Daily Archives

June 7, 2021

କୁନି ପିଲାଙ୍କ କରୋନା ଟିକା । କ୍ଲିନିକାଲ ଟ୍ରାଏଲ ପାଇଁ ସରକାରଙ୍କ ଅନୁମୋଦନ ପରେ ଆରମ୍ଭ ହେଲା ପ୍ରକ୍ରିୟା । ଟିକା…

କନକ ବ୍ୟୁରୋ: ପିଲାଙ୍କ ଉପରେ ଟିକାର ପରୀକ୍ଷଣକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ଦେଶରେ ଆରମ୍ଭ ହୋଇଛି ପିଲାଙ୍କ ଉପରେ ଟିକାର ପରୀକ୍ଷଣ । ସ୍ୱଦେଶୀ ଟୀକା କୋଭ୍ୟାକ୍ସିନର ମାନବ ପରୀକ୍ଷଣ ପିଲାଙ୍କ ଉପରେ କରିବା ପାଇଁ ଦିଲ୍ଲୀ ଏମ୍ସରେ ସୋମାବାରଠାରୁ ଆରମ୍ଭ ହୋଇଛି…

ଦିଲ୍ଲୀରେ ଆଜିଠୁ କୋହଳ ହେଲା ଲକଡାଉନ୍ । ଖୋଲିଲା ଦୋକାନ ବଜାର, ଚାଲିଲା ମେଟ୍ରୋ । 

କନକ ବ୍ୟୁରୋ: କରୋନା କାଳରେ ଦିଲ୍ଲୀରେ କେମିତି ଖୋଲିବ ଦୋକାନ ଓ ମଲ୍ ତା ପାଇଁ ନିୟମ କରିଛନ୍ତି ଦିଲ୍ଲୀ ସରକାର । ହେଲେ ଏହାସହ ଦୋକାନ କାନ୍ଥରେ ମରା ହୋଇଛି ଅଡ୍ ଏବଂ ଇଭିନ୍ ପୋଷ୍ଟର । କେବଳ ସେତିକି ନୁହେଁ ସାମାଜିକ ଦୂରତା ରକ୍ଷା ପାଇଁ ଦୋକାନ ଗୁଡିକ ଆଗରେ ଗରାଖଙ୍କ ଠିଆ ହେବାକୁ ଚିହ୍ନ…

କରୋନା ଭିତରେ ଆସୁଛି ଭଲ ଖବର । ଦେଶରେ ଖୋଲୁଛି ତାଲା । ମୁମ୍ବାଇରେ ଚାଲିଲା ଲୋକାଲ ଟ୍ରେନ୍, ଦିଲ୍ଲୀରେ ଗଡିଲା ମେଟ୍ରୋ

କନକ ବ୍ୟୁରୋ: ଦ୍ୱିତୀୟ ଲହର ସଂକ୍ରମଣ ପରେ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରୁଛି ଦେଶ । ରାଜଧାନୀ ଦିଲ୍ଲୀ ଓ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ କୋହଳ ହୋଇଥି କଟକଣା ଅବଧି । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗଡିଛି ଦିଲ୍ଲୀ ମେଟ୍ରୋ । ମଲ, ମାର୍କେଟ କଂପ୍ଲେକ୍ସ ଓ ବଜାର ଅଡ-ଇଭନ ଫର୍ମୁଲାରେ…

ଓଡିଶାରେ କମୁଛି କରୋନା । ୪୨ ଦିନରେ ସବୁଠୁ କମ ଆକ୍ରାନ୍ତ ଚିହ୍ନଟ । ୯ ପ୍ରତିଶତକୁ ଖସିଲା ସଂକ୍ରମଣ । ସେପଟେ ଦେଶରେ…

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ରାଜ୍ୟରେ ଦୁଇ ଦିନ ହେଲା ୧୦ ପ୍ରତିଶତ ତଳେ ରହିଛି ସଂକ୍ରମଣ ହାର । ପ୍ରତିଦିନ ରେଡ୍ ଜୋନରେ ଥିବା ଜିଲ୍ଲା ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ୟେଲୋ ଓ ଗ୍ରୀନ ଜୋନ୍ ଜିଲ୍ଲା ସଂଖ୍ୟା ବଢିବାରେ ଲାଗିଛି । ରେଡ୍…

ମହାକାଶକୁ ଯାତ୍ରା କରିବେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ । ଜୁଲାଇ ୨୦ରେ ନିଜ ଭାଇଙ୍କ ସହ ମହାକାଶ ଯାତ୍ରା ନେଇ…

କନକ ବ୍ୟୁରୋ: ମହାକାଶକୁ ଯିବେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ । ଆସନ୍ତା ଜୁଲାଇ ୨୦ ତାରିଖରେ ସେ ମହାକାଶ ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଯଦି ଜେଫ୍ ବେଜୋସ ମହାକାଶକୁ ଯାତ୍ରା କରନ୍ତି, ତେବେ ସେ ପ୍ରଥମ ଅରବପତି ଭାବେ ମହାକାଶ ଯାତ୍ରା କରିବେ । ଜେଫ୍ ବେଜୋସ ଆମାଜନର…

ଭୁବନେଶ୍ୱରରେ ୫ଶହ ତଳକୁ ଖସିଲା ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୪୨୪ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ…

କନକ ବ୍ୟୁରୋ: ଭୁବନେଶ୍ୱରକୁ ଡରାଉଛି କରୋନା ଭୂତାଣୁ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୪୨୪ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୯ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧୨୯୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…