଳ

କନକ ବ୍ୟୁରୋ: ଭୁଟାନ ପରେ ନେପାଳରେ ବି କରୋନିଲ କିଟ ଉପରେ ରୋକ ଲଗାଇ ଦିଆଯାଇଛି । ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ନେପାଳକୁ ଉପହାର ସ୍ୱରୂପ କରୋନିଲ କିଟ ଦେଇଥିଲା । ହେଲେ ନେପାଳ ସରକାର ଏହା ଉପରେ ରୋକ ଲଗାଇ ଦେଇଛନ୍ତି । ଆଉ କହିଛନ୍ତି କରୋନାକୁ ମାତ ଦେବାକୁ କରୋନିଲ ପ୍ରଭାବୀ ନୁହେଁ…

କର୍ମଚାରୀଙ୍କ ଟିକାକରଣ ପାଇଁ ୧୦ ଲକ୍ଷ ଡୋଜ ଟିକା ଦେବାକୁ ସରକାରଙ୍କୁ କହିଲା ‘କୋଲ୍ ଇଣ୍ଡିଆ’ ।

କନକ ବ୍ୟୁରୋ : କୋଭିଡ୍-୧୯ ଯୋଗୁଁ ପ୍ରାୟ ୪୦୦ କର୍ମଚାରୀ ପ୍ରାଣ ହରାଇବା ପରେ ନିଜ କର୍ମଚାରୀଙ୍କ ଲାଗି ଟିକାକରଣ ପ୍ରକ୍ରିୟା ତ୍ୱରାନିତ୍ୱ କରିବାରେ ସହାୟକ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ‘କୋଲ୍‌ ଇଣ୍ଡିଆ ଲିମିଟେଡ୍‌’ ଅନୁରୋଧ କରିଛି। ୨୫୯,୦୦୦…

ଏୟାର ଆଂବୁଲାନ୍ସରେ କୋଲକାତା ଯିବେ ଅଭିଷେକ ମହାପାତ୍ର : ଆର୍ଥିକ ସମସ୍ୟା ଯୋଗୁଁ ଗତକାଲି ହୋଇପାରିନଥିଲା ଯିବା…

କନକ ବ୍ୟୁରୋ : ଏବେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ୨୮ ବର୍ଷିୟ ଅଭିଷେକ ମହାପାତ୍ରଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାର ଆଂବୁଲାନ୍ସରେ କୋଲକାତା ନିଆଯିବ । ଏଥିପାଇଁ କଳିଙ୍ଗ ହସ୍ପିଟାଲରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଏୟାରପୋର୍ଟକୁ ନିଆଯାଇଛି । ଗତ ୨୨ ଦିନ ହେଲା ଭୁବନେଶ୍ୱର ଏକ ଘରୋଇ…

ଗଡିଲା କଂଗ୍ରେସର ଆଉ ଏକ ୱିକେଟ୍ । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ପୂର୍ବ…

କନକ ବ୍ୟୁରୋ : ଜ୍ୟେତିରାଦିତ୍ୟ ସ୍କିନ୍ଦିଆଙ୍କ ପରେ ରାହୁଲ ଗାନ୍ଧୀଙ୍କ ଟିମ୍ ର ଆଉଏକ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ କଂଗ୍ରେସ ହାତରୁ ଯାଇଛି । କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତୀନ ପ୍ରସାଦ ଆଜି ବିଜେପିରେ ସାମିଲ ହୋଇଉଛନ୍ତି । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଆଜି ଜିତୀନ…

ଆସନ୍ତାକାଲି ସାବିତ୍ରୀ : ରାଜ୍ୟର ବିଭିନ୍ନ ସ୍ଥାନରେ ବଜାରରେ ସାମଗ୍ରୀ କିଣିବାକୁ ନାହିଁ ନଥିବା ଭିଡ; ଲୋକ…

କନକ ବ୍ୟୁରୋ : ଆସନ୍ତାକାଲି ସାବିତ୍ରୀ ବ୍ରତ । ତେବେ ଏଥର କରୋନା କାରଣରୁ ସାବିତ୍ରୀ ସେତେ ଧୁମଧାମରେ ପାଳନ ହୋଇପାରିବ ନାହିଁ । ତେବେ ସାବିତ୍ରୀ ଆଗରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଦେଖିବାକୁ ମିଳିଛି ଭିଡ । ନୟାଗଡରେ ବଜାରରୁ ସାବିତ୍ରୀ ସାମଗ୍ରୀ କିଣିବା ସମୟରେ ଏପରି ରହିଥିଲା ଭିଡ ।…